ସ୍ତ୍ରୀର ଏହି 3ଟି ଅଭ୍ୟାସ ସ୍ଵାମୀଙ୍କୁ କରିଥାଏ କୋଟିପତି- Jyotisha Shastra

ସ୍ତ୍ରୀ ର ଏହି ଅଭ୍ଯାସ ଥିବା ସ୍ତ୍ରୀ ସ୍ଵାମୀ କୁ କରିଥାଏ କୋଟିପତି । ସବୁ ସ୍ତ୍ରୀ ଙ୍କ ପାଖରେ ତାଙ୍କର ନିଜର କିଛି ଭଲ ଗୁଣ ଥାଏ ଯାହା ଦ୍ଵାରା ସେମାନେ ସବୁ ବେଳେ ନିଯ ସହ ଯୋଡି ହୋଇକି ଥିବା ଲୋକଙ୍କ ପାଇଁ ଖୁବ ଭଲ ହୋଇ ଥାନ୍ତି । ତେବେ ଘର ଶାନ୍ତିରେ ରହିବା ପାଇଁ ଓ ଖୁଶିରେ ରହିବା ପାଇଁ ମହିଳା ମାନେ ସବୁ ବେଳେ କିଛି ନା କିଛି ଚେଷ୍ଟା କରି ଥାନ୍ତି ଏହା ପାଇଁ ପୁରୁଷ ମାନଙ୍କୁ ଭଲ ଗୁଣ ଥିବା ମହିଳା ଙ୍କୁ ବିବାହ କରିବା କଥା ।

ଏହି ଭଳି ସ୍ତ୍ରୀ ମାନଙ୍କୁ ସ୍ଵୟଂ ମା ଲକ୍ଷ୍ମୀ ଙ୍କ ରୂପ କୁହାଯାଏ । ଏହି ନାରୀ ମାନେ ଯେଉଁ ମାନଙ୍କ ଘରକୁ ଯାଇ ଥାନ୍ତି ସେମାନେ ଭଲ ପରିଣାମ ଦେଇ ଥାନ୍ତି ଧନ ସମ୍ପତ୍ତି ବଢିବା ସହ ବହୁତ କିଛି ମିଳିଥାଏ ଆମକୁ । ଏହା ପରେ ଏହି ସ୍ତ୍ରୀ ମାନେ ନିଜ ଛଡା ଅନ୍ୟମାନଙ୍କ କଥା ଆଗ ଚିନ୍ତା କରି ଥାନ୍ତି ।

ଏମାନଙ୍କ ପାଖରେ କିଛି ଏହି ଭଳି ଗୁଣ ଥାଏ ଯାହା ଦ୍ଵାରା ଏମାନେ ନିଜ ଘର ଓ ସ୍ଵାମୀ ଙ୍କ ର ଉର୍ଣ୍ଣତି କୁ ପଥ ଦେଖାଇ ଥାନ୍ତି । ଆଜି ଆମେ କହିବା କି ଯେଉଁ ସ୍ତ୍ରୀ ମାନେ ଧର୍ମ ର ମାର୍ଗ ରେ ଚାଲି ଥାନ୍ତି ଓ ସେମାନେ ସବୁ ବେଳେ ଭଲ କାମ କରିକି ଜୀବନରେ ଆଗକୁ ଯିବା ପାଇଁ ଚାହିଁ ଥାନ୍ତି .

ସେମାନେ ସବୁ ଠାରୁ ଭଲ ସ୍ତ୍ରୀ ଭାବେ ପରିଚିତ ଥାନ୍ତି । ଯେଉଁ ସ୍ତ୍ରୀ ମାନେ ସକାଳୁ ଉଠିବା ପରେ ସାଙ୍ଗେ ସାଙ୍ଗେ ସ୍ନାନ ସାରିକି ପୂଜା ପାଠ କରିଥାନ୍ତି ସେମାନେ ସବୁ ବେଳେ ଖୁଶିରେ ରହିଥାନ୍ତି । ଈଶ୍ବରଙ୍କ ଉପରେ ଏମାନେ ବିଶ୍ବାଶ ରଖିଥାନ୍ତି ଏହାଙ୍କ ଜୀବନରେ ସବୁ ବେଳେ ଖୁଶି ଲାଗି ରହି ଥାଏ ।

ଏହି ଭଳି ସ୍ତ୍ରୀ ଲୋକମାନେ ମା ଲକ୍ଷ୍ମୀ ଙ୍କ ପରିୟ ହୋଇ ଥାନ୍ତି । ଯେଉଁ ସ୍ତ୍ରୀ ଲୋକ ଙ୍କ ଇଚ୍ଛା ସବୁ ବେଳେ ସୀମିତ ହୋଇକି ରହି ଥାଏ ସେମାନେ ସବୁ ବେଳେ ନିଜ ପରିବାର କୁ ଖୁଶି ଦେଇ ଥାନ୍ତି ତାଙ୍କ ସ୍ଵାମୀ ମାନେ ସବୁ ବେଳେ ଖୁଶିରେ ରହି ଥାନ୍ତି ।

ଏହା ଛଡା ଯେଉଁ ସ୍ତ୍ରୀ ସବୁ ବେଳେ ନିଜ ସ୍ଵାମୀ ଙ୍କ ସହ ଖୁଶିରେ ରହି ଥାନ୍ତି । ଯେଉଁ ସ୍ତ୍ରୀ ମାନେ ନିଜ ରାଗକୁ ନିଜ ଆୟତ ରେ ରଖୀ ଥାଏ ତେବେ ଏହି ଭଳି ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇ ଥାନ୍ତି । ଯେଉଁ ସ୍ତ୍ରୀ ର କଥା କହିବା ଭଲ ହୋଇ ଥାଏ ସେହି ଭଳି ସ୍ତ୍ରୀ ମାନେ ଥିଲେ ସ୍ଵାମୀ ମାନେ ସବୁ ବେଳେ ଖୁଶିରେ ରହି ଥାନ୍ତି ଓ ତାଙ୍କ ଜୀବନ ସହଜ ହୋଇ ଥାଏ ଥାଏ । ଯେଉଁ ମହିଳା ମାନେ ସବୁ ବେଳେ ମଧୁର ବଚନ କହିଥାନ୍ତି ଏମାନେ ସବୁଙ୍କ ପ୍ରିୟପାତ୍ର ହୋଇଥାନ୍ତି । ଯାହା ଦ୍ଵାରା ଘରେ ମଧ୍ୟ ଭଲ ସମୟ ଚାଲେ ।

Leave a Reply

Your email address will not be published. Required fields are marked *