ମହୁ ଫେଣା ଆପଣଙ୍କୁ କରିପାରେ ଧନୀ | କରନ୍ତୁ ଏହି ଉପାୟ | Vastu tips

ଆମେ ଆମ ପୂଜାରେ ପଞ୍ଚାମୃତ ତିଆରି କରୁ । ଏହା ମଧ୍ୟରେ ଆମେ ମହୁ ମଧ୍ୟ ହିସାବ କରିଥାଉ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜଣାଇ ପାରିବା କି ମହୁ ମା ଦୂର୍ଗା ଙ୍କ ଖୁବ ପ୍ରିୟ ଅଟେ । ଆଜି ଆମେ ଆପାନନ୍କୁ କହିବ ଏପାଇଁ ଯାଉଛୁ କି ଏହା ର ବ୍ୟବହାର କିଭଳି କରିବେ । ଆପଣ ଏହାକୁ ଏକ ଅମୃତ କହି ପାରିବେ । ଆପଣ ଏହାର ଫେଣା କୁ ମଧ୍ୟ ବ୍ୟବହାର କରି ପାରିବେ । ଆପଣ ଏହାକୁ ମା ଦୂର୍ଗା ଙ୍କ ପ୍ରସାଦ ଭଳି ଭାବି ନେବା ଉଚିତ ଅଟେ । ଆପଣ ଯଦି ବଜାର ରୁ ଏହାକୁ ନ ଆଣି ଏହାକୁ ନିଜେ ସଂଗ୍ରହ କରିବେ ତେବେ ଏହାକୁ ଆପଣ ସମ୍ପୂର୍ଣ ବିଧି ହିସାବରେ ଆଣନ୍ତୁ ।

ଆପଣ ଏହାକୁ ଧୂପ ଦୀପ ଦେଇ ପୂଜା କରିବେ କିନ୍ତୁ ଧାନ ଦେବେ ଯେଉଁ ଭଳି ଭାବେ ସେଠାରେ ଥିବା ମହୁ ମାଛି ମାନେ ସେଠାରୁ ଉଡି ଯାଇଥିବେ । ଆପଣ ପୂଜା କରିବା ପରେ ଆପଣ ଏଠାରେ କିଛି ଭୋଗ ଦେବେ । ଓ ହାତ ଯୋଡି ଆଖିବେ ମୁ ବହୁତ କଷ୍ଟରେ ଅଛି ଆପଣ ମୋ କଥା ବୁଜାହନ୍ତୁ ମୋ ସବୁ ଦୁଃଖ କୁ ହରି ନିଅନ୍ତୁ ଏହି ଭଳି କହି ଆପଣ ସେଠାରେ ଗଙ୍ଗାଜଳ ଢାଳି ସେଠାରୁ ଚାଲି ଆସନ୍ତୁ । ଏହା ପରେ ତା ପର ଦିନ ଯାଇ ଆପଣ ଏହାକୁ ସେହି ଗଛ ରୁ ନେଇ ଆସନ୍ତୁ ଓ ଏହାକୁ ମା ଦୂର୍ଗା ଙ୍କ ପ୍ରସାଦ ଭାବି ଏହାକୁ ଘରର ମୁଖ୍ୟ ଦୁଆରରେ ମାଟି ଖୋଲି ଏହାକୁ ପୋତି ଦିଅନ୍ତୁ ।

ଏହା ଦ୍ଵାରା ଘର ବନ୍ଧନ ମୁକ୍ତ ହୋଇ ଥାଏ । ଆପାଙ୍କ ଘରେ ହୋଇଥିବା ତନ୍ତ୍ର ମନ୍ତ୍ର ଓ ନକାରତ୍ମକ ଶକ୍ତି ଦୂରେଇ ଯାଇ ଥାଏ । ଆପଣ ଏହା ମଧ୍ୟରୁ ଏକ ଛୋଟ ଖଣ୍ଡେ ଭାଙ୍ଗି ଏହାକୁ ନାଲି ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ । ଏହାକୁ ନେଇ ଆପଣ ନିଜ ଟଙ୍କା ପଇସା ରହୁଥିବା ଜାଗାରେ ରାଖୀ ଦିଅନ୍ତୁ ଓ ପ୍ରତେକ ଦିନ ପୂଜା କରିବା ବେଳେ ଏହାକୁ ମଧ୍ୟ ଧୂପ ଦୀପ ଦିଅନ୍ତୁ ସେହି ଜାଗାରୁ ଏହାକୁ ନ ହଟାଇକି । ଆପଣ ଦେଖିବେ ଆପଣଙ୍କ ଧନର ସମସ୍ଯା ଦୂର ହୋଇଯିବ । କେବଳ ସେତିକି ନୁହେଁ ଆପଣ ଏହା ଦ୍ଵାଡ଼ା ଏକ ଜିଂସିହା ଅନୁଭବ କରିବେ କି ଆପଣଙ୍କ ଧନ ରେ ନିରନ୍ତର ବୃଦ୍ଧି ହେବାରେ ଲାଗିବ । ଆପଣଙ୍କ ଆତର୍ଥିକ ସ୍ଥିତି ଭଲ ହେବାରେ ଲାଗିବ ।

ଘର ସର୍ବଦା ଅର୍ନ ରେ ଭରପୁର ହୋଇ ରହି ଥାଏ । ଏହାକୁ ଆପଣ ତାବିଜ ରେ ପିନ୍ଧିବା ଦ୍ଵାରା ନଜର ଦୋଷ ଦୂର ହୋଇ ଥାଏ । ଆପଣ ଆଉ ଏକ ଉପାୟ କରି ପାରିବେ କି ଏହି ମହୁ ଫେଣା ରେ ଗଙ୍ଗାଜଳ ଛିଞ୍ଚି । ଏହା ସାହାଯ୍ୟରେ ଆପଣ ହଲଦିରେ ନିଜର ଇଚ୍ଛା କୁ ଲେଖି ଦିଅନ୍ତୁ ଓ ଏହାକୁ ନେଇ ଆପଣ ନଦୀ ଜଳରେ ପ୍ରବାହିତ କରି ଦିଅନ୍ତୁ । ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଇଚ୍ଛା ପୂରଣ ହେବ । ଆପଣ ଯଦି ନିଜ ମନର ମଣିଷ କୁ ବଶି କରଣ କରିବା ପାଇଁ ଚାହୂଞ୍ଚନ୍ତି ତେବେ ଆପଣ ଏହାକୁ ଏକ ଗୁଡାରେ ବୁଡାଇ ଖାଇବା ପାଇଁ ଦେଇ ଦିଅନ୍ତୁ ଦେଖିବେ ସେ ଆପଣାଙ୍କ ଅଧୀନରେ ରହିବ । କିନ୍ତୁ ଏହି ଉପାୟ କରିବା ପରେ ଆପଣ କାହାକୁ କହିବେ ନି ନହେଲେ ଏହା ଲାଭ ଦେବନି ।

Leave a Reply

Your email address will not be published. Required fields are marked *