ଏହି 6ଟି ଭୁଲ୍ କଲେ – ଆପଣ ବହୁତ୍ ଶୀଘ୍ର ହୋଇଜିବେ ” ଗରିବ ” | ଆପଣ ଏହି ଭୁଲ୍ କରୁଛନ୍ତି କି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସମାଜରେ ଏମିତି କେହି ନାହି ଯାହାର ଧନ ଦରକାର ହୋଇନାହି । ପ୍ରତ୍ୟକ ମଣିଷର ଧନ ନିହାତି ଦରକାରହୋଇଥାୟ । ଆପଣ ଜାଣିଛନ୍ତି ଧନ ଦ୍ଵାରା ଗୋଟେ ମଣିଷ ସୁଖ ଶାନ୍ତିରେ ରହିପାରିବ । ଗୋଟେ ବ୍ୟକ୍ତି ଧନ ପାଇଁ ବହୁତ କଠିନ କାମ କରିଥାୟ । ଓ ଲକ୍ଷ୍ମୀ ମାତାଙ୍କୁ ପୂଜା କରିଥାୟ । ଯାହାଦ୍ୱାରା ତାହାର ଘରେ କେବେ ଧନର ଅଭାବ ହେବ ନାହି । କିନ୍ତୁ ଆମେ ଘରେ ମାତା ଲକ୍ଷ୍ମୀଙ୍କୁ ପୂଜା ଅର୍ଚନା କାଲେ ବି ବେଳେ ବେଳେ ଧନର ଅଭାବ ଦେଖିବାକୁ ମିଳିଥାୟ । ବନ୍ଧୁଗଣ ଆପଣ ମାନେ କେବେ ଭାବିଛନ୍ତି ଏହି ଅସୁବିଧା କଣ ପାଇଁ ହୋଇଥାୟ ।

ଶାସ୍ତ୍ରରେ କୁହାଯାଇଛି ଆମେ ପ୍ରତ୍ୟକ ଦିନ ଏମିତି କିଛି ଅନ୍ୟେତିକ କାର୍ଯ୍ୟ କରିଥାଉ ଯାହା ଦ୍ଵାରା ଆମ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି । ଆମେ ମାନେ ଏମିତି ଭୁଲ କାମ କରୁ ଯାହାଦ୍ୱାରା ଆମର ଧନର ଅଭାବ ହୋଇଥାୟ । ଆପଣ ମାନଙ୍କୁ ଆଜି ଆମେ 6ଟି କଥା କହିବୁ ଯାହା ଦ୍ଵାରା ଆପଣ ଗରିବ ହୋଇଯାନ୍ତି । ବନ୍ଧୁଗଣ ଆପଣ ମାନେ କେବେବି ଏହି ୬ଟି କାର୍ଯ୍ୟ କରିବେ ନାହି । ଯାହାଦ୍ୱାରା ଆପଣ ଗରିବ ହୋଇଯିବେ । ୧ରେ ହଉଛି ଆପଣ ମାନେ ଯଦି ଅଧିକ ସମୟ ସୋଇବେ ତାହାଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ଯିବେ । କେତେକ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେବି ସୋଇରୁହନ୍ତି । ଓ ଆଉ କେତେକ ବ୍ୟକ୍ତି ସୂର୍ଯ୍ୟ ଅସ୍ତ ପରେବୀ ସୋଇରୁହନ୍ତି ଏମିତି କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହି । ଓ ବହୁତ ଲୋକ ସୂର୍ଯ୍ୟ ଉଦୟ ପରେ ବି ବହୁତ ଡେରି ଜାୟ ସୋଇରୁହନ୍ତି । ଏହି କାରଣରୁ ମାତା ଲକ୍ଷ୍ମୀ ରାଗିଯାନ୍ତି ଯାହା ଫଳରେ ଘରେ ସବୁବେଳେ କିଛି ନା କିଛି ସମସ୍ୟା ଦେଖିବାକୁ ମିଳେ ଓ ଧନର ଅଭାବ ଦେଖିବାକୁ ମିଳିଥାୟ ।

