ଶନିବାର ଦିନ ଶରୀରର ଏହି ଅଙ୍ଗରେ ଲଗାଇ ଦିଅନ୍ତୁ ସୋରିଷ ତେଲ, 24 ଘଣ୍ଟାରେ ଦେଖନ୍ତୁ ଚମତ୍କାର

ନୀତି ଦିନ ଜୀବନରେ ଆମେ ଅନେକ କିଛି ଶିଖିବା ପାଇଁ ପାଇଥାଉ । ମଣିଷ ଜୀବନର ମାନେ ହେଉଛି ଶିକ୍ଷା । ଏହି ଶିକ୍ଷା ଆମେ ଆମ ଜୀବନରେ ସବୁ ବେଳେ ପାଇଥାଉ । ଆମେ ପ୍ରତେକ ଦିନ ତେଲ ଲଗାଇ ଥାଉ । ଏହା ଦ୍ଵା ଆମେ ଖୁବ ଲାଭ ବାନ ହେଉ ।

କେବଳ ଖାଇବା ତେଲ ନୁହେଁ ବରଂ ଲାଗାଇବା ପାଇଇଆନ ମଧ୍ୟ ତେଲ ଆମେ ବ୍ୟବହାର କରୁଚେ । ତେଲ ଆମ ଜୀବନରେ ସବୁ କାମରେ ଆସେ । ଆଗ କାଳରେ ଲୋକମାନେ ବିଜୁଳି ନଥିବା ବେଳେ ତେଲ ସାହାଯ୍ୟରେ ଦୀପ ଲଗାଇକି ରାତିର ଅନ୍ଧକାର କୁ ହଟାଉ ଥିଲେ । ଆଜି ଆମେ ସେହି ତେଲର ଉପକାରିତା ସମ୍ବନ୍ଧରେ । ଆମେ ଜାଣିଛେ କି ଶନି ଦେବଙ୍କର ଅତି ପ୍ରିୟ ଅଟେ ତେଲ ।

ସବୁ ତେଲ କୁ ଆମେ ଭଗବାନ ଙ୍କ ପାଖରେ ଅର୍ପଣ କରି ପାରିବା ନି ଆମେ ସବୁ ତେଲର ଦୀପ କୁ ଭଗବାନ ଙ୍କୁ ଅର୍ପଣ କରିବା ଅନୁଶ୍ଚିତ ଶାସ୍ତ୍ର ମତ ଅନୁସାରେ । ଆମେ ଜାଣିଛେ ସବୁ ଠାରୁ ଅଧିକ ପ୍ରିୟ ହେଉଛି ଭଗବାନ ଶନି ଦେବଙ୍କ ସୋରିଷ ତେଲ । ମାନ୍ୟତା ଅଛି କି ଭଗବାନ ଶନି ଦେବ ଙ୍କୁ ଏହି ତେଲ ଖୁବ ଭଲ ଲାଗେ କାରଣ ହେଉଛି କି ଏହା ଏକ କଡା ତେଲ । ଏହି ତେଲ ରେ ସେ ସନ୍ତୁଷ୍ଟ ହୁଅନ୍ତି ।

ଯେଉଁ ମାନେ ଭଗବାନ ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାଁନ୍ତି କିମ୍ବା ନିଜର ସାଢେ ସାତ ଶନି କୁ ଭଲ କରିବା ପାଇଁ ଚାହାନ୍ତି ସେମାନେ ନିଶ୍ଚିତ ଭାବେ ଏହି ଉପାୟ କରିବା କଥା । ଆପଣ ଶନି ବାର ଦିନ ଏହି ତେଲକୁ ଦାନ କରିବା ଦ୍ଵାରା ଆପଣଙ୍କୁ ଖୁବ ଭଲ ପରିଣାମ ମିଳିବ । ଆପଣ ଶନି ବାର ଦିନ ଏହି ତେଲ କେବେ ହେଲେ କିଣିବେ ନି । ଯେଉଁ ମାନେ ଏହି ତେଲ କିମ୍ବା ସୋରିଷ ତେଲକୁ ଭଗବାନ ଶନି ଦେବଙ୍କୁ ଶନି ବାର ଦିନ ଅର୍ପଣ କରନ୍ତି ସେମାନଙ୍କ ଉପରେ ଭଗବାନ ଶନି ଦେବ ନିଜର ଶୁଭ ଦ୍ରୁଷ୍ଟି ରଖିଥାନ୍ତି ।

ଆମେ ଆଜି ଆପଣଙ୍କୁ କହିବୁ କି ଶନିବାର ଦିନ ଏହାକୁ କେଉଁ ଅଙ୍ଗରେ ଲଗାଇବା ଦ୍ଵାରା ଆପଣ ଭଗବାନ ଶନି ଦେବଙ୍କୁ ପ୍ରସନ୍ନ କରି ପାରିବେ । ଆପଣ ଶନି ବାର ଦିନ ଏହାକୁ ନାଭିରେ ଲଗାଇବେ ଓ ଆପଣ ଏହାକୁ ଶନିବାର ଦିନ ଗାଧୋଇବା ଆଗରୁ ନିଜ ମୁଣ୍ଡରେ ଓ ନିଜ ନାଭି ରେ ଲଗାଇବା ଦ୍ଵାରା ଶନି ଦେବ ପ୍ରସନ୍ନ ହୋଇ ଥାନ୍ତି । ଯେଉଁ ମାନେ ଏହାକୁ ସବୁ ଦିନ ପାଦରେ ଓ ମୁଣ୍ଡରେ ଲଗାଇ ଥାନ୍ତି ସେମାନେ ସବୁ ବେଳେ ଭଲ ପରିଣାମ ପାଇ ଥାନ୍ତି ।

ଯେଉଁ ମାନେ ତେଲ ଲାଗାଇ କରି ସବୁ ଦିନ ସ୍ନାନ କରନ୍ତି ଏହା ଦ୍ଵାରା ସେମାନଙ୍କ ଶରୀରେ ଥିବା ମାଳୀ ବାହାରି ଯାଇଥାଏ ଓ ଶରୀର ତ୍ଵଚ୍ଚା ଢିଲା ହୋଇ ନଥାଏ । ଆପଣ ଏହି ଉପାୟ କରିବା ଦ୍ଵାରା ଆଉ ଏକ ମାନ୍ୟତା ମଧ୍ୟ ଅଛି କି ଆପଣ ଖୁବ ସୁନ୍ଦର ଓ ଗୋରା ଦେଖାଯିବେ । ଆପଣ ଅମାବାଶ୍ୟା ଦିନ କିମ୍ବା ସଂକରାନ୍ତି ଦିନ କିମ୍ବା କାହାର କର୍ମର ଦିନ ଥିଲେ ତେଲ ଲଗାଇବେ ନି ।

Leave a Reply

Your email address will not be published. Required fields are marked *