ଯେବେ କେହି ସାଥ ନ ଦେବେ ତେବେ ମୋର ଏହି ଗୋଟେ କଥା ମନେ ରଖନ୍ତୁ, Sri Krishna Vani

ବନ୍ଧୁଗଣ ମଣିଷ ନିଜ ଜୀବନରେ କିଛି ନା କିଛି କରିବାକୁ ଅନେକ ପ୍ରୟାସ କରିଥାଏ । କିନ୍ତୁ ଯେବେ ଯାଏଁ ମନୁଷ୍ୟ ନିଜେ କଣ କିମ୍ବା ତା ଭିତରେ ଥିବା ଶକ୍ତି କୁ ଜାଣିପାରେ ନାହି ସେତେବେଳେ ଯାଏଁ ସେ ତା ଜୀବନରେ କିଛି କରିବାକୁ ସକ୍ଷମ ହୁଏ ନାହି । କାରଣ ମନୁଷ୍ୟ ଠାରେ ଏକ ବିଶେଷ ପ୍ରକାରର ପ୍ରକୃତି ରହିଥାଏ । ମଣିଷ ନିଜ ପ୍ରତି କେବେ ବି ସନ୍ତୁଷ୍ଟ ରୁହେ ନାହି । କେବେ ନିଜ ପ୍ରତି ପ୍ରସନ୍ନ ହେବା ପାଇଁ ଚେଷ୍ଟା କରେ ନାହି ମଣିଷ ।

ଯାହା କିଛି ବି ମଣିଷ ପାଖରେ ଥାଏ ତା ଠାରୁ ଅଧିକ ପାଇବାକୁ ଚେଷ୍ଟା କରିଥାଏ । ଯାହା ପାଇଯାଏ ମଣିଷ ତାକୁ ଆଧାର କରି ଆଗକୁ ବଢିବାକୁ ଚାହେଁ । ନିଜ ଜୀବନରେ ମଣିଷ ପରିବର୍ତ୍ତନ ଆଣିବାକୁ ଚାହେଁ । ଆଉ ଏହି ଚେଷ୍ଟା ପୁରା ଦୁନିଆରେ ସବୁଠାରୁ ମହାନ ଆମ ଅଟେ । କାରଣ ଏହି ପରିବର୍ତ୍ତନ କାରଣରୁ ଦୁନିଆରେ ବିକାଶ ହୋଇଥାଏ । ଏହି ବିକାଶ ଦ୍ଵାରା ମଣିଷ ନିଜ ଜୀବନକୁ ଏକ ନୂଆ ଆଶା ଆଡକୁ ନେଇ ଯାଇଥାଏ ।

କିନ୍ତୁ ଏହି ପରିବର୍ତ୍ତନ ପାଇଁ ମନୁଷ୍ୟ ତାକୁ ଖୋଜିଥାଏ ଯିଏ ତା ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଜ୍ଯ କରିବ ଏବଂ ତାକୁ ସଠିକ ରାସ୍ତା ଦେଖାଇବ । ମଣିଷ କୁ ବିକାଶ ଆଡକୁ ଅଗ୍ରସର କରାଇବ । କିନ୍ତୁ ଏହି ସମୟରେ ମଣିଷ ଠାରେ ଏକ ଭୁଲ ହୋଇଥାଏ । ମଣିଷ ପୁରା ଦୁନିଆରେ ତାକୁ ଖୋଜି ଥାଏ ଯିଏ ତା ପାଖରେ ଅଛି ।

ଯଦି କେହି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ ତେବେ ନିଜ ଚେହେରା ଆଇନା ରେ ଦେଖନ୍ତୁ । ଆପଣ ନିଜେ ହିଁ ନିଜ ଜୀବନରେ ବଡ ପରିବର୍ତ୍ତନ ଆଣି ପାରିବେ । ଆପଣ ନିଜେ ହିଁ ନିଜକୁ ମାର୍ଗ ଦେଖାଇ ପାରିବେ । ନିଜ ଜୀବନରେ ମଣିଷ ନିଜେ ଚାହିଁଲେ ପରିବର୍ତ୍ତନ ଆଣି ପାରିବ କାହାରି ସାହାଜ୍ଯ କି ସହଯୋଗ ଦରକାର ନାହି । ତେଣୁ ମଣିଷ ନିଜ ଭିତରେ ଥିବା ଅନ୍ତର ଶକ୍ତି କୁ ଚିହ୍ନିବା ଆବଶ୍ୟକ ହୋଇଥାଏ ।

ଗୋଟେ ଲକ୍ଷ୍ୟ ଦେବା ଉଚିତ ନିଜର ସଂପୂର୍ଣ୍ଣ ଜୀବନକୁ ମଣିଷ । ଏହାକୁ ଆଧାର କରିଲେ ଆପଣ ଜାଣି ପାରିବେ ଆପଣଙ୍କ ଠାରେ ଅଧିକ ଶକ୍ତିଶାଳୀ ଏ ଦୁନିଆରେ କେହି ବି ନାହାନ୍ତି । ଜୀବନ ବଦଳିଯିବା ଆପଣଙ୍କର କିନ୍ତୁ ଅନ୍ଧ ବିଶ୍ବାସ ର ନୁହେଁ । ଆତ୍ମବିଶ୍ଵାସ ରେ ହାତ ଧରନ୍ତୁ ଦେଖିବେ ଆପଣଙ୍କର ସବୁ ଚିନ୍ତା ଆଉ ସମସ୍ଯା ଆପେ ଆପେ ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *