କେଉଁ ସମୟରେ ପ୍ରେମ କରିବା ଅନୁଚିତ ? ଦେଖନ୍ତୁ Chanakya Niti

ବନ୍ଧୁଗଣ ପ୍ରାଚୀନ ତକ୍ଷଶୀଳା ର ଗୁରୁକୁଳରେ ଅର୍ଥ ଶାସ୍ତ୍ର ର ମହାନ ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ସଫଳ ଓ ସୁଖୀ ଜୀବନରେ ବଞ୍ଚିବା ପାଇଁ ମହାନ ଶତ୍ରୁ, ଚାଣକ୍ୟ ନୀତିରେ ରଚିତ ଅଛି । ଏହି ଗ୍ରନ୍ଥ ରେ କୁହା ଯାଇଥିବା ନୀତି ମନୁଷ୍ୟର ସଫଳ ଜୀବନ ପାଇଁ ବହୁତ ଉପୋଯୋଗୀ ଅଟେ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ଙ୍କ ଦ୍ଵାରା କୁହ ଯାଇଥିବା କିଛି ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ।

୧- ଲାଜକୁଳି ଗଛର ଚେର ନିଜ ପାଟି ଓ ଅଣ୍ଟାରେ ରଖିଲେ ମହୁମାଛି କୌଣସି କ୍ଷତି କରେ ନାହି । ଶୋଇବା ବେଳେ ତକିଆକୁ ଓଲଟାଇ ଶୋଇବା ଉଚିତ ।

୨- ଘରେ ହିଂସ୍ର ବାଘ ଓ ସିଂହ ର ଫୋଟୋ ରଖନ୍ତୁ ନାହି । ଅରଖ ଗଛ ଘର ପାଖରେ ରହିଲେ ଶୁଭ ହୋଇଥାଏ । ଏହାକୁ ନଷ୍ଟ କରନ୍ତୁ ନାହି ।

୩- ଶନିଦେବଙ୍କ ମୂର୍ତ୍ତି ଘରେ ରଖିକି ପୂଜ କରନ୍ତୁ ନାହି । ମହୁଫେଣା ଘରେ ବା ବାଡି ରେ ରହିଲେ ଶୁଭ ହୋଇଥାଏ ।

୪- ଗାଧୋଇବା ପରେ ନଖ ବା ଦାଢି କାଟନ୍ତୁ ନାହି । ଆକାଶରେ ଇଂଦ୍ରଧନୁ ପଡି ଥିବାର ଦେଖିଲେ ଅନ୍ୟ କାହାକୁ କୁହନ୍ତୁ ନାହି । ଏହା ନିଜ ଭିତରେ ଗୋପନ ରଖନ୍ତୁ ।

୫- କାଚ ପାତ୍ରରେ ଲୁଣ ରଖିଲେ ଶୁଭ ଫଳ ମିଳିଥାଏ । ଅଗ୍ନି କୋଣରେ ଘର କରନ୍ତୁ ନାହି । ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହି ।

୬- ମାଙ୍କଡ ଘର ଭିତରକୁ ପଶିଲେ ଅଶୁଭ ହୋଇଥାଏ । ଏହାର ପ୍ରତିକାର ସ୍ୱରୂପ ମଙ୍ଗଳବାର ଦିନ ବ୍ରାମହଣଙ୍କୁ ହନୁମାନ ଚାଳିଶା ବହି ସହିତ ଦକ୍ଷିଣା ଦାନ କରନ୍ତୁ ।

୭- ଯାତ୍ରା ସମୟରେ ଚରୁଥିବା ଗାଈ ମୁଣ୍ଡ ଉଠାଇ ଚାହିଁଲେ ଅଧିକ ଶୁଭ ଫଳ ମିଳିଥାଏ । ସୋରିଷ ତେଲରେ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ଵାରରେ ମାରିଲେ ଶୁଭ ଫଳ ମିଳିଥାଏ ।

୮- ନିଜ ଦେହ ଛାଇରେ, ତୀର୍ଥ ସ୍ଥାନ, ସମାସନ ରେ କେବେ ବି ପରିସ୍ରା କରନ୍ତୁ ନାହି । ଦୀପାବଳି, ଶିବରାତ୍ରି, ଜନ୍ମାଷ୍ଟମୀ ଓ ଦୋଳ ପୂର୍ଣ୍ଣିମା ଏହି ୪ଟି ରାତ୍ରିକୁ ମହାରାତ୍ରି କୁହାଯାଏ । ଏହି ଦିନ ଅନିଦ୍ରା ରହି ଈଶ୍ଵରଙ୍କ ନାମ ଜପିବା ଉଚିତ ।

୯- ଛେଳି ଖୁରାର ଧୁଳି, ଘୁଷୁରି ଗୋଡ ର ଧୁଳି, ଝାଡୁ ର ଧୁଳି ଓ ରଜସ୍ଵଳା ନାରୀ ର ପାଦ ଧୁଳି ଠାକୁର ଘରେ ପଡିଲେ ଅଶୁଭ ହୋଇଥାଏ ।

୧୦- ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ ଅଧିବ୍ୟାଧି ହରା ନିତ୍ୟ ତୁଳସୀ ତ୍ଵଙ୍ଗ ନମସ୍ତୁତେ ଏହି ମାତ୍ର ଜପ କରି ତୁଳସୀ ପତ୍ର ତୋଳିବା ଉଚିତ ।

୧୧- ବର ଗଛ ଓ ଓସ୍ତ ଗଛ ଏକାଠି ଥିବା ସ୍ଥାନରେ ପ୍ରତି ଦିନ ୨୦ ମିନିଟ ଯାଏଁ ବସିଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରେ ତେବେ ଶୁଭ ହୋଇଥାଏ ।

୧୨- ମଙ୍ଗଳବାର ଦିନ ଯାନବାହାନ ବିକ୍ରି କରନ୍ତୁ ନାହି ଏବଂ ଗୁରୁବାର ଦିନ ଜମି ବୃକରି କରନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *