ନମସ୍କାର ବନ୍ଧୁଗଣ, ଆମେ ଯାହାକୁ ଭଲ ପାଇଥାଉ ଏବଂ ଯାହାର ହାତ ଧରି ବିବାହ କରିଥାଉ ଆମେ ଚାହିଁଥାଉ ତାଙ୍କ ସହ ସାରା ଜୀବନ ବିତାଇବା ପାଇଁ । ଏବଂ ଜୀବନର ସମସ୍ତ ଖୁସିକୁ ମିଳି ମିଶି ଉପଭୋଗ କରିବାର ଇଛା ରଖିଥାନ୍ତି ମନରେ । କେବେ କାହାର ହାତ କୌଣସି ପରିସ୍ଥିତିରେ ଛାଡି ନଥାନ୍ତି । ତେବେ ସେହି ଯୋଡି କିଏ ଏବଂ ଏହି ସୌଭାଗ୍ୟ କେଉଁ ଯୋଡିଙ୍କୁ ମିଳିବାକୁ ଯାଉଛି ତାହା ଆସନ୍ତୁ ଜାଣିବା ଏହି 5ଟି ନାମରୁ ।
A ଓ S ନାମର ଯୋଡି: ଏହି ନାମର ଯୋଡି ସ୍ଵର୍ଗରୁ ତିଆରି ହୋଇଥାଏ କହିଲେ ଭୁଲ ହେବ ନାହିଁ । ଏମାନଙ୍କ ସମ୍ପର୍କ ଅତୁଟ ଅଟେ । ପରସ୍ପରକୁ ନିସ୍ଵାର୍ଥ ଭାବରେ ଭଲ ପାଇଥାନ୍ତି । ଏହି ଭଲ ପାଇବା ପାଇଁ ଏହି ନାମର ଯୋଡି ସବୁବେଳେ ଖୁସିରେ ରହିଥାନ୍ତି । ଏବଂ ଜୀବନସାର ପରସ୍ପରର ସାଥ ଦେଇଥାନ୍ତି । P ଓ R ନାମର ଯୋଡି: ଏହି ଯୋଡିକୁ ବହୁତ ହିଁ ଭାଗ୍ୟଶାଳୀ ମନାଯାଏ । ଏମାନେ ଉଭୟ ଉଭୟଙ୍କୁ ଆଖି ବନ୍ଦ କରି ଭରସା ବିଶ୍ଵାସ କରିଥାନ୍ତି ।
ଏହି କାରଣ ପାଇଁ ସମୟ ଅନୁସାରେ ଏମାନଙ୍କ ସମ୍ପର୍କ ଆହୁରି ବେଶି ଦୃଢ ହୋଇଥାଏ । ତେଣୁ ଏମାନେ କେବେ ମଧ୍ୟ ଅଲଗା ହୁଅନ୍ତି ନାହିଁ । K ଓ T ନାମର ଯୋଡି: ଜୋତିଶ ଶାସ୍ତ୍ର ଅନୁଯାୟୀ ଏହି ଯୋଡିକୁ ମଧ୍ୟ ଭାଗ୍ୟଶାଳୀ ବୋଲି ମନାଯାଏ । ଏହି ଯୋଡିରେ ଭରସା ବିଶ୍ଵାସ, ସଚୋଟତା ରହିଥାଏ । ନିଜ ସମ୍ପର୍କକୁ କେବେ ମଧ୍ୟ ଭାଙ୍ଗିବାକୁ ଦେଇନଥାନ୍ତି । ସବୁ କ୍ଷେତ୍ରରେ ପରସ୍ପର ଏକାଠି ହୋଇ ଠିଆ ହୁଅନ୍ତି । ଜଣେ ଜଣଙ୍କୁ ସମ୍ଭାଳିବାର କ୍ଷମତା ଏମାନଙ୍କ ପାଖରେ ଥାଏ ।
B ଓ M ନାମର ଯୋଡି: ଏମାନଙ୍କ ଯୋଡିକୁ ବହୁତ ଖାସ କୁହାଯାଏ । କାରଣ ଏମାନେ ନିଜ ସାଥୀଙ୍କୁ ଜୀବନଠାରୁ ମଧ୍ୟ ବେଶି ଭଲ ପାଇବା ଅଜାଡି ଦେଇଥାନ୍ତି । ନିଜ ସାଥୀଙ୍କୁ ଧୋକା ଦେବା କଥା ସ୍ଵପ୍ନରେ କେବେ ଭାବନ୍ତି ନାହିଁ । ସବୁବେଳେ ପରସ୍ପର ଖୁସି ପାଇଁ କିଛି ବି କରିବାର ସାହସ ରଖିଥାନ୍ତି । ତେଣୁ ଏମାନଙ୍କ ଯୋଡି ଅତୁଟ ହୋଇଥାଏ ।
H ଓ J ନାମର ଯୋଡି: ଏମାନେ ପରସ୍ପରକୁ ବୁଝିବାର କ୍ଷମତା ରଖନ୍ତି । ସମ୍ପର୍କକୁ ପୁରା ସତ୍ୟତା ସହ ଆଗକୁ ନେଇଥାନ୍ତି । ଏହି କାରଣ ପାଇଁ ଏମାନଙ୍କ ସମ୍ପର୍କରେ କେବେ ସନ୍ଦେହର ପାଚେରି ଠିଆ ହୋଇନଥାଏ । ଏହି କାରଣ ପାଇଁ ଏହି ଯୋଡି କେବେ ମଧ୍ୟ ଭଙ୍ଗେ ନାହି । ଉଭୟ ଉଭୟଙ୍କ ଯତ୍ନ ମଧ୍ୟ ବେସ ଭଲ ଭାବରେ ନେଇଥାନ୍ତି ।
ସବୁବେଳେ ପରସ୍ପରକୁ ସମ୍ମାନ ଦେଇଥାନ୍ତି । ତେଣୁ ଏମାନେ ଏକ ଆଦର୍ଶ ଯୋଡି ଅଟନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ। ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।