ଯଦି ରାତିରେ ଶୋଇଥିବାବେଳେ ଦେଖୁଛନ୍ତି ଏହି ୪ଟି ସ୍ୱପ୍ନ ତେବେ ଆଗୁଆ ହୋଇଯାଅନ୍ତୁ ସାବଧାନ

ବନ୍ଧୁଗଣ ଆମେ ପ୍ରାୟ ସବୁବେଳେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାଉ । କିନ୍ତୁ ଏମିତି କିଛି ସ୍ୱପ୍ନ ରହିଛି ଯାହା ଆମକୁ କିଛି ସ୍ୱତନ୍ତ୍ର ସୂଚକ ଦେଇଥାଏ । ରାତିରେ ଏମିତି କିଛି ସ୍ୱପ୍ନ ଦେଖୁଥିଲେ ସାବଧାନ ହେବାର ଆବଶ୍ୟକ ରହିଛି । ନିଶ୍ଚିତ ଏହାକୁ ସମ୍ପୂର୍ଣ୍ଣ ପଢନ୍ତୁ । ଆପଣମାନେ ଜାଣିଥିବେ କି ଆମେ ଶୋଇରହିବା ସମୟରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାଉ ଯେମିତିକି କିଛି ଭୟଙ୍କର ସ୍ୱପ୍ନ ଦେଖିଥାଉ ଓ କିଛି ଭଲ ସ୍ୱପ୍ନ ଦେଖିଥାଉ ଓ ଆମେ ଏହି ସ୍ବପ୍ନକୁ ଅନ୍ୟ ଆଗରେ ପ୍ରକାଶ କରିଦେଇଥାଉ ।

ଆଜି ଆମେ ଆପଣଙ୍କୁ ଏଭଳି 4ଟି ସ୍ୱପ୍ନ ବିଷୟରେ କହିବୁ ଯାହାକୁ ଆପଣ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ଏପରି କରିବାଦ୍ୱାରା ଆପଣଙ୍କୁ କେବେହେଲେ ସଫଳତା ମିଳିନଥାଏ । ଚାଲନ୍ତୁ ଜାଣିବା ସେହି ସ୍ୱପ୍ନ ଗୁଡିକ ବିଷୟରେ  । ଯଦି ଆପଣ ଶୋଇବା ସମୟରେ ନିଜର ମୃତ୍ୟୁ ହେବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହାକୁ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହାଏକ ଶୁଭଖବର ହୋଇଥାଏ ଓ ଆପଣଙ୍କର ଆସୁଥିବା ସମୟରେ କୌଣସି ପ୍ରକାରର ଦୁଃଖ ଦୂର ହୋଇଯିବ ।

ଯଦି ଏହି ସ୍ୱପ୍ନକୁ ଆପଣ ଅନ୍ୟ ଆଗରେ ପ୍ରକାଶ କରୁଛନ୍ତି ତାହାଲେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ ତେଣୁ ଆପଣଙ୍କୁ କେବେବି ଏହି ସ୍ବପ୍ନକୁ ଅନ୍ୟ ଆଗରେ ପ୍ରକାଶ କରିବା କଥାନୁହେଁ ।  ଯଦି ଆପଣ ଶୋଇରହିଥିବା ସମୟରେ ଜଙ୍ଗଲରେ ବୁଲୁଥିବାର କି ନଦୀ ପାଖରେ ବସିଥିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହିସ୍ବପ୍ନକୁ ମଧ୍ୟ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ ।

କାରଣ ଏହାର ଅର୍ଥ ହେଉଛି ଆପଣ କୌଣସି ଏକ ଭଲ ଖବର ପାଇବାକୁ ଯାଉଛନ୍ତି ଓ ବହୁତ ବଡ଼ କାର୍ଯ୍ୟ ନିଜ ହାତକୁ ନେବାକୁ ଯାଉଛନ୍ତି । ଯଦି ଆପଣ ନିଜ ସ୍ୱପ୍ନରେ ଗାଈ କିମ୍ବା ଏକ ବାଛୁରୀକୁ ଚରୁଥିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଜାଣିରଖନ୍ତୁ ଯେ ଆପଣ ଭବିଷ୍ୟତରେ କୋଟିପତି ହେବାକୁ ଯାଉଛନ୍ତି ।ଯଦି ଆପଣ ଏହି ସ୍ବପ୍ନକୁ ଭୁଲରେ ବି ଅନ୍ୟ ଆଗରେ ପ୍ରକାଶ କରିଦେଉଛନ୍ତି ତାହେଲେ ଆପଣଙ୍କର ଆଶା ଆଶାରେ ହିଁ ରହିଯିବ ମାନେ ଏହି ସ୍ବପ୍ନର ପ୍ରଭାବ କମିଯିବ ।

ଚତୁର୍ଥରେ ଯଦି ଆପଣ ସ୍ୱପ୍ନରେ କୌଣସି ସାପର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଜାଣିରଖନ୍ତୁ ଯେ ଆପଣଙ୍କର ମାନ ଓ ସମ୍ମାନ ରେ ବୃଦ୍ଧି ହେବାକୁ ଯାଉଛି ଯଦି ଆପଣ ଏହି ସ୍ବପ୍ନକୁ ଅନ୍ୟ ଆଗରେ ପ୍ରକାଶ କରିଦେଉଛନ୍ତି ତାହେଲେ ଆପଣଙ୍କର ଏହିସ୍ବପ୍ନର ପ୍ରଭାବ କମିଯିବ ଓ ଯାହା ଭଲ ହେବାର ଥିବ ତାହା ହେବନାହିଁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *