ଜାଣନ୍ତୁ କେତେ ଲୋକ ଆପଣଙ୍କ ପ୍ରେମରେ ଅଛନ୍ତି ପାଗଳ- Love Quiz

ନମସ୍କାର ବନ୍ଧୁଗଣ, ଆପଣଙ୍କୁ କିଏ ଭଲ ପାଉଛନ୍ତି ନାହିଁ । ଆପଣଙ୍କ ପାଇଁ କାହା ମାନରେ ଭଲ ପାଇବା ବା ଆଗ୍ରହ ରହିଛି କି ନାହିଁ ଏହା ସମ୍ପର୍କରେ ଜାଣିବା ପାଇଁ ଆପଣ ନିହାତି ଚାହିଁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏଭଳି ଏକ ଉପାୟ ଯାହାକୁ କରି ଆପଣ ପ୍ରୟୋଗ କରି ଆପଣ ଜାଣିପାରିବେ ଆପଣଙ୍କୁ କେଉଁ ମାନେ ଭଲ ପାଉଛନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରିବୁ । ସେଥିରେ 4ଟି ଅପସନ ରହିବ । ପ୍ରତ୍ୟକ ଅପସନ ପାଇଁ ପଏଣ୍ଟ ମଧ୍ୟ ରହିଛି । ଶେଷରେ ଆପଣ ବାଛିଥିବା ଅପସନ ଅନୁସାରେ ମିଳିଥିବା ପଏଣ୍ଟ ଗୁଡିକୁ ମିଶା ଯିବା । ଏହାପରେ ଆମେ ଆପଣ ମାନେ ଜାଣିବାକୁ ପାଇବେ ଆପଣଙ୍କୁ କେଉଁ ମାନେ ଭଲ ପାଉଛନ୍ତି । ପ୍ରଥମ: କଣ ଆପଣଙ୍କୁ କେବେ ଉପହାର ମିଳିଛି ?

1- ଥରେ              30 ପଏଣ୍ଟ

2- ଦୁଇଥର            20 ପଏଣ୍ଟ

3- ବହୁତ ଥର         40 ପଏଣ୍ଟ

4- କେବେ ନୁହେଁ       10 ପଏଣ୍ଟ

ଦିତୀୟ: କଣ ଆପଣଙ୍କୁ ପାର୍ଟି କରିବା ପସନ୍ଦ ?

1- ହଁ                     40 ପଏଣ୍ଟ

2- ବିଲକୁଲ ନୁହେଁ        10 ପଏଣ୍ଟ

3- ବହୁତ ଅଧିକ          30 ପଏଣ୍ଟ

4- ବେଳେ ବେଳେ        20 ପଏଣ୍ଟ

ତୃତୀୟ: ଆପଣ ନିଜ ସାଥିଙ୍କ ଠାରେ କେଉଁ ଭଲ ଗୁଣ ଦେଖିଥାନ୍ତି ?

1- ରୋମାଣ୍ଟିକ            40 ପଏଣ୍ଟ

2- ଯତ୍ନଶୀଳ               30 ପଏଣ୍ଟ

3- ପଇସା ବାଲା           20 ପଏଣ୍ଟ

4- ଆକର୍ଷଣୀୟ           10 ପଏଣ୍ଟ

ଚତୁର୍ଥ: ଆପଣ ଏକୁଟିଆ ଥିବା ସମୟରେ କଣ ଭବିଥାନ୍ତି ?

1- ଅକୁଟିଆ କେବେ ନଥାନ୍ତି                 20 ପଏଣ୍ଟ

2- ଠିକ କଥା ଭାବନ୍ତି                        40 ପଏଣ୍ଟ

3- କୌଣସି ଖାସ ଲୋକଙ୍କ ବିଷୟରେ     10 ପଏଣ୍ଟ

4- କିଛି ଖାସ ଭାବନ୍ତି ନାହିଁ                   30 ପଏଣ୍ଟ
ଯଦି ଆପଣଙ୍କ ପଏଣ୍ଟ ମିଶି 100 ରୁ 150 ଭିତରେ ହେଉଛି ତେବେ ଆପଣ ବହୁତ ସାନଦାର ବ୍ୟକ୍ତି ଅଟନ୍ତି । କିଏ ତ ଜଣେ ଅଛନ୍ତି ଯିଏ ଆପଣଙ୍କୁ ଗମ୍ଭୀର ହୃଦୟରୁ ଭଲ ପାଉଛନ୍ତି । ସେ ଆପଣଙ୍କ ବନ୍ଧୁ ମାନଙ୍କ ମଧ୍ୟରୁ ଜଣେ । ଆପଣଙ୍କୁ ସେ ବହୁତ ଭଲ ଭାବରେ ଜାଣିଛନ୍ତି ।

ଯଦି ଆପଣଙ୍କ ପଏଣ୍ଟ ମିଶି 160 ରୁ 300 ମଧ୍ୟରେ ଅଟେ ତେବେ ଆପଣ ଭଲ ପାଇବା ମାମଲାରେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କୁ ଦୁଇ ରୁ ତିନି ଜଣ ବହୁତ ଭଲ ପାଉଛନ୍ତି । ଏମାନେ ଆପଣଙ୍କ ସ୍କୁଲ କିମ୍ବା କଲେଜର ସାଙ୍ଗ ଅଟନ୍ତି । ତାଙ୍କ ମନ ଭିତରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ରହିଛି । କିନ୍ତୁ ଆପଣଙ୍କୁ କହିପାରୁନାହାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜାମ ବି ଭୁଲିବେନି ।

Leave a Reply

Your email address will not be published. Required fields are marked *