ନମସ୍କାର ବନ୍ଧୁଗଣ, ଆପଣଙ୍କୁ କିଏ ଭଲ ପାଉଛନ୍ତି ନାହିଁ । ଆପଣଙ୍କ ପାଇଁ କାହା ମାନରେ ଭଲ ପାଇବା ବା ଆଗ୍ରହ ରହିଛି କି ନାହିଁ ଏହା ସମ୍ପର୍କରେ ଜାଣିବା ପାଇଁ ଆପଣ ନିହାତି ଚାହିଁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏଭଳି ଏକ ଉପାୟ ଯାହାକୁ କରି ଆପଣ ପ୍ରୟୋଗ କରି ଆପଣ ଜାଣିପାରିବେ ଆପଣଙ୍କୁ କେଉଁ ମାନେ ଭଲ ପାଉଛନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରିବୁ । ସେଥିରେ 4ଟି ଅପସନ ରହିବ । ପ୍ରତ୍ୟକ ଅପସନ ପାଇଁ ପଏଣ୍ଟ ମଧ୍ୟ ରହିଛି । ଶେଷରେ ଆପଣ ବାଛିଥିବା ଅପସନ ଅନୁସାରେ ମିଳିଥିବା ପଏଣ୍ଟ ଗୁଡିକୁ ମିଶା ଯିବା । ଏହାପରେ ଆମେ ଆପଣ ମାନେ ଜାଣିବାକୁ ପାଇବେ ଆପଣଙ୍କୁ କେଉଁ ମାନେ ଭଲ ପାଉଛନ୍ତି । ପ୍ରଥମ: କଣ ଆପଣଙ୍କୁ କେବେ ଉପହାର ମିଳିଛି ?
1- ଥରେ 30 ପଏଣ୍ଟ
2- ଦୁଇଥର 20 ପଏଣ୍ଟ
3- ବହୁତ ଥର 40 ପଏଣ୍ଟ
4- କେବେ ନୁହେଁ 10 ପଏଣ୍ଟ
ଦିତୀୟ: କଣ ଆପଣଙ୍କୁ ପାର୍ଟି କରିବା ପସନ୍ଦ ?
1- ହଁ 40 ପଏଣ୍ଟ
2- ବିଲକୁଲ ନୁହେଁ 10 ପଏଣ୍ଟ
3- ବହୁତ ଅଧିକ 30 ପଏଣ୍ଟ
4- ବେଳେ ବେଳେ 20 ପଏଣ୍ଟ
ତୃତୀୟ: ଆପଣ ନିଜ ସାଥିଙ୍କ ଠାରେ କେଉଁ ଭଲ ଗୁଣ ଦେଖିଥାନ୍ତି ?
1- ରୋମାଣ୍ଟିକ 40 ପଏଣ୍ଟ
2- ଯତ୍ନଶୀଳ 30 ପଏଣ୍ଟ
3- ପଇସା ବାଲା 20 ପଏଣ୍ଟ
4- ଆକର୍ଷଣୀୟ 10 ପଏଣ୍ଟ
ଚତୁର୍ଥ: ଆପଣ ଏକୁଟିଆ ଥିବା ସମୟରେ କଣ ଭବିଥାନ୍ତି ?
1- ଅକୁଟିଆ କେବେ ନଥାନ୍ତି 20 ପଏଣ୍ଟ
2- ଠିକ କଥା ଭାବନ୍ତି 40 ପଏଣ୍ଟ
3- କୌଣସି ଖାସ ଲୋକଙ୍କ ବିଷୟରେ 10 ପଏଣ୍ଟ
4- କିଛି ଖାସ ଭାବନ୍ତି ନାହିଁ 30 ପଏଣ୍ଟ
ଯଦି ଆପଣଙ୍କ ପଏଣ୍ଟ ମିଶି 100 ରୁ 150 ଭିତରେ ହେଉଛି ତେବେ ଆପଣ ବହୁତ ସାନଦାର ବ୍ୟକ୍ତି ଅଟନ୍ତି । କିଏ ତ ଜଣେ ଅଛନ୍ତି ଯିଏ ଆପଣଙ୍କୁ ଗମ୍ଭୀର ହୃଦୟରୁ ଭଲ ପାଉଛନ୍ତି । ସେ ଆପଣଙ୍କ ବନ୍ଧୁ ମାନଙ୍କ ମଧ୍ୟରୁ ଜଣେ । ଆପଣଙ୍କୁ ସେ ବହୁତ ଭଲ ଭାବରେ ଜାଣିଛନ୍ତି ।
ଯଦି ଆପଣଙ୍କ ପଏଣ୍ଟ ମିଶି 160 ରୁ 300 ମଧ୍ୟରେ ଅଟେ ତେବେ ଆପଣ ଭଲ ପାଇବା ମାମଲାରେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କୁ ଦୁଇ ରୁ ତିନି ଜଣ ବହୁତ ଭଲ ପାଉଛନ୍ତି । ଏମାନେ ଆପଣଙ୍କ ସ୍କୁଲ କିମ୍ବା କଲେଜର ସାଙ୍ଗ ଅଟନ୍ତି । ତାଙ୍କ ମନ ଭିତରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ରହିଛି । କିନ୍ତୁ ଆପଣଙ୍କୁ କହିପାରୁନାହାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜାମ ବି ଭୁଲିବେନି ।