ଜୀବନରେ କରୁଥିଲେ ଏହି 6ଟି ପାପ କେବେବି କ୍ଷମା କରିବେନି ମହାଦେବ- Astrology

ଏହି ଭଳି 6 ଟି ପାପ ଅଛି ଯାହାକୁ କରିବା ଦ୍ଵାରା ମହାଦେବ କେବେଭି ଆପଣଙ୍କୁ କ୍ଷମା କରିବେନି । ତରୀ ଦେବଙ୍କ ମଧ୍ୟରେ ମହାଦେବ ହେଉଛନ୍ତି ସବୁ ଠାରୁ ବଡ । ସେ ସବୁ ଙ୍କ ଠାରୁ ବଡ ହେବା ଦ୍ଵାରା ତାଙ୍କ ଆରାଧନା ସବୁ ଦେବତା ମାନେ ମଧ୍ୟ କରିଥାନ୍ତି । ସେ ଯେଉଁ ସମୟରେ ରାଗି ଯାଇ ଥାନ୍ତି ସେହି ସମୟରେ ସେ କୋପେବାର ଓ ତାଣ୍ଡବ କରି ଥାନ୍ତି ଓ ଯେଉଁ ସମୟରେ ସେ ଖୁଶି ଥାନ୍ତି ସେ ତପେବାର ଓ ଭୋଳାନାଥ ଥାନ୍ତି ।

ଭଗବାନ ଯାହା କହିଛନ୍ତି ଆମେ ସେୟା କରିବା କଥା ଯାହା ଦ୍ଵାରା ପାପର ମିଶ୍ରଣ କେବେଭି ନଥିବ । ମହାଦେବ କିଛି ଏହି ଭଳି କଥା କହିଛନ୍ତି ଯାହା ଦ୍ଵାରା ମହାଦେବ କହିଛନ୍ତି କି ପାପ ଯଦି ଥିବ ସେଇ ଜାଗାରେ ଭଗବାନ ରହିବେନି । ଯଦି ଆପଣ ନିଜ ଜୀବନ କୁ ନ୍ନାର୍କ କରିବା ପାଇଁ ଚାହୁଁ ନାହାନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ସବୁ କାମ କରିବାରୁ ବଞ୍ଚି ଯାନ୍ତୁ ।

ଶିବ ପୁରାଣରେ ଏହି ଭଳି କିଛି ପାପ କଥା କୁହାଯାଇଛି ଯାହାକୁ କରିବା ଦ୍ଵାରା ଆମେ ବହୁତ କଷ୍ଟ ପାଇବା । ଆମେ କେବେଭି ସୁଖୀ ଜୀବନ ଚିନ୍ତା କରି ପାରିବେନି । ଯଦି ଆମେ କାହା ପାଇଁ ମନରେ କିଛି ଖରାପ ଚିନ୍ତା ଧାରା ଆଣିଥିବେ ଏହା ପାପ ଧାରା ରେ ଆସେ ।

କେଉଁ ପାପ ଆମେ କରିବା କଥା ନୁହେଁ ଓ ଏହା ସହ ପୁରାଣ ରେ କେଉଁ ପାପ କଥା ବର୍ଣ୍ଣନା କରା ଯାଇଛି । ତେବେ ଆସନ୍ତୁ ଜାଣିବା ଏହାକୁ । ଅନ୍ୟର ସ୍ତ୍ରୀ କିମ୍ବା ସ୍ଵାମୀ ଙ୍କୁ ଖରାପ ନଜର ରେ ଦେଖିବା ଓ ତାକୁ ପାଇବା ପାଇଁ ଇଚ୍ଛା ରଖିବା ପାପ ର ଶ୍ରେଣୀରେ ଆସି ଥାଏ ।

ଅନ୍ୟର ଧନ କୁ ଲୁଟ କରିବାର ଇଚ୍ଛା ରଖିବା ଅପରାଧ ଅଟେ ଓ କ୍ଷମା ହିନ ଅଟେ । ନିର୍ଦୋଷ ଲୋକଙ୍କୁ କଷ୍ଟ ଦେବା ତାର ଧନ ଲୁଣ୍ଠନ କରିବା ଅବା ତାହାର କାମରେ ଆମେ ହସ୍ତକ୍ଷେପ କରିବା ଦ୍ଵାରା ଆମେ ପାପୀ ହୋଇ ଥାଉ ।

ଏମିତି ଖରାପ ଚିନ୍ତା ରଖୁଥିବା ଲୋକଙ୍କ ଉପରେ ଭଗବାନ ଶିବ କେବେଭି କ୍ଷମା କରି ନଥାନ୍ତି । କେବେ ଭି ନିଜ କାମରୁ ଯାଇକି ଖରାପ କାମ କରିବା ଦ୍ଵାରା ମହାଦେବ ଆମକୁ କେବେହେଲେ କ୍ଷମା ଆଡେଇ ନଥାନ୍ତି । ଯଦି କେଉଁ ଭାଇ ନାରୀକୁ ଖରାପ ନଜର ରେ ଦେଖିବା ଦ୍ଵାରା ଆମେ ସାଂସାରିକ ସୁଖ ପାଇ ପାରିବା ନି କେବେ ଭି ଖୁଶିରେ ରହି ପାରିବାନି ।

ଯଦି କେହି ନିଜ ବାପା ମା ଙ୍କୁ କଷ୍ଟ ଦେଉଥାଏ ତେବେ ଏହି ଭଳି ଲୋକମାନେ ସବୁ ବେଳେ କଷ୍ଟ ପାଇ ଥାନ୍ତି । ଏମାନେ ଏହି ପାପ ପାଇଁ ବହୁତ କଷ୍ଟ ପାଇ ଥାନ୍ତି ଇଓ ସେହି ସମୟରେ ତାଙ୍କ ପାକହରେ କେହି ନଥାନ୍ତି ।

Leave a Reply

Your email address will not be published. Required fields are marked *