ଠାକୁର ଘରେ ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ସଙ୍କେତ ମିଳିଥାଏ – Ajira Anuchinta

ନମସ୍କାର ବନ୍ଧୁଗଣ, ନିଜ ମନର ଶାନ୍ତି ଏବଂ ଜୀବନରେ ସୁଖ ସମୃଦ୍ଧି ପାଇଁ ସମସ୍ତ ମଣିଷ ଠାକୁରଙ୍କ ପୂଜା ଅର୍ଚନା କରିଥାଏ । ମନରେ ଧାର୍ମିକ ଆସ୍ଥା ନେଇ ପୂଜା କରୁଥିବା ବେଳେ ଭଗବାନଙ୍କ ଠାରୁ ଆମକୁ ଆଗାମୀ ସମୟର କିଛି ସୂଚନା ମିଳିଥାଏ । କିନ୍ତୁ ତାହା ଆମ ବୁଝିବା ଶକ୍ତି ବାହାରେ ଥାଏ । ତେଣୁ ତାହାକୁ ଆମେ ବୁଝିନଥାଉ । ଯାହାଫଳରେ ମିଳୁଥିବା ସଂକେତ ବୃଥାରେ ଯାଏ । କିନ୍ତୁ ଆଜି ଆପଣ ମାନେ ଜାଣିବା ପାଇଁ ପାଇବେ ଠାକୁର ପୂଜା ସମୟରେ କଣ ଘଟିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ବୃଦ୍ଧିର ସଂକେତ ମିଳିଥାଏ ।

ଭଗବାନଙ୍କ ପୂଜା ଅର୍ଚ୍ଚନା ମଣିଷ ଜୀବନକୁ ବଦଳାଇ ରଖି ଦେଇଥାଏ । ଆସ ରଖିବନଥିବା ଭଳି ଫଳ ମିଳିଥାଏ । କାରଣ ଏହି ସାରା ସଂସାର ର ସର୍ବେ ସର୍ବା ହେଉଛନ୍ତି ଭଗବାନ । ଯେତେବେଳେ ଆମେ ପୂଜା କରିଥାଉ ଆମ ମନରେ ନିହାତି କିଛି ନା କିଛି ମନସ୍କାମନା ରହିଥାଏ । ଯାହାକୁ ସଫଳ କରିବା ନିମନ୍ତେ ଭଗବାନଙ୍କ ରଧାନ ମଣିଷ କରିଥାଏ ।

ତାହା ପୁରା ହେବାର ସଂକେତ ମଧ୍ୟ ଭଗବାନ ମଧ୍ୟ ଦେଇଥାନ୍ତି । ତେଣୁ ଜାଣନ୍ତୁ ଏବେ ମିଳୁଥିବା ସଂକେତ ସମ୍ପର୍କରେ । ସକାଳେ ଏବଂ ସନ୍ଧ୍ୟାରେ ଆପଣ ପୂଜା କରୁଥିବା ସମୟରେ ଯଦି ଛୋଟ ପିଲା କାନ୍ଦି ଉଠନ୍ତି ତେବେ ଏହା ଏକ ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିସାରିଛି ।

ଯଦି ଆପଣ ପୂଜା କରୁଥିବା ସମୟରେ ଆପଣଙ୍କ ଘରକୁ କୌଣସି ଅତିଥି ଆସନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ହୋଇଥାଏ । ସନ୍ଧ୍ୟା ସମୟରେ ଯଦି ଆପଣଙ୍କ ଘରକୁ କୌଣସି ସୁହାଗିନୀ ସ୍ତ୍ରୀ ଆପଣଙ୍କ ଘରକୁ ଆସନ୍ତି ତେବେ ଏହା ଆପଣଙ୍କ ସୌଭାଗ୍ୟ ଜୀବନର ସୂଚନା ଦେଇଥାଏ ।  ଏହାର ସ୍ପଷ୍ଟ ଅର୍ଥ ହୋଇଥାଏ କି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

ସବୁବେଳେ ଧ୍ୟାନରେ ରଖିବେ ଆପଣଙ୍କ ଘରକୁ ସକାଳେ ହେଉ ବା ସନ୍ଧ୍ୟାରେ ପୂଜା କରିବା ସମୟରେ ଯେଉଁ ଅତିଥି ଆସିଥିବେ ତାଙ୍କୁ କେବେ ଖାଲି ଯିବାକୁ ଦେବେ ନାହିଁ । କିଛି ନହଲେ ଜଳ ପାନ କରାଇ ଛାଡନ୍ତୁ । ଏହା କରିବା ଫଳରେ ଆପଣଙ୍କ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଚିରସ୍ଥାୟୀ ହୋଇ ରହିଥାଏ । ତେଣୁ ଆପଣ ପୂଜା କରୁଥିବା ସମୟରେ ଯଦି କେହି ଅତିଥି ଆସନ୍ତି ତେବେ ତାଙ୍କୁ କେବେ ମଧ୍ୟ ଖାଲି ବିଦା କରିବେ ନାହିଁ । ନିହାତି ଭାବରେ ଅତିଥି ଚର୍ଚ୍ଚା କରି ଛାଡିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇନ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *