ସକାଳେ ବାସି ମୁହଁରେ ପାଣି ପିଇବାର 5ଟି ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ…

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣମାଙ୍କୁ କହିବୁ ପ୍ରତ୍ୟକଦିନ ସକାଳେ ଖାଲିପେଟରେ ପାଣି ପିଇଲେ କଣ ଲାଭ ହୋଇଥାୟ । ବନ୍ଧୁଗଣ ଜଳ ହେଉଛି ଆମ ଜୀବନ ପାଇଁ ବହୁତ ଗୁରୁତ୍ଵର ଅଟେ କିନ୍ତୁ ବନ୍ଧୁଗଣ ଆପଣ ଜାଣିଛନ୍ତି କି ପ୍ରତ୍ୟକ ଦିନ ସକାଳୁ ଖାଲି ପେଟରେ ପାଣି ପିଇଲେ ଆମ ପାଟିରେ ଥିବା ଲାଳ ପେଟକୁ ଯାଇ ବହୁତ ରୋଗରୁ ଆମକୁ ବଞ୍ଚେଇଥାୟ । ବନ୍ଧୁଗଣ ପାଟିରେ ଥିବା ଲାଳ ମୁହଁ ରେ ତିଆରିହୋଇଥିବା ଏକ ଏପରି ତରଳ ପଦାର୍ଥ ଅଟେ ଯାହାକି ଆଣ୍ଟିଶେପ୍ଟିକ ଭାବେ କାମ କରିଥାୟ ।

ଆମକୁ ବହୁତ ରୋଗରୁ ବଞ୍ଚାଇଥାୟ । ବନ୍ଧୁଗଣ ପାଣି ପିବା ଦ୍ଵାରା ଆମ ଶରୀରରୁ ବହୁତ ରୋଗ ଦୂର ହୋଇଯାଇଥାୟ । ପାଣି ପିବା ଦ୍ଵାରା ଆମ ଶରୀରରରେ ଚର୍ମ ରୋଗ ହୋଇନଥାୟ । ପାଣି ପିଇବା ଦ୍ଵାରା ଆମ ଶରୀର ସୁସ୍ତ ଓ ନିରୋଗ ରହିଥାୟ । ତାହାଲେ ଆପଣ ଜାଣୂଥିବେ ପାଣି ଆମ ଶରୀର ପାଇଁ କେତେ ଆବଶକ୍ୟ ଅଟେ । ବନ୍ଧୁଗଣ ଯଦି ଆମେ ପାଣି କି ସକାଳୁ ପିଅନ୍ତି ତାହାଲେ ଏହା ଦ୍ଵାରା ଆପଣଙ୍କର କି ଲାଭ ଘଟିଥାୟ ଆସନ୍ତୁ ଜାଣିବା । ବନ୍ଧୁଗଣ ଆସନ୍ତୁ ଜାଣିବା ପାଣିକି ଆମେ କେତେବେଳେ ଓ କେଉଁ ସମୟରେ ପିଇଲେ ଆମ ଶରୀର ପାଇଁ ଭଲ ହୋଇଥାୟ ଆସନ୍ତୁ ଜାଣିବା ।

୧ରେ ହଉଛି ବାସୀ ମୁହଁରେ ପାଣି ପିଇବା : ବନ୍ଧୁଗଣ ଆପଣ ଯଦି ସକାଳୁ ବାଶିମୁହଁରେ ଆପଣ ୨ଗ୍ଲାସ ପାଣି ପିଇଲେ ଆପଣଙ୍କ ଶରୀରରେ ଭିତର ଭାଗର ଅଙ୍ଗ ସତେଜ ହୋଇଜାୟ । ଓ ଆପଣଙ୍କ ମୁହଁ ଅଧିକ ଗ୍ଲୋ ଦେଖାଯାଇଥାୟ । ଓ ଆପଣଙ୍କ ଶରୀରରେ ଥିବା ମଇଳା ସବୁ ସଫା ହୋଇଯାଇଥାୟ । ଆମ ଶରୀର ସୁସ୍ତ ରହିଥାୟ । ୨କାରଣ ହେଉଛି ଶୋଇବା ପୂର୍ବରୁ ପାଣି ପଈବାର ଫାଇଦା : ବନ୍ଧୁଗଣ ଆପଣ ଯଦି ଶୋଇବା ପୂର୍ବରୁ ପାଣି ପିଉଛନ୍ତି ତାହାଲେ ଆପଣ ହୃଦଘାତ ଜନିତ ଶାରୀରିକ ସମସ୍ୟା ଦେଖା ଦେବ ନାହି । ଶୋଇବା ପୂର୍ବରୁ ପାଣି ପିବା ଦ୍ଵାରା ଆପଣଙ୍କ ଓଠ ବହୁତ ନରମ ହୋଇଥାୟ । ଓ ହୃଦଘାତରୁ ବଞ୍ଚାଇଥାୟ । ୩କାରଣ ହେଉଛି ଗାଧେଇବା ପୂର୍ବରୁ ପାଣି ପିଇବା: ବନ୍ଧୁଗଣ ଯଦି ଆପଣ ଗାଧେଇବା ପୂର୍ବରୁ ୧ଗ୍ଲାସ ପାଣି ପିଇଥାନ୍ତି ତାହାଲେ ଆପଣ ବ୍ଲଡପ୍ରେସର ରୁ ମୁକ୍ତ ପାଇବେ ।

ଯଦି ଆପଣଙ୍କର ହାଇବ୍ଲଡପ୍ରେସସର ଅଛି ସେମାନେ ଗାଧେଇବା ପୂର୍ବରୁ ୧ଗ୍ଲାସା ପାଣି ପିଆନ୍ତୁ ଆପଣଙ୍କର ଦେହସୁସ୍ତ ଲାଗିବ । ୪କାରଣ ହେଉଛି ସନ୍ଧ୍ୟା ସମୟରେ ଜଳଖିଆ କରିବା ପୂର୍ବରୁ ପାଣି ପଈବାର ଲାଭ : ଯଦି ଆପଣ ସନ୍ଧ୍ୟା ସମୟରେ କିଛି ଭୋଜନ କରୁଛନ୍ତି ତାହାଲେ ଏହା ପୂର୍ବରୁ ଆପଣ ଯଦି କିଛି ପାଣି ପିଉଛନ୍ତି ତାହାଲେ ଆପଣଙ୍କ ପେଟ ପୂର୍ଣ୍ଣ ରହିଥାୟ ଓ ଆପଣ ଅଳ୍ପ ପରିମାଣ ର ଜଳଖିଆ ଖାଇଥାନ୍ତି । ତାହା ଦ୍ଵାରା ଆପଣ ଆପଣଙ୍କ ଶରୀରରେ ହାଉଥିବା ମୋଟା ପଣରୁ ମୁକ୍ତି ପାଇବେ । ୫ କାରଣ ହେଉଛି ଆପଣ ଚିନ୍ତାରେ ଥିଲେ ସେହି ସମୟରେ ପାଣି ପିଇବା ର ଫାଇଦା : ବନ୍ଧୁଗଣ ଯଦି ଆପଣ ଅଧିକ ଚିନ୍ତାରେ ଅଛନ୍ତି ତାହାଲେ ଆପଣ ୧ ଗ୍ଲାସ ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ଅତିଶୀଘ୍ର ଚିନ୍ତା କମିଯାଇଥାୟ ।

ଯଦି ବନ୍ଧୁଗଣ ଆପଣ ପାଣି ପିଉଚନ୍ତି ତାହାଲେ ଏହାର ଫାଇଦା ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ । ବନ୍ଧୁଗଣ ଔ ଏକ ମୁଖ୍ୟ କଥା ହଉଛି ଦିନକୁ ଆପଣ ୪ରୁ ୫ ଲିଟର ପାଣି ପିଇବା ଆବସ୍ୟକ ଅଟେ .ଆପଣ ଯଦି ପ୍ରତ୍ୟକ ଦିନ ଖାଇବାର ୪୫ ମିନିଟ ପୂର୍ବରୁ ଓ ଖାଇବାର ୪୫ ମିନିଟି ପରେ ପାଣି ପିଉଛନ୍ତି ତାହାଲେ ଆପଣଙ୍କ ଶରୀର ସର୍ବଦା ସୁସ୍ତ ରହିବ । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ପାଣିପିଇବା ଦ୍ଵାରା ଆମ ଶରୀର କିପରି ରହିଥାୟ ।

Leave a Reply

Your email address will not be published. Required fields are marked *