ଆମ ପରିବେଶ ଆମକୁ ଦବୁ କିଛି ଦାନ କରିଛି ଶେଥି ପାଇଁ ଆମେ ଏହାକୁ ପୂଜା କରିବା ଆବଶ୍ୟକ ଅଟେ । କିନ୍ତୁ କିଛି ଲୋକମାନେ ଏହାକୁ ମାନିବା ପାଇଁ ପ୍ରସ୍ତୁତ ନଥାନ୍ତି । ଆମେ ଜାଣିଛେ କି ଆମ ପରିବେଶ ରେ ଥିବା ଉଦ୍ଭିଦ ଆମକୁ ସବୁ ବେଳେ କିଛି ନା କିଛି ଦେଇ ଥାଏ । ଆମ ଜୀବନ କେବଳ ଏହା ପାଇଁ ଚାଲିଛି କହିଲେ ଭୁଲ ହେବନି । ଆମେ ଜାଣିଛେ କି ଏହି ପରିବେଶ ମଧ୍ୟରେ ଏକ ଉଦ୍ଭିଦ ଅଛି ଅଛି ଯାହାକୁ ସାଧାରଣ ଭାବେ ଆମେ ଆମ ଘରେ ରଖିଚେ ।
ତାହା ହେଉଛି ତୁଳଷୀ ଗଛ । ଆମେ ଜାଣିଛେ କି ଆମ ପରିବେଶ ରେ ଥିବା ଏହି ଗଛ ଆମକୁ ଅଧିକ ରୁ ଅଧିକ ଅମ୍ଳଜାନ ଦେଇଥାଏ ଏହା ସହ ଏହା ଆମକୁ ଅଧିକ ରୁ ଅଧିକ ମେଡ଼ିସିନ ମଧ୍ୟ ଦେଇ ଥାଏ । ସାତର ଅନୁସାରେ ଦେଖିବା ପାଇଁ ଗଲେ ଏହାକୁ ପୂଜା କରିବାର ଏକ ବିଧି ମଧ୍ୟ ଅଛି ଆଜି ଆମେ ସେହି ବିଷୟରେ କହିବା ପାଇଁ ଯାଉଛୁ କି ଆପଣ ଗୁରୁବାର ଦିନ କିଭଳି ପୂଜା କରିବେ । ସେହି ଗୁଡିକ ହେଲା ଆପଣ ତୁଳାଷୀ ଗଛ କୁ ପୂଜା କରିବା ବେଳେ କେବେଭି ଚପଲ କିମ୍ବା ଜୋଟା ପିନ୍ଧାନ୍ତୁ ନି । ଆପଣ ପୂଜା ଅକରିବା ସମୟରେ ସବୁ ବେଳେ ପାଣି ଦିଅନ୍ତୁ ଏହା ମୂଳରେ । ଏହାର ଆଖ ପାଖରେ ଅସନା କରିବା ଅନୁଚିତ ।
ହିନ୍ଦୁ ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି କି ଆମେ ଯଦି ତୁଳଶି ମା ଙ୍କୁ ପୂଜା ଅକରିବା ତେବେ ଭଗବାନ ମଧ୍ୟ ଏହି ପୂଜା ରେ ସନ୍ତୁଷ୍ଟ ହେବେ । ଆପଣ ଙ୍କ ଘରେ ଥିବା କ୍ଖାରାପ ଶକ୍ତିର ଅନ୍ତ ହୋଇଯିବ ଓ ଆପଣ ସବୁ ବେଳେ ଖୁଶିରେ ରହିବେ । ଆପଣ ଏହି ତୁଳଶି ଗଛ ଦେହରେ ସବୁ ବେଳେ ଏକ ନାଲି ରଙ୍ଗର ଓଢଣି ବାନ୍ଧିକି ରଖନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆମ ହିନ୍ଦୁ ଧର୍ମ ଗ୍ରନ୍ଥ ରେ କୁହ ଅଯାଇଛି କି ଆମେ ଯଦି ଏହି ଗଛ ର ଏକ ପତ୍ର କୁ ନେଇକି ସବୁ ଦିନ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା । ଆମେ ଯେଉଁ ଭି କାମ କରିବା କିମ୍ବା ଯେଉଁ ଜାଗାକୁ ଜୀବ ତା ଆଗରୁ ଆମେ ନିଶ୍ଚିତ ଭାବେ ଏହି ଗଛ କୁ ପ୍ରଣାମ କରିକି ଯିବା ।
ଆପଣ ଯଦି ଅମାବାଶ୍ୟା କିମ୍ବା ପୁର୍ଣିମା, ସଙ୍କରାନ୍ତି ରେ ଏହି ଗଛ ମୂଳରେ ଅର୍ଘ୍ୟ ଦାନ କରିବେ ତେବେ ଆପଣ ନିଶ୍ଚିତ ଭାବେ ଆପଣ ଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାର ଅନ୍ତ କରି ପାରିବେ । ତୁଳଶି ଗଛର ମାଟି ଏତେ ପବିତ୍ର ଥାଏ କି ଏହାକୁ ଲୋକ ମାନେ ସବୁ ବେଳେ ମଥାରେ ଲଗାଇ ପ୍ରଣାମ କରନ୍ତି । ଆପଣ ଏହାର ପତ୍ର କୁ କେବେଭି ରାତି ହେବା ପରେ ତୋଳିବେ ନାହି ଏହା ପାପ ସହ ସମାନ ହୋଇଥାଏ । ସନ୍ଧ୍ୟା ସମୟରେ ସବୁ ବେଳେ ଆପଣ ଏହାକୁ ପୂଜା କରିବେ । ଆପଣ ଯଦି ଘିଅ ଦୀପ ନଦେଇ ପାରୁଛନୃ ତେବେ ଆପଣ ରାଶି ତେଲ କିମ୍ବା ଆପଣଙ୍କ ପାକହରେ ଥିବା ତେଲକୁ ଦେଇ ଦୀପ ଲଗାଇ ପାରିବେ । ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ସବୁ ବେଳେ ଆପଣଙ୍କ ସହ ରହିବ ମା ବୃନ୍ଦାବତୀ ଙ୍କ ଦୟାରୁ ।