ଜଲ୍ଦି ନେଇ ଆସନ୍ତୁ ଘରକୁ ଚାନ୍ଦିର ଏହି 5ଟି ଜିନିଷ, ଆପଣଙ୍କୁ କରିବ କୋଟିପତି ବହୁତ ଶୀଘ୍ର

ଚାନ୍ଦିରେ ବନିଥିବା ପାଞ୍ଚଟି ଜିନିଷ ଧନ ସମ୍ପତିକୁ ଆଣିଥାଏ । ଏହି ଚାନ୍ଦିର ପଞଛୋଟୀ ଜିନିଷ ଭିତରୁ ଯଦି ଗୋଟିଏବି ଜିନିଶା ଆଣି ରଖିବେ ତାହେଲେ ବଦଳିଯିବ ଭାଗ୍ୟ । ଯଦି ଆପଣଙ୍କୁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଦରକାର ତେବେ ଚାନ୍ଦିର କିଛି ଜିନିଷ ଘରେ ରଖିବା ଦ୍ଵାରା ଅପାର ଧନ ଦୌଲତର ମାଲିକ ବନି ପାରନ୍ତି । ଏହି ଚାନ୍ଦିର ଜିନିଷ ଘରେ ରଖିକି ଆପଣ କୌଣସି ପ୍ରକାରର ଦୁର୍ଘଟଣା ଗ୍ରହ କଲେସ, ଗ୍ରହ ନଖେତ୍ରର ଦୁଷ୍ଟ ପ୍ରଭାବରୁ ବଞ୍ଚି ପାରନ୍ତି । ଘରେ ଚାନ୍ଦି ରଖିବା ଦ୍ଵାରା ଆହୁରି ମଧ୍ୟ ବହୁତ ଫାଇଦା ରହିଛି । ଆସନ୍ତୁ ଜାଣିବା ଚାନ୍ଦିକୁ କେଉଁ ଅବସ୍ଥାରେ ଘରେ ରାଖିବା ଉଚିତ ଆଉ କେଉଁ କେଉଁ ଦିଗରେ ରଖିବା ଉଚିତ ।

ଚାନ୍ଦିର ଚକରୋ ଟୁକୁଡା ନିଜ ଘରେ ରଖିବା ଦ୍ଵାରା କାରିୟର ଓ ବ୍ୟବସାୟରେ ପ୍ରଗତି ହୋଇଥାଏ । ଆଉ ଧନ ଲାଭ ବହୁତ ତେଜିରେ ହୋଇଥାଏ । ଏମିତିରେ ମତ ଲକ୍ଷ୍ମୀଙ୍କର ପାଦ ମଧ୍ୟ ଘରେ ପଡିଥାଏ । ଏହି ଟୁକୁଡାକୁ ଆପଣ ଲକର ରୁମରେ ମଧ୍ୟ ରଖିପାରିବେ । ବିବାହରେ ବିଳମ୍ବ ହେବାତ ଶୁକ୍ଲ ପକ୍ଷର ପ୍ରଥମ ସୋମବାରରେ ଗୋଟିଏ ଚାନ୍ଦିର ବଲ ଗୋଟିଏ ରୂପା ଚେନରେ ପକାଇ ପିନ୍ଧନ୍ତୁ । ଯଦି ପ୍ରଥମ ଭାବରେ ରାହୁ ଥିବତ ବେକରେ ରୂପା ଚେନ ପିନ୍ଧିବା ବହୁତ ଲାଭ ହୋଇଥାଏ ।

ଏମିତିରେ ଆପଣଙ୍କ ଦୁଃଖ ସବୁ ଦୂର ହୋଇଯିବ । ଶାସ୍ତ୍ର ଅନୁସାରେ ଚାନ୍ଦିର ହାତୀ, କୁହାଯାଏ ଯଦି ବ୍ଯପାରରେ ବହୁତ ଲାଭ ଦରକାର ହୋଇଥାଏ ଆଉ ଶୀର୍ଷକୁ ଛୁଇଁବାର ଅଛିତ ଚାନ୍ଦିରେ ବନା ହୋଇଥିବା ହାତୀ ଅବଶ୍ୟ ରଖିବା ଉଚିତ । ଚାନ୍ଦିର ହାତୀ ଘରେ ରଖିବା ଦ୍ଵାରା ଧନର ଦେବୀ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଗଣେଶଙ୍କର କୃପା ମଧ୍ୟ ରହିଥାଏ । ଏଥିରେ ଧନ ଦୌଲତ ମାନ ସନମାନ ସବୁ କିଛି ମିଳିଥାଏ । ଚାନ୍ଦିର ଡିବିରେ ପାଣି ଭରିକି ରଖି ଦିଅନ୍ତୁ ନିଜ ତିଜୋରିରେ ।

ଯେବେ ଏହି ପାଣି ଶୁଖିଯିବ ତେବେ ତାକୁ ଆଉଥରେ ଭରିକି ରଖିଦେବେ । କିନ୍ତୁ ଏହି କଥା ଧ୍ୟାନ ରଖିବେକୀ ଯଦି ଚତୁର୍ଥରେ ରାହୁ ରହିଛି ଡିବିରେ ମହୁ ଭରିକି ମାଟିରେ ପୋତି ଦିଅନ୍ତୁ । ଏମିତି କରିବା ଦ୍ଵାରା ପରିଣାମ ଭଲ ମିଳିବ । ଚାନ୍ଦିର ଗ୍ଲାସରେ ପାଣି ପିଇବା ବହୁତ ଭଲ ହୋଇଥାଏ । ଯେଉଁ ଲୋକଙ୍କୁ ଭାବନାତ୍ମକ ଅସୁବିଧା ଅଧିକ ରହିଛି ସେ ଚାନ୍ଦିର ପ୍ରୟୋଗ ସାବଧାନୀର ସହିତ କରିପାରିବେ । ଯେଉଁ ବ୍ୟକ୍ତି ଚାନ୍ଦି ଗ୍ଲାସରେ ପାଣି ପିଇଥାଏ ତାକୁ ସକାରାତ୍ମକ ପରିଣାମ ମିଳିଥାଏ ।

Leave a Reply

Your email address will not be published. Required fields are marked *