ଝିଟିପିଟି ବାରମ୍ବାର ଘରକୁ ଆସିବା ଦେଇଥାଏ ଏହି ସଂକେତ, ଜାଣି ଚମକି ପଡିବେ !

ଝିଟିପିଟି ଆମ ଘରେ ବାହାରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ ଆପଣ ଏହା ଜାଣି ଥିବେ । ତେବେ ଏହାକୁ ଆମେ ଖୋଜିବା ଦରକାର ନାଇ ଏହା ଆମକୁ ସେମିତିରେ ଭି ଦେଖା ଯାଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯିବାନର ସମସ୍ଯା ସବୁ ବଢିବାରେ ଲାଗିଛି ତେବେ ଏହି ସମୟରେ ଯଦି ଆମେ ଆମ ପଇସା ଆସିବାର ଓ ଯିବାର ସଂକେତ କୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ କେଉଁ ଭଳି ପରିଣାମ ପାଇବା ସକାଳେ ।

ତେବେ ଆଜି ଆମେ କହିବା କି ଆପଣ ଯଦି ଘରେ ଝିଟିପିଟି ଦେଖୁଛନ୍ତି ତେବେ ଆପଣ କଣ କରିବେ ଓ ଆପଣ କିଭଳି ଭାବେ ଏହାକୁ ଦେଖିଲେ ଏହା ଧନହାନୀ ର ସଂକେତ ଓ ଏହାକୁ କେଉଁ ଭଳି ଦେଖିଲେ ଏହା ଧନାଗମନ ର ସଂକେତ ଅଟେ । ତେବେ ଏହାକୁ ଦେଖିବା ମାତ୍ରେ ଆପଣ ଯଦି ଏହା ଉପରେ ଏହି ଜିନିଷ ପକାଇ ଦେବେ ।

ତେବେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଆପଣ ନିଶ୍ଚିତ ଭାବେ ପାଇବେ । ଝିଟିପିଟି କୁ ସାମାନ୍ୟ ଜୀବ ଅଟେ । ମାତ୍ର ପ୍ରକୃତି ସହ ଜୀବନର ଏକ ସମ୍ପର୍କ ଅଛି ଆମେ ପରସ୍ପର ସହ ଜଡିତ । ତେବେ ଏହାକୁ ବିଜ୍ଞାନ ଅନୁସାରେ ମଧ୍ୟ ଗ୍ରହଣ କରିବା ଭଲ ହୋଇଥାଏ । ସଗୁନ ଶାସ୍ତ୍ର ଅନୁସାରେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଝିଟିପିଟି ଆମ ଚାରି ପାଖରେ ଯଦି ଥାଏ

କିମ୍ବା ଏହା ଯଦି ହଠାତ ତଳେ ପଡି ଥାଏ କିମ୍ବା ଆମ ଶରୀର ର କେଉଁ ବିଶେଷ ଅଙ୍ଗ ଉପରେ ପଡିଥାଏ ତେବେ ଏହା ଆମକୁ ବହବିଷ୍ୟତ ରେ ହେବା ପାଇଁ ଜାଉ ଥିବା କିଛି ଘଟଣା ର ସଂକେତ ଦେଇଥାଏ । ଏହା ଆପଣ ବହୁଥର ଶୁଣିଥିବେ କି ଯଦି ଝିଟିପିଟି ଦୀପାବଳି ରେ ଦେଖା ଯାଇ ଥାଏ ତେବେ ଏହାକୁ ମା ଲକ୍ଷ୍ମୀ ଙ୍କ ରୂପ କୁହାଯାଇ ଥାଏ ।

ଏହା ସହ ଯଦି ଏହା ଆମ ଉଆପରେ ପଡିଥାଏ ତେବେ ଆପଣ ଆଗାମୀ ଦିନରେ ଖୁବ ଧନବାନ ହେବା ପାଇଁ ଯାଉଛନ୍ତି ବୋଲି ଜଣା ଯାଇ ଥାଏ । ଆପଣ ଏକ ସରଲ କାମ କରିକି ଝିଟିପିଟି କୁ ଦେଖିଲେ ଏହା ଆମକୁ ସବୁ କିଛି ଦେଇ ଥାଏ ।

ଆପଣ ଯଦି ଝିଟିପିଟି କୁ ଦେଖିବେ ସଂଧ୍ୟା ସମୟରେ ଏହା କରିବା କଥା । ଆପଣ ଏହାକୁ ଦେଖିବା ମାତ୍ରେ ଆପଣ କିଛି ଚାଉଳ ଓ ସିନ୍ଦୁର ଆଣିକି ଏହା ଉପରେ ଦୂରରୁ ପକାଇ ଦେବେ । ଏହା ପରେ ଆପଣ ନିଜ ମନର କଥା କୁ କହି ଦେବେ ।

ଏହା ନିଶ୍ଚିତ ଭାବେ ଭଲ ପରିଣାମ ମିଳିବ । ଆପଣ ଧ୍ୟାନ ରଖିବେ କି ଯଦି ସଫା କରିବା ବେଳେ ଆପଣ ଭୁଲ ରେ ଭି ଏହାକୁ ମାରି ଦେଉଛନ୍ତି କିମ୍ବା ତାର ଅଣ୍ଡା କିମ୍ବା ଛୁଆ କୁ ମାରି ଦେଉଛନ୍ତି ତେବେ ଆପଣ ତୁରନ୍ତ ଏହାକୁ ମାଟିରେ ପୋତି ଦିଅନ୍ତୁ ନହେଲେ ଆପଣ ଖୁବ ଭୟଙ୍କର ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *