ଜାନୁଆରୀ 01 ନୂଆବର୍ଷ ରେ ଏହି ଗଛ ମଧ୍ୟରୁ କୌଣସି ଗୋଟିଏକୁ ସ୍ପର୍ଶ କରିବା ଦ୍ଵାରା ସବୁ ଦାରିଦ୍ରତା ଦୂର ହୋଇଥାଏ 

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଗଛ ଲତା ଗୁଡିକୁ ଦେବୀ ଦେବତାଙ୍କ ମାନି ଆମେ ପୂଜା କରିଥାଉ । ବିଜ୍ଞାନ ଅନୁଯାୟୀ ଗଛଲତା ମନୁଷ୍ୟକୁ ପ୍ରାଣ ବାୟୁ ପ୍ରଦାନ କରିଥାଏ । ଗଛଲତା ଆମକୁ ଅକ୍ସିଜେନ ପ୍ରଦାନ କରିଥାଏ । ଯାହାକୁ ଆମେ ଗ୍ରହଣ କରିଥାଉ । ମନୁଷ୍ୟକୁ ଶୀତଳ ଛାୟା ପ୍ରଦାନ କରିବା ସହ ଗଛଲତା ମନୁଷ୍ୟକୁ କାଠ ବି ପ୍ରଦାନ କରିଥାଏ । ଶାସ୍ତ୍ର ଅନୁଯାୟୀ ଗଛଲତା ଗୁଡିକୁ ଅନେକ ଗୁଣର ଅଧିକାରୀ କୁହାଯାଇଛି ।

ଭଗବାନ କୃଷ୍ଣ ମଧ୍ୟ ଗଛଲତାର ମହତ୍ଵ ବିଷୟରେ କହିଛନ୍ତି । ଆଜି ଆମେ ଆପଣଙ୍କୁ ନୂଆବର୍ଷ ୨୦୨୩ ଏହି ଗଛଗୁଡିକୁ ସ୍ପର୍ଶ କରିବା ଦ୍ଵାରା ଦାରିଦ୍ରତା ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ପରିଜାତ ଗଛ : ଭଗବାନ କୃଷ୍ଣ ମାନବ ଜାତିର କଲ୍ୟାଣ ପାଇଁ ଧରିତ୍ରିକୁ ପରିଜାତ ଗଛ ଆଣିଥିଲେ । ଏମିତି ମାନାଯାଏ ମନୁଷ୍ୟ ଶରୀରରେ ଯେତେ ଥକାପଣ ଥିଲେ ଏହି ଗଛକୁ ସ୍ପର୍ଶ କରିଲେ ତାହା ଦୂର ହୋଇଯାଏ ।

ଏହି ଗଛର ତଳେ ନୂଆବର୍ଷକୁ ଯାଇ ଘିଅର ଦୀପ ଜଳାନ୍ତୁ । ଦୀପରେ ଲବଙ୍ଗ ଓ କର୍ପୁର ରଖିକି ନିଜର ମନସ୍କାମନା କୁହନ୍ତୁ ଆଉ ତା ପରେ ସ୍ପର୍ଶ କରନ୍ତୁ । ଏହା ପରେ ମଖନ ର ଭୋଗ ଲଗାନ୍ତୁ । ଏମିତି କରିବା ଦ୍ଵାରା ମନୁଷ୍ୟର ଭାଗ୍ୟ ବଦଳି ଯାଇଥାଏ ।

୨- ଗୁଲାର ଗଛ : ଗୁଲାର ଗଛକୁ ସ୍ଵୟଂ ଭଗବାନ ନୃସିଙ୍ଘଙ୍କ ବରଦାନ ପ୍ରାପ୍ତ ଅଟେ । କାରଣ ଏହି ଗଛକୁ ଭଗବାନ ନୃସିଙ୍ଘକୁ ବରଦାନ ଦେଇଥିଲେ ନିବାସ କରିବା ପାଇଁ । ଏହି ଗଛ ପାଖକୁ ମୃତ ବ୍ୟକ୍ତିକୁ ନେଇଗଲେ ତାର ସବୁ ପାପ କ୍ଷୟ ହୋଇଯାଏ । ନୂଆବର୍ଷ ଦିନ ସନ୍ଧ୍ୟାରେ ଏହି ଗଛ ପାଖକୁ ଯାଇ ଘିଅ ବା ସୋରିଷ ତେଲ ଜଳାନ୍ତୁ ।

ଦୀପରେ ଲବଙ୍ଗ ଓ କର୍ପୁର ରଖିକି ଜଳାଇ ଏହାକୁ ସ୍ପର୍ଶ କରି ପ୍ରାର୍ଥନା କରିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଖରାପ ନଜର ଦୂର ହୋଇଥାଏ । ଏହି ଗଛର ଫଳକୁ ଧନ ରହୁଥିବା ସ୍ଥାନରେ ରଖିଲେ ଧନର ଅଭାବ ରୁହେ ନାହି ।

୩- ବେଲଗଛ : କହି ରଖୁଛୁ କି ମାତା ପାର୍ବତୀଙ୍କ ଝାଳ ରୁ ବେଲଗଛ ଉତପନ ହୋଇଛି ଯାହା ଶାସ୍ତ୍ରରେ ମାନ୍ୟତା ଅଛି । ସ୍କନ୍ଧ ପୁରାଣରେ କୁହାଯାଇଛି ବେଲଗଛର ପତ୍ରରେ ମହାଦେବ ଓ ଡାଳ ରେ ମାତା ପାର୍ବତୀ, ଚେର ରେ ଭଗବାନ ବ୍ରମହା ଓ ତନ ରେ ଭଗବାନ ବିଶୁଣୁ ବିରାଜମାନ କରିଥାନ୍ତି । ସନ୍ଧ୍ୟାରେ ନୂଆବର୍ଷ ଦିନ କୌଣସି ବ୍ୟକ୍ତି ଘିଅ ବା ଜଳାଇବା ଦ୍ଵାରା ଧନ, ଗୁଣ ଓ ମହାଦେବ ଙ୍କ ପ୍ରାପ୍ତ ହୁଏ ।

ଏହି ଗଛକୁ ସ୍ପର୍ଶ କରିବା ଦ୍ଵାରା ସବୁ ପାପ କ୍ଷୟ ହୋଇଯାଏ । ମାତା ଲକ୍ଷ୍ମୀ ଙ୍କୁ ମଧ୍ୟ ବେଲ ରୂପରେ ଅବତାର ନେବାକୁ ପଡିଥିଲା । ତେବେ ନୂଆବର୍ଷ ଦିନ ଏହି ୩ଟି ଗଛ ମଧ୍ୟରୁ କୌଣସି ଗୋଟିଏ ଛୁଇଁ ଦେଲେ ସବୁ ଦାରିଦ୍ରତା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *