ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ କାହାର ମୃ-ତ୍ୟୁ ଆଗ ହେବ କେମିତି ଜାଣିବେ ।

ଆମ ହିନ୍ଦୁ ଧର୍ମ ଅନୁସାରେ ଦେଖିବା ଅପାଇନ ଗଲେ ଆମେ ଜାଣିଛେ କି ଆମେ ସବୁ ବେଳେ ଏହା କହୁକୀ ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରୁ ନା କାହିଁ ଯିଏ ଆଗ ଚାଲିଯାଏ । ମାନେ ଯେଉଁ ବ୍ୟକ୍ତି କିଛି ଶାରୀରିକ କଷ୍ଟ ନପାଇ । ହାତ ଗୋଡ ସଠିକ ଥିବା ବେଳେ କିମ୍ବା ନିଜ ପରିବାର ରେ ଥିବା ଅସାନ୍ତି ରୁ ମୁକ୍ତି ପାଇବା ପାଇଁ ମରିଥାଏ ସେ ଭାଗ୍ୟଶାଳି ଅଟେ । ସବୁ ବେଳେ କୁହା ଯାଏ କି ଯଦି ସ୍ଵାମୀ ଥାଉ ଥାଉ ସ୍ତ୍ରୀ ଚାଲିଯାଏ ତେବେ ସ୍ତ୍ରୀ ଭାଗ୍ୟଶାଳି ଅଟେ । ଆମେ ଭଗବାନ ଙ୍କ ପାକହରେ ଏହା ହିଁ ପ୍ରାଥନା କରୁ ।

ଯଦି ସ୍ତ୍ରୀ ଥାଏ ସ୍ଵାମୀ ଚାଲିଯାଏ ତେବେ ସ୍ଵାମୀ ଭାଗ୍ୟଶାଳୀ ଅଟେ । ଆଜି କାଲିର ସମାଜରେ ବଢୁଥିବା ପାପ କୁ ଦେଖିଲେ ଆମେ ଜାଣି ପାରିବା କି ଏହା କିଛି ନା କିଛି ସମସ୍ଯା ଆମ ପାଇଁ ଉପୁଯାଇ ପାରେ ଓ ଆମେ ଏହା ପାଇଁ ଅନେକ କଷ୍ଟ ଭୋଗା ଭୋଗ କରିକି ହିଁ ମାରିବା ଜଦି ଆମେ ପାପ କୁ ଷପୋର୍ଟ କରିବା ତେବେ ମଧ୍ୟ ଦଣ୍ଡ ପାଇବା ଧର୍ମ ତରଫରୁ । ଯଦି ଆମେ ପାପକୁ ଷପୋର୍ଟ ନକରିବା ତେବେ ପାପୀ ମାନେ ନିଶ୍ଚିତ ଭାବେ ଆମକୁ ଏହା ପାଇଁ ଅନେକ ପ୍ରକାର ହଇରାଣ କରିବେ । ଆଜି ଆମେ କହିବ ଅପାଇନ ଯାଉଛୁ କି କିଏ ଆଗ ମରିବ ଆଗ ସ୍ଵାମୀ କିମ୍ବା ଆଗ ସ୍ତ୍ରୀ ର ଦେହାନ୍ତ ହେବ । ଏକ ଲୋକ କଥା ଅଛି ଏହାକୁ ଜାଣିବା ପାଇଁ ।

“ଅକ୍ଷରେ ଦୁଇ ଗୁଣ ଦାସ ଗୁଣ ମାତ୍ରା ନାମେ ନାମେ କରି ସମତା ୩ ଦେଇ ହରି ଆଣ ମରା ବଞ୍ଚା ଜାଣ ଶୂନ୍ୟ ରହିଲେ ମ-ରେ ପଟି ଦୁଇ ରହିଲେ ମ-ରେ ଯୁବତୀ” । ଏହାର ଅର୍ଥ ଆମେ ଆପାନନ୍କୁ କହିବୁ ଓ କିଭଳି ଏହାକୁ ଆପଣ ନାମ ସାହାଯ୍ୟରେ ହିସାବ କରିବେ ତାହା ମଧ୍ୟ କହିବୁ ଆମେ । ଆସନ୍ତୁ ଏହାକୁ ଉଦାହରଣ ଦେଇ ବୁଝାଇବା ଯଦି ସ୍ଵାମୀ ଙ୍କ ନାମ ଭଗବାନ ମାନେ ଏହାର ଅକ୍ଷର ସଂଖ୍ୟା ୪ । ପତ୍ନୀର ନାମ ଚାନ୍ଦ ଅକ୍ଷର ସଂଖ୍ୟା ୨ ମୋଟ ସଂଖ୍ୟା ହେଉଛି ୬ । ଯଦି ଆମେ ଏହାକୁ ମିଶାଇବା ତେବେ ଏହା ୬ + ୬ = ୧୨ ହୋଇ ଜୀବ ।

ସ୍ବାମୀର ନାମରେ କେବଳ ଗୋଟିଏ ଅକ୍ଷର ଥିବା ହେତୁ ଏହାର ମାତ୍ରା ୧ । ସ୍ତ୍ରୀ ର ନାମରେ ମଧ୍ୟ ଏକ ମାତ୍ରା ଥିବାରୁ ଏହାର ମାତ୍ରା ସଂଖ୍ୟା ମଧ୍ୟ ୧ ମୋଟ ସଂଖ୍ୟା ୨ ଅଟେ । ଯଦି ଏହାକୁ ଆମେ ଗୁଣିବା ତେବେ ୨ * ୪ = ୮ । ଉଭୟ ଅକ୍ଷର ଦ୍ଵିଗୁଣ ୧୨ + ୮ = ୨୦ ଏହାକୁ ୩ ରେ ହାରିଲେ ୨୦/୩ = ଲବ୍ଧ , ୨ ଅବଶିଷ୍ଟ । ତେଣୁ କରି ପ୍ରଥମେ ଏଠାରେ ପତ୍ନୀ ର ହି ମୃ-ତ୍ୟୁ ହେବ । ଆଜି କହି ଥିବା କଥା ନୁସାରେ ଆପଣ ଏହାକୁ କରିକି ଦେଖନ୍ତୁ ଯାହା ଦ୍ଵାରା ଆପଣ ଏହାକୁ ଜାଣି ପାରିବେ । କି ଏହା ସତ୍ୟ ଅଟେ କି ନା ।

Leave a Reply

Your email address will not be published. Required fields are marked *