ଯେଉଁ ସ୍ତ୍ରୀ ନିଜର ଏହି 5ଟି ଜିନିଷ ଅନ୍ୟ ସ୍ତ୍ରୀଙ୍କୁ ଦେଇଥାଏ ତାଙ୍କ ସ୍ଵାମୀଙ୍କ ଜୀବନ ଉପରେ ମାଡି ଆସେ ବିପଦ

ସନାତନ ଧର୍ମରେ ନାରୀକୁ ସ୍ୱୟଂ ଦେବୀଙ୍କ ଅବତାର ମାନନ୍ତି । ଏହି କାରଣ ହେଉଛି ଯେ ଘରେ ସୁଖ ଓ ଶାନ୍ତି ବଜାୟ ରଖିବାକୁ ହେଲେ ଘରର ନାରୀକୁ ସଠିକ ସମ୍ମାନ ଦେବା ଓ ଖୁସି ରଖିବା ଉଚ୍ଚିତ । ଯେଉଁ ଘରେ ନାରୀର ସମ୍ମାନ କରାଯାଏ ମା ଲଷ୍ମୀ ସେହି ଘରେ ସର୍ବଦା ନିଜର କୃପା ଦୃଷ୍ଟି ରଖୁଥାନ୍ତି ।

ବିବାହ ପରେ ଜଣେ ନାରୀ ର ଜୀବନ ଓ ମହତ୍ତ୍ଵ ଆହୁରି ବୃଦ୍ଧି ପାଇ ଥାଏ । ବିବାହ ପରେ ପୂରୁଷଠାରୁ ଅଧିକ ଆଦର ପାଇବା ଦରକାର କୁହାଯାଏ ଯେଉଁ ଘରେ ସ୍ତ୍ରୀ ର ଆଦର କରାଯାଏ ନାହିଁ ସେହି ଘରେ ମା ଲଷ୍ମୀ ବାସ କରନ୍ତି ନାହିଁ । କିନ୍ତୁ ହିନ୍ଦୁ ଧର୍ମର ଅନୁସାରେ ନାରୀ ମାନେ ଏପରି କିଛି କାର୍ଯ୍ୟ କରିବା କଥା ନୁହେଁ ଯାହା କି ତାଙ୍କ ସମ୍ମାନ ତଳେ ପକାଇବ ଓ ଘରେ ଅଶାନ୍ତି ଆଣି ଥାଏ ।

ପୁରାତନ ସମୟରେ ନାରୀ ମାନଙ୍କ ୧୬ ଟି ଜିନିଷ ରେ ସଜାଇ ହୋଇ ରହିବାକୁ ପଡୁଥିଲା । ଏହା ସେମାନଙ୍କ ପୁଞ୍ଜି ଥିଲା । ଏବେବ ଆଧୁନିକ ଦୁନିୟାରେ ନାରୀମାନେ ନିଜ ପୁରାତନ କଥାକୁ ଭୁଲି ଯାଉଛନ୍ତି । ଯେଉଁ ଘରର ନାରୀର ଗଳା ରେ ସ୍ୱର୍ଣ୍ଣ କିମ୍ବା ଚାନ୍ଦି ର । କୌଣସି ଅଳଙ୍କାର ନଥାଏ ସେହି ଘରେ ସର୍ବଦା ଦାରିଦ୍ରତା ଦେଖା ଦେଇଥାଏ । ଶାସ୍ତ୍ରରେ ନାରୀମାନଙ୍କୁ ଏପରି କିଛି ନିୟମ ମାନିବାକୁ ପଡିବ ଯାହାକି ତାଙ୍କ ବୈବାହିକ ଓ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଆଣିବ ।

କୌଣସି ମହିଳା କେବେବି କାହାକୁ ଭେଟି ଆକାର ରେ ଏହି ୫ ଟି ସୁହାଗ ଜିନିଷ ଦେବା ଉଚିତ ନୁହେଁ । ଏହା ଦ୍ୱାରା ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସି ଯାଏ । ସିନ୍ଦୁର କେବେବି କୌଣସି ମହିଳା ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ ଘରେ କ୍ଳେଶ ଓ ଅଶାନ୍ତି ଆସି ଥାଏ । ବିବାହିତ ନାରୀଙ୍କ ପାଇଁ ସିନ୍ଦୁର ବହୁତ ମହତ୍ୱ ପୂର୍ଣ୍ଣ ଅଟେ । ସିନ୍ଦୁର ଲଗାଇବା ସମୟରେ ସର୍ବଦା ମୁଣ୍ଡରେ କାନି ରଖିକି ସିନ୍ଦୁର ପରିଧାନ କରିବେ ।

ନିଜ ବିବାହ ବସ୍ତ୍ର ବହୁତ ଖାସ ଅଟେ । କିନ୍ତୁ ବିବାହ ସମୟରେ ପରିଧାନ କରିଥିବା ବସ୍ତ୍ର କେବେବି କୌଣସି ଅନ୍ୟ ନାରୀକୁ ଦେବେନାହିଁ ଏହା ଫଳରେ ଆପଣଙ୍କ ସୌଭାଗ୍ୟ ଆପଣଙ୍କ ଠାରୁ ଦୂରେଇ ଯାଇଥାଏ । କଜଳ ନିଜ କଜଳ କେବେବି କୌଣସି ଅନ୍ୟ ନାରୀଙ୍କୁ ଦେବେ ନାହିଁ ଏହା କରିବା ଦ୍ୱାରା ଏପରି କୁହାଯାଏ କି ସେହି ନାରୀଙ୍କ ର ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଥିବା ପ୍ରେମ କମି ଯାଇଥାଏ । ବୈଜ୍ଞାନିକ ମାନେ ମଧ୍ୟ କୁହନ୍ତି କି ଅନ୍ୟ କାହା କଜଳ ବ୍ୟବହାର କରିବା ଦ୍ୱାରା ଆଖି ଜନିତ ସମସ୍ୟା ଦେଖା ଦେଇଥାଏ ।

ଚୁଡି ନିଜ ଚୁଡି କେବେବି ଅନ୍ୟ ସଧବା ନାରୀଙ୍କୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଅନ୍ୟ ନାରୀଙ୍କ ନିକଟକୁ ଚାଲି ଯାଇ ଥାଏ । ଆପଣ ନିଜ ଟିକିଲି ଅନ୍ୟ କେଉଁ ସ୍ତ୍ରୀ କୁ ଦେବେ ନାହିଁ ଏପରି କରିବା ଦ୍ୱାରା କୁହାଯାଏ କି ସ୍ୱାମୀ ର ଆୟୁ କମି ଯାଇଥାଏ । ଯଦି ଜରୁରୀ ରେ ଆପଣଙ୍କୁ ନିଜ ଟିକିଲି ଦେବାକୁ ପଡିବ ତେବେ ଆପଣ ଦେବା ଆଗରୁ ଟିକିଲି କୁ ପାଣି ବା କୌଣସି ଗଛର ପତ୍ର ରେ ଲଗାଇ କି ତା ପରେ ପତ୍ର ସହ ଦେଇ ଦେବେ । ଏପରି କରିବା ଦ୍ୱାରା ଆପଣ ଆଗାମୀ ସମସ୍ୟା ଠାରୁ ଦୂର ରେ ରହିବେ ।

Leave a Reply

Your email address will not be published. Required fields are marked *