ଗୁରୁବାର ଦିନ ତୁଳସୀରେ ଚଢାନ୍ତୁ ଏହି 3ଟି ଜିନିଷ, ଟାଣି ହୋଇ ଆସିବେ ମା’ ଲକ୍ଷ୍ମୀ, ପଇସାରେ ସବୁବେଳେ ଭରି ରହିବ ତିଜୋରି

ଆମ ପରିବେଶ ଆମକୁ ଦବୁ କିଛି ଦାନ କରିଛି ଶେଥି ପାଇଁ ଆମେ ଏହାକୁ ପୂଜା କରିବା ଆବଶ୍ୟକ ଅଟେ । କିନ୍ତୁ କିଛି ଲୋକମାନେ ଏହାକୁ ମାନିବା ପାଇଁ ପ୍ରସ୍ତୁତ ନଥାନ୍ତି । ଆମେ ଜାଣିଛେ କି ଆମ ପରିବେଶ ରେ ଥିବା ଉଦ୍ଭିଦ ଆମକୁ ସବୁ ବେଳେ କିଛି ନା କିଛି ଦେଇ ଥାଏ । ଆମ ଜୀବନ କେବଳ ଏହା ପାଇଁ ଚାଲିଛି କହିଲେ ଭୁଲ ହେବନି । ଆମେ ଜାଣିଛେ କି ଏହି ପରିବେଶ ମଧ୍ୟରେ ଏକ ଉଦ୍ଭିଦ ଅଛି ଅଛି ଯାହାକୁ ସାଧାରଣ ଭାବେ ଆମେ ଆମ ଘରେ ରଖିଚେ ।

ତାହା ହେଉଛି ତୁଳଷୀ ଗଛ । ଆମେ ଜାଣିଛେ କି ଆମ ପରିବେଶ ରେ ଥିବା ଏହି ଗଛ ଆମକୁ ଅଧିକ ରୁ ଅଧିକ ଅମ୍ଳଜାନ ଦେଇଥାଏ ଏହା ସହ ଏହା ଆମକୁ ଅଧିକ ରୁ ଅଧିକ ମେଡ଼ିସିନ ମଧ୍ୟ ଦେଇ ଥାଏ । ସାତର ଅନୁସାରେ ଦେଖିବା ପାଇଁ ଗଲେ ଏହାକୁ ପୂଜା କରିବାର ଏକ ବିଧି ମଧ୍ୟ ଅଛି ଆଜି ଆମେ ସେହି ବିଷୟରେ କହିବା ପାଇଁ ଯାଉଛୁ କି ଆପଣ ଗୁରୁବାର ଦିନ କିଭଳି ପୂଜା କରିବେ । ସେହି ଗୁଡିକ ହେଲା ଆପଣ ତୁଳାଷୀ ଗଛ କୁ ପୂଜା କରିବା ବେଳେ କେବେଭି ଚପଲ କିମ୍ବା ଜୋଟା ପିନ୍ଧାନ୍ତୁ ନି । ଆପଣ ପୂଜା ଅକରିବା ସମୟରେ ସବୁ ବେଳେ ପାଣି ଦିଅନ୍ତୁ ଏହା ମୂଳରେ । ଏହାର ଆଖ ପାଖରେ ଅସନା କରିବା ଅନୁଚିତ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି କି ଆମେ ଯଦି ତୁଳଶି ମା ଙ୍କୁ ପୂଜା ଅକରିବା ତେବେ ଭଗବାନ ମଧ୍ୟ ଏହି ପୂଜା ରେ ସନ୍ତୁଷ୍ଟ ହେବେ । ଆପଣ ଙ୍କ ଘରେ ଥିବା କ୍ଖାରାପ ଶକ୍ତିର ଅନ୍ତ ହୋଇଯିବ ଓ ଆପଣ ସବୁ ବେଳେ ଖୁଶିରେ ରହିବେ । ଆପଣ ଏହି ତୁଳଶି ଗଛ ଦେହରେ ସବୁ ବେଳେ ଏକ ନାଲି ରଙ୍ଗର ଓଢଣି ବାନ୍ଧିକି ରଖନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆମ ହିନ୍ଦୁ ଧର୍ମ ଗ୍ରନ୍ଥ ରେ କୁହ ଅଯାଇଛି କି ଆମେ ଯଦି ଏହି ଗଛ ର ଏକ ପତ୍ର କୁ ନେଇକି ସବୁ ଦିନ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା । ଆମେ ଯେଉଁ ଭି କାମ କରିବା କିମ୍ବା ଯେଉଁ ଜାଗାକୁ ଜୀବ ତା ଆଗରୁ ଆମେ ନିଶ୍ଚିତ ଭାବେ ଏହି ଗଛ କୁ ପ୍ରଣାମ କରିକି ଯିବା ।

ଆପଣ ଯଦି ଅମାବାଶ୍ୟା କିମ୍ବା ପୁର୍ଣିମା, ସଙ୍କରାନ୍ତି ରେ ଏହି ଗଛ ମୂଳରେ ଅର୍ଘ୍ୟ ଦାନ କରିବେ ତେବେ ଆପଣ ନିଶ୍ଚିତ ଭାବେ ଆପଣ ଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାର ଅନ୍ତ କରି ପାରିବେ । ତୁଳଶି ଗଛର ମାଟି ଏତେ ପବିତ୍ର ଥାଏ କି ଏହାକୁ ଲୋକ ମାନେ ସବୁ ବେଳେ ମଥାରେ ଲଗାଇ ପ୍ରଣାମ କରନ୍ତି । ଆପଣ ଏହାର ପତ୍ର କୁ କେବେଭି ରାତି ହେବା ପରେ ତୋଳିବେ ନାହି ଏହା ପାପ ସହ ସମାନ ହୋଇଥାଏ । ସନ୍ଧ୍ୟା ସମୟରେ ସବୁ ବେଳେ ଆପଣ ଏହାକୁ ପୂଜା କରିବେ । ଆପଣ ଯଦି ଘିଅ ଦୀପ ନଦେଇ ପାରୁଛନୃ ତେବେ ଆପଣ ରାଶି ତେଲ କିମ୍ବା ଆପଣଙ୍କ ପାକହରେ ଥିବା ତେଲକୁ ଦେଇ ଦୀପ ଲଗାଇ ପାରିବେ । ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ସବୁ ବେଳେ ଆପଣଙ୍କ ସହ ରହିବ ମା ବୃନ୍ଦାବତୀ ଙ୍କ ଦୟାରୁ ।

Leave a Reply

Your email address will not be published. Required fields are marked *