ଗୁରୁବାର ଦିନ ବାସ ଟିକେ ହଳଦୀ ଓ ଚାଉଳରେ ଏହି ଉପାୟ କରିକି ଦେଖନ୍ତୁ, ଦାରିଦ୍ର୍ୟତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ଆମେ ଗୁରୁବାର ଦିନ ଯାହା ଭି କରୁ ଏହାକୁ ଆଖି ଆଗରେ ରଖିକି କରୁ କି ୟା ତ ମା ଲକ୍ଷ୍ମୀ ଆମ ଉପରେ ନରାଗନ୍ତୁ କିମ୍ବା ଦେବ ଗୁରୁ ଗୁରୁ ଗ୍ରହ ଆମ ଉପରେ କୋପ ନକରନ୍ତୁ । ଏହା ପାଇଁ ଆମେ ଅନେକ ପ୍ରକାର ଚେଷ୍ଟା କରୁ ଆଜି ଆମେ ସେହି ବିଷୟରେ କିଛି କହିବା ପାଇଁ ଯାଉଛୁ । ଜାହା ଦ୍ଵାରା ଆମେ ଦେବ ଗୁରୁ ବୃହସ୍ପତି ଙ୍କୁ ପୂଜା କରିବା ଓ ତାଙ୍କ କୃପା ମଧ୍ୟ ପାଇବା । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଆପଣ ସକାଳୁ ଉଠିବା ପରେ ଆପଣ ଏହି ଦିନ ସକାଳୁ ନିଜ ଘର ଦୁଆର ମୁହଁ କିମ୍ବା ନିଜ ସବୁ ଜାଗାରେ ହାକୁ ପକାଇ ପାରିବେ ।

ଆପଣ ଜାଣିଥିବେ କି ଏହି ଦିନ ଘରକୁ ପୋଛିବା ମନା ହୋଇ ଥାଏ ତେଣୁ କରି ଆପଣ ଜାଣିଥିବେ କି ଘର ପୋଛିବା ବଦଳରେ ଆପଣ ଏକ କାମ କରି ପାରିବେ ଆପଣ କିଛି ପାଣିରେ ହଳଦୀ ମିଶେଇକି ଏହାକୁ ସବୁ ଆଡେ ଅଳ୍ପ ଅଳ୍ପ କରି ଛିଞ୍ଚି ଦେବେ । ସ୍ନାନ କରିବା ପରେ ଆପଣ ଭଗବାନ ଙ୍କୁ ଜଳ ଅର୍ପଣ କରନ୍ତୁ । ଆମେ ଏହି ଦିନ ସ୍ଵସ୍ତିକ କିମ୍ବା ଓମ ର ଚିହ୍ନ ବନାନତୁ ଏହା ଆପଣଙ୍କ ଘର ଦୁଆର ମୁହଁ ରେ କରି ଦିଅନ୍ତୁ କାରଣ ଏହାକୁ ଆପଣ ଯଦି କରିବେ ତେବେ ଘରକୁ ପଶିବା ପାଇଁ ଯାଉଥିବା ଖରାପ ଊର୍ଜା ର ସମାପ୍ତି ହୋଇଯିବ ।

ଏହା ପରେ ଆସେ କି ଭଗବାନ ବିଷ୍ଣୁ ଙ୍କ ପୂଜା ଆପଣ ଯଦି ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ ଆରାଧନା କରିବା ପାଇଁ ଚିନ୍ତା କରିଛନ୍ତି ତେବେ ଆପଣ କେବଳ ତାଙ୍କୁ ପୂଜା କରିବେ ନି ତାଙ୍କ ସହ ମା ଲକ୍ଷ୍ମୀ ଙ୍କୁ ମଧ୍ୟ ଆରାଧନା କରିବେ । ଆପଣ ଯଦି ଏକ ବେଲ ପତ୍ର ଆଣିକି ମା ଲକ୍ଷ୍ମୀ ଙ୍କ ପାଦ ତଳେ ଦେବେ ତେବେ ଆପଣ ଦେଖିବେ କି ଏହା ଆପଣଙ୍କୁ ଶୁଭ ଫଳ ଦେବ ଆପଣ ଏହା ସହ ମା ଲକ୍ଷ୍ମୀ ଙ୍କୁ ଓ ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ଏହି ଦିନ ହଳଦୀ ଓ କ୍ଷୀରରେ ସ୍ନାନ କରାଇ ତାଙ୍କୁ ଆରାଧନା କାରନ୍ତୁ ଦେଖିବେ ଆପଣ ଶୁଭ ଫଳ ପାଇବେ । ଯଦି ଆପଣ ଏହି ଦିନ ଘର ସଫା କରିବା ଅତି ଆବଶ୍ୟକ ଥାଏ ତେବେ ଆପଣ ହଳଦୀ ପକାଇ ଘର ପଛନ୍ତୁ ।

ଯେଉଁ ମାନେ ବିବାହ କରିବା ପାଇଁ ଚାହୁଞ୍ଚନ୍ତି କିନ୍ତୁ ବୃହସ୍ପତି ଖରାପ ପାଇଁ ବିବାହ ହୋଇ ପାରୁନି ତେବେ ଆପଣ ଗାଧୋଇବା ସମାୟରେ ଅଳ୍ପ କିଛି ହଳଦୀ କୁ ପକାଇକି ଗାଧୋଇବା ଆରମ୍ଭ କରନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆପଣ ଯଦି ନୂଆ ଘରେ ପ୍ରବେଶ କରୁଛନ୍ତି ତେବେ ଆପଣ ନିଜ ଘରର ଖରାପ ଶକ୍ତି କୁ ଅଟକାଇବା ପାଇଁ ସବୁ ଦିନ ସକାଳେ ଏକ ନୋଟାରେ ପାଣି ନେଇ ଏହାକୁ ଦୁଆର ମୁହଁ ର ଡାହାଣ ପଟେ ରଖନ୍ତୁ । ଯାହା କୁ ଆପଣ ସବୁ ଦିନ ସଫା କରିକି ସେହି ଜାଗାର ସ୍ଥାପିତ କରାଇବେ । ଆପଣ ଯଦି ଏହା ତଳେ କିଛି ଚାଉଳ ଓ କିଛି ଫୁଲ ଦେବେ ଆହୁରି ଭଲ ପରିଣାମ ପାଇବେ । ଏହା ଦ୍ଵାରା ଆପଣଙ୍କ ବୃହସ୍ପତି ଦୋଷ ମଧ୍ୟ କମିବାରେ ଲାଗିବ ।

Leave a Reply

Your email address will not be published. Required fields are marked *