ଯେଉଁ ସ୍ତ୍ରୀ ନିଜ ସ୍ଵାମୀଙ୍କୁ ପ୍ରେମ କରନ୍ତି ନାହିଁ ସେ ତାଙ୍କ ସହ ଏହି 5ଟି କାମ କେବେ ବି କରନ୍ତି ନାହିଁ – Shukra Niti

ନମସ୍କାର ବନ୍ଧୁଗଣ, ଦୁନିଆରେ ସମସ୍ତେ ଚାହିଁଥାନ୍ତି ଗୋଟିଏ ଭଲ ଜୀବନସାଥି । ଯାହା ସହ ସାରା ଜୀବନ ଖୁସିରେ ଅତିବାହିତ କରିବାର ସ୍ଵପ୍ନ ରଖିଥାନ୍ତି । ଆଜିର ଏ ଦୁନିଆରେ ଭଲ ଜୀବନସାଥି ଟିଏ ପାଇବା ମଧ୍ୟ ବହୁତ କଷ୍ଟ ହୋଇସାରିଲାଣି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କିଭଳି ଜାଣିବେ କିଛି ସଙ୍କେତରୁ କି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଭଲ ପାଏ କି ନାହିଁ । ତେବେ ଆସନ୍ତୁ ଏବେ ଜାଣିବା ସେହି 5ଟି ସଙ୍କେତ ବିଷୟରେ ।

ପ୍ରଥମ: ଯେଉଁ ସ୍ତ୍ରୀ ନିଜ ସ୍ଵାମିକୁ ଭଲ ପାଏ ନାହିଁ ସେ ନିଜ ସ୍ଵାମୀ ପାଇଁ ସ୍ଵାଦିଷ୍ଟ ଭୋଜନ ତିଆରି କରେ ନାହିଁ । ଖାଇବା ପିଇବାର ଠିକ ଧ୍ୟାନ ମଧ୍ୟ ରଖନ୍ତି ନାହିଁ । ସେ ନିଜ ସ୍ବାମୀର ଚିନ୍ତା କରନ୍ତି ନାହିଁ । ଯଦି ତାଙ୍କ ସ୍ଵାମୀ ଭୋକରେ ବି ଶୋଇଯାଏ ତେବେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏଭଳି ସ୍ତ୍ରୀଙ୍କୁ କ୍ଷମା କରି ତାଙ୍କ ସହ ରହିବା ବହୁତ ବଡ ଭୁଲ ହୋଇଥାଏ ।

ଦିତୀୟ: ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଭଲ ପାଉନଥାଏ ସେ କେବେ ନିଜ ସ୍ଵାମୀର ଜିନିଷର ଧ୍ୟାନ ରଖେ ନାହି । ସ୍ଵାମୀର କାମ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ଏବଂ ନିଜ ପୁରୁଣା ପ୍ରେମିକ ବିଷୟରେ ଭାବିବା ଆରମ୍ଭ କରନ୍ତି । ନିଜ ସ୍ଵାମୀର ଅଜାଣତରେ ନିଜ ପୁରୁଣା ପ୍ରେମୀ ଶ କଥା ହୋଇଥାଏ । ସବୁବେଳେ ନିଜ ସ୍ଵାମୀଠୁ ଦୂରକୁ ଯିବା କଥା ଭାବନ୍ତି । ସ୍ଵାମୀର ମୃତୁ ହୋଇଗଲେ ମଧ୍ୟ ସ୍ତ୍ରୀକୁ ଫରକ ପଡେ ନାହିଁ ।

ତୃତୀୟ: ଯେଉଁ ସ୍ତ୍ରୀ ସ୍ଵାମିକୁ ଭଲ ପାଏ ନାହିଁ ସେ ଘରର କୌଣସି କାମ କରେ ନାହିଁ । ଏବଂ ଘରର ଦାୟିତ୍ଵ ମଧ୍ୟ ନିଏ ନାହିଁ । ଘର ସବୁବେଳେ ଅସନା ହୋଇ ପଡିରହିଥାଏ । ତେଣୁ ଘରେ ସବୁବେଳେ ଅସାନ୍ତି ଏବଂ ରୋଗ ଘେରି ହୋଇ ରହିଥାଏ । ଯେଉଁ ସ୍ତ୍ରୀ ପାତୀବ୍ରତା ହୋଇଥାଏ ତା ପାଇଁ ତା ସ୍ଵାମୀର ଘର ମନ୍ଦିର ସମାନ ହୋଇଥାଏ ।

ଚତୁର୍ଥ: ସ୍ଵାମୀକୁ ପସନ୍ଦ କରୁନଥିବା ସ୍ତ୍ରୀ ନିଜ ସ୍ଵାମୀ ସହ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଇଚ୍ଛା କରନ୍ତି ନାହିଁ । ଏଭଳି ସ୍ତ୍ରୀ ସ୍ଵାମୀ ଘରେ ନଥିବା ବେଳେ ନିଜ ପ୍ରେମୀକୁ ଘରକୁ ଡାକି ତା ସହିତ ଶାରୀରିକ ସମ୍ବନ୍ଧ ରଖିଥାଏ । ଯେତେବେଳେ ବି ସୁଯୋଗ ମିଳିଥାଏ ସେ ପର ପୁରୁଷଙ୍କ ସହ ସହବାସ କରି ନିଜ ମନକୁ ଶାନ୍ତ କରନ୍ତି ।

ପଞ୍ଚମ: ସ୍ଵାମିକୁ ଭଲ ପାଉନଥିବା ସ୍ତ୍ରୀ ନିଜ ସ୍ଵାମୀର କୌଣସ କଥାକୁ ଶୁଣନ୍ତି ନାହିଁ ବା ମାନନ୍ତି ନାହିଁ । ଯେଉଁ ସ୍ତ୍ରୀ ନିଜ ସ୍ଵାମୀର ଆଜ୍ଞା ପାଳନ ନକରି ସବୁବେଳେ ଦୁଖରେ ରୁହନ୍ତି ସେଭଳି ସ୍ତ୍ରୀଙ୍କ ସହ ରହିବା ମୂର୍ଖତା ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *