ଝାଡୁ ଲଗାଇବାର ସମୟ ଯଦି ଆପଣ ନିଜ ଘରେ ନିର୍ଧାରିତ କରିଦେଇଥାନ୍ତି ନିଶ୍ଚିତ ଭାବେ ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହେବ । ନକରାତ୍ମକତା ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ । ସବୁ ଜିନିଷ ଗୋଟିଏ ସମୟ ନିର୍ଧାରିତ ହୋଇଥାଏ କିଛି ସମୟ ବିଶେଷ ହୋଇଥାଏ ଯାହାକୁ ପିକ ପଏଣ୍ଟ କୁହାଯାଇଥାଏ । ଆଉ ସେହି ସମୟରେ ଯଦି ଆମେ କୌଣସି କାର୍ଯ୍ୟ କରିଥାଉ ସେଥିରୁ ଆମେ ଦୁଇଗୁଣ ସଫଳତା ମିଳିଥାଏ । ଏହା ସହିତ ଆମକୁ ଶକରତ୍ମକତା ପ୍ରଭାବ ଦେଖିବାକୁ ମିଳିଥାଏ । ସଫା ସୁତୁରା କରିବା ବହୁତ ଭଲ କଥା ହୋଇଥାଏ କିନ୍ତୁ ବାସ୍ତୁ ଶାସ୍ତ୍ର ହିସାବରେ ତାର କିନ୍ତୁ ଗୋଟିଏ ସମୟ ନିର୍ଧାରିତ ହୋଇଥାଏ ।
ଯେଉଁ ଭଳି ସଫାର ଉଚିତ ସମୟ ନିର୍ଧାରିତ ହୋଇଥାଏ ଆଉ ଝାଡୁଲଗାଇବାର ଦିନର ଚାରି ପ୍ରହର ଉଚିତ ହୋଇଥାଏ । କିନ୍ତୁ ରାତିର ଚାରି ପ୍ରହରରେ ଏହି କାମ କରିବାକୁ ଅନୁଚିତ ବୋଲି କୁହା ଯାଇଛି । ଯେବେ ରାତିର ଚାରି ପ୍ରହରରେ ଝାଡୁ ଲଗାଯାଇଥାଏ ତେବେ ଘରେ ଦରିଦ୍ରତା ଆସିଥାଏ । ଧନର ଦେବୀ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଏଥିରେ ଧନ ଆସିବା ଉପରେ ପ୍ରଭାବ ପଡିଥାଏ । ଯଦି ଆପଣ ବହୁତ ଦିନ ପରେ ଘରକୁ ସନ୍ଧ୍ଯା ସମୟରେ ଆସୁଛନ୍ତି ଆଉ ଘର ଧୁଳି ମାଟିରେ ଭରା ରହିଛି । ଯଦି ଝାଡୁରା ଆବଶ୍ୟକତା ରହିଛି ତେବେ ଝାଡୁ କରି ଅଳିଆ କେବେବି ବାହାରେ ପକାଇବେ ନାହିଁ ତାକୁ ଗୋଟିଏ କଣରେ ରଖିବେ ଓ ସକାଳ ହେଲେ ଘରକୁ ବାହାର କରିବେ ।
ବାସ୍ତୁ ହିସାବରେ ଆପଣଙ୍କୁ ଏହି କଥାର ନିଶ୍ଚିତ ରୂପେ ଧ୍ୟାନ ଦେବାକୁ ହେବ । ଆଉ ରାତି ସମୟରେ ଘର ଝାଡୁ କରିକି ଅଳିଆ ଯଦି ବାହାରେ ପକାଇବୁ ତେବେ ଘର ଲକ୍ଷ୍ମୀ ବାହାରକୁ ପଳାଇ ଥାଏ । ଆଉ ଘରେ ଅଲକ୍ଷ୍ମୀ ପ୍ରବେଶ କରିଥାଏ । ଯେଉଁ କାରଣରେ ଆପଣଙ୍କ ଜୀବନରେ ନକରାତ୍ମକତା ଅଧିକ ହୋଇଥାଏ ଓ ଶକରତ୍ମକତା କମ ହୋଇଥାଏ । ଏମିତି କେଉଁ ଶୁଭ ସମୟ ରହିଛି ଯଦି ଆପଣ ନିଜ ଘରେ ଝାଡୁ ଲଗାଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ।
ଆପଣଙ୍କ ଜୀବନରେ କୋଟି ପତିର ହେବାର ମଧ୍ୟ ବହୁତ ସମ୍ଭାବନା ରହିଥାଏ । ଶାସ୍ତ୍ରରେ ଏହା ସବୁଠୁ ଶୁଭ ସମୟ ବୋଲି କୁହାଯାଇଛି । ତେବେ ସବୁଠୁ ଶୁଭ ସମୟ ହେଉଛି ସୂର୍ଯ୍ୟ ଉଦୟ ସମୟ । କୁହାଯାଏକି ଏହି ସମୟରେ ଦେବତା ବୁଲିବାକୁ ପୃଥିବୀ ପୃଷ୍ଠିରେ ବାହାରି ଥାନ୍ତି । ଯଦି ଆପଣ ସକାଳୁ ସକାଳୁ କେଉଁଠିକୁ ଯାଉଛନ୍ତି ତେବେ ଆପଣଙ୍କ ଆଗରେ କୌଣସି ବ୍ୟକ୍ତି ଝାଡୁ କରୁଥିବାର ଦେଖା ଗଲା ସେଇ କାମରେ ଆପଣଙ୍କୁ ବହୁତ ସଫଳତା ମିଳିଥାଏ ।
ସୂର୍ଯ୍ୟ ଉଆଦାୟ ସମୟରେ ଆପଣ ଯଦି ଝାଡୁ ଓ ପୋଛା କରି ଦେଉଛନ୍ତି ତେବେ ନିଶ୍ଚିତ ଭାବେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଆଉ ଆପଣଙ୍କ ଜୀବନରେ କେବେବି ନକରାତ୍ମକତା ପ୍ରବେଶ କରି ପାରିବ ନାହିଁ । ଯଦି ସକାଳୁ ସକାଳୁ ଘର ଦ୍ଵାରେ ଗୋମତ ଆସିଯାଇଥାଏ ତେବେ ତାଙ୍କୁ କେବେବି ଖାଲି ପଠେଇବା ଉଚିତ ନୁହେଁ । ଯଦି ଗୁଡ ସହିତ ରୁଟି ସକାଳୁ ସକାଳୁ ଗୋମତାକୁ ଖାଇବାକୁ ଦେଇଥାଉ ତେବେ ସେହି ବ୍ୟକ୍ତି ଜୀବନରେ କେବେବି କୌଣସି ଖରାପ ଦୋଷ ଆସିଥାଏ । ଏହା ସହିତ ଦେବୀ ଲକ୍ଷ୍ମୀଙ୍କର ପ୍ରବେଶ ସବୁବେଳ ପାଇଁ ହୋଇଯାଇଥାଏ ।