୨ରେ ହଉଛି ଯଦି ଆପଣ ଘରେ ସକାଳେ ଓ ସନ୍ଧ୍ୟା ରେ ଦୀପ ଜାଳୁ ନାହାନ୍ତି ତହଲେ ଆପଣଙ୍କ ଘରେ ଧନର ଦେବୀ ମାତା ଲକ୍ଷ୍ମୀ ଅଧିକ ଦିନ ରୁହନ୍ତି ନାହି । ସେହି ବ୍ୟକ୍ତିର ଘରେ ସବୁବେଳେ ଧନର ଅଭାବ ଦେଖିବାକୁ ମିଳେ । ୩ରେ ହଉଛି କ୍ରୋଧ କରିବା : ଯଦି ଆପଣ ପ୍ରତ୍ୟକ କଥାରେ ରାଗନ୍ତି ଓ ଅନ୍ୟ ବ୍ୟକ୍ତିକୁ ଅପ ଶବ୍ଦ ବ୍ୟବହାରକରନ୍ତି ତାହାଲେ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ରାଗନ୍ତି । ସେହି ବ୍ୟକ୍ତି ପାଖରେ ସବୁବେଳେ ଧନ ର ଅଭାବ ଦେଖିବାକୁ ମିଳିଥାୟ । ୪ରେ ହଉଛି : ସନ୍ଥ , ନିର୍ଧନ ଓ ଶାସ୍ତ୍ରର ଅବମାନନା କରିବା ।

ଯେଉଁ ବ୍ୟକ୍ତିର ଘରେ ସବୁବେଳେ ସନ୍ଥ , ନିର୍ଧନ ଓ ଶାସ୍ତ୍ରର ସବୁ ବେଳେ ଅବମାନନା କରାଜାୟ ସେହି ଘରେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହି । ସେହି ଘରେ ସବୁବେଳେ ଅସାନ୍ତି ଦେଖିବାକୁ ମିଳିଥାୟ ଓ ଧନର ଅଭାବ ହୋଇଥାୟ । ୫ରେ ହଉଛି: ଯଦି ଆପଣଙ୍କ ଘର ପରିଷ୍କାର ରଖୁନାହାନ୍ତି ତାହାଲେ ଆପଣଙ୍କ ଘରେ ଲକ୍ଷ୍ମୀ ମାତ ପ୍ରବେଶ କରନ୍ତି ନାହି । ଯେଉଁ ବ୍ୟକ୍ତି ସବୁବେଳେ ଅପରିଷ୍କାର ରୁହେ ଓ ଚିରା ଫଟା ବସ୍ତ୍ର ପିନ୍ଧି ଥାୟ ସେହି ବ୍ୟକ୍ତିର ଘରେ କେବେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । ୬ରେ ହଉଛି : ଯଦି ଆପଣ ବ୍ରହ୍ମ ମୁହୂର୍ତ ଓ ସନ୍ଧ୍ୟା ସମୟରେ ବିଳାସ ବେସନ କରନ୍ତି ତାହାଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁତ ବ୍ୟକ୍ତି ବ୍ରହ୍ମ ମୁହୂର୍ତ ଓ ସନ୍ଧ୍ୟା ସମୟରେ ବିଳାସ ବେସନ କରନ୍ତି ସେହି ବ୍ୟକ୍ତି କି ନର୍କରେ ବି ଜାଗା ମିଳେ ନାହି । ଏହିପରି ବ୍ୟକ୍ତିଙ୍କ ଘରୁ ଧନର ଦେବୀ ଲକ୍ଷ୍ମୀମାତା ଘର ପରିତ୍ୟାଗ କରନ୍ତି । ସବୁବେଳେ ଅସାନ୍ତି ରେ ଜୀବନ ଯାପନ କରିବାକୁ ପଡିଥାୟ । ତାହାଲେ ବନ୍ଧୁଗଣ ଜାଣିଲେତ ଏହି ୬ଟି କାର୍ଯ୍ୟ କଲେ ଆପଣ ଘରେ କେବେ ମାତଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । ଆପଣଙ୍କର ସବୁବେଳେ ଧନର ଅଭାବ ହୋଇଥାୟ । ତେଣୁ ଆପଣ ମାନେ ଭୁଲରେ ବି ଏହି ୬ଟି କାମ କେବେ କରିବେ ନାହି ଯାହା ଦ୍ଵାରା ମାତାଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ ହେବେ ।

Leave a Reply

Your email address will not be published. Required fields are marked *