ବନ୍ଧୁଗଣ ନମସ୍କାର । ଆପଣମାନେ ଜାଣିଥିବେ ଆମେ ନିଜର ବୈବାହିକ ଜୀବନରେ ପ୍ରତ୍ୟକ କଥା ନିଜର ସ୍ଵାମୀ ସହିତ ଶେୟାର କରିଥାଉ କିନ୍ତୁ ବନ୍ଧୁଗଣ ଆମ ଜୀବନରେ ଏମିତି କେତେକ କଥା ଅଛି ଯାହାକି ଆମେ କାହାସହିତ ଶେୟାର କରିନଥାଉ । ଏମିତିକି ନିଜର ଜୀବନ ସାଥି ସହ ବି ଶେୟାର କରିନଥାଉ । ବନ୍ଧୁଗଣ ଏହିକଥା ସ୍ତ୍ରୀ ଓ ପୁରୁଷ ସମସ୍ତଙ୍କ ପାଇଁ ସମାନ ଅଟେ ଯଦି ଆମେ ଏଠି ସ୍ତ୍ରୀଙ୍କ କଥା କହିବା ତାହାଲେ ସ୍ତ୍ରୀ ମାନେ ସେମାନଙ୍କ ମନର କଥା କେହିବି ବିଶ୍ଵାସ କରନ୍ତି ନାହି ।
ଏମାନକ ମନର କଥା ବୁଝିବା ବହୁତ କଷ୍ଟ ହୋଇଥାୟ । ବନ୍ଧୁଗଣ ଆଜି ଆପଣଙ୍କୁ ଆମେ କହିବୁ ଗୋଟେ ସ୍ତ୍ରୀ ତା ସ୍ଵାମିକି ୫ଟି କଥା ଲୁଚାଇଥାୟ ସେହି କଥାଗୁଡିକ ହେଲା ପ୍ରଥମରେ ଗୋଟେ ସ୍ତ୍ରୀ ତାର ପ୍ରଥମ ପ୍ରେମକୁ ଲୁଚାଇଥାୟ ଯାହାକି ବିଭାହ ପୂର୍ବରୁ ଗୋଟେ ଝିଅ ମନରେ କେହିନା କେହି ଏକ ପୁଅ ଆସିଥାୟ ଯଦି ସେହି କଥାଟି ସେ ତାର ସ୍ଵାମୀକି କହିଥାୟ ତାହାଲେ ଦାମ୍ପତ୍ୟ ଜୀବନରେ ଅସାନ୍ତି ଦେଖା ଦେଇଥାୟ । ଦୁତୀୟ ରେ ହେଉଛି ଟଙ୍କା ଯାହାକି ଗୋଟେ ସ୍ତ୍ରୀ ପାଖରେ କିଛି ଲୁଚେଇ ରଖିଥିବା ଟଙ୍କା ଯାହାକି ସେ ତାର ସ୍ଵାମୀ କି କହିନଥାୟ ।
ସେହି ଟଙ୍କା ଦରକାର ସମୟରେ ଘରର ଗୁରୁତ୍ଵପୂର୍ଣ କାର୍ଯ୍ୟରେ ଆସିଥାୟ । ଏହି କଥାକୁ ସ୍ତ୍ରୀ ତାର ସ୍ଵାମୀ କି କହିନଥାୟ । ଦରକାର ସମୟରେ ସେହି କଥା ତାର ସ୍ଵାମିକି କହିଥାୟ । ତୃୟରେ ହଉଛି ଇଛା। ସ୍ଵାମୀ ସ୍ତ୍ରୀ ମଧ୍ୟ ରେ କେତୋଟି କଥାକୁ ନେଇ ଉଭୟଙ୍କ ମତରେ ସହମତି ହୋଇନଥା । ଯାହାକି ଜଣକୁ ପଛକୁ ହଟିବାକୁ ପଡିଥାୟ । ଅଧିକ ସମୟରେ ସ୍ତ୍ରୀ ପଛକୁ ହଟିଥାୟ ତାର ସ୍ଵାମୀଙ୍କ କଥାରେ ରାଜି ହୋଇଥାୟ । କିନ୍ତୁ ସେହି କଥାକୁ ନେଇ ସ୍ତ୍ରୀ ତାଙ୍କ ମନକୁ ବୁଝାଇ ପାରନ୍ତି ନାହି । ସେଥି ପାଇଁ ତାଙ୍କର ମନ ଅସାନ୍ତି ରହିଥାୟ । ସେହି କଥା ସେ ତାଙ୍କ ସ୍ଵାମୀ କି କହିନଥାନ୍ତି । କାରଣ ପରିବାରରେ ଅସାନ୍ତି ଦେଖା ଦବ । ଚର୍ଥୁତ କଥା ହେଲା ଅଧିକ ସ୍ତ୍ରୀ ନିଜର ଶରୀରରରେ ଥିବା ରୋଗ ଓ ଶାରୀରିକ ପୀଡା ବିଷୟରେ କହିନଥାନ୍ତି ଏହି କାମ କରିବା ପାଇଁ ସେମାନଙ୍କ ପାଖରେ କାରଣ ବି ଥାୟ ।
ସେମାନେ ଚାହାନ୍ତି ଏମିତି ଛୋଟ ଛୋଟ କଥାକୁ ତାଙ୍କ ସ୍ଵାମିକି କହି ଅଧିକ ଟେନସନ ଦବ ଠିକ ନୁହେ । ସେଥି ପାଇଁ ସ୍ତ୍ରୀ ଟି ଅଧିକ ସମୟ ମାନସିକ ଅଶାନ୍ତିରେ ରହିଥାନ୍ତି । ସେଆସ କଥା ଟି ହେଲା ଝିଅମାନଙ୍କ କଥା ଯାହାକି ଗୋଟେ ଝିଅ ଏମିତି କିଛି କଥା ଥାୟ ନିଜର ସ୍ଵାମୀ ସହ ଶେୟାର କରିପାରେନାହି କିନ୍ତୁ ସେ ତାର ଝିଅ ସାଙ୍ଗ ସହିତ ବହୁତ ହସ ମଜାକ ରେ ସେହି କଥାକୁ ବହୁତ ଭଲ ଭାବେ କହିଥାୟ। ସେତିକି ନୁହେ ଏମିତିକି ନିଜ ସାଙ୍ଗ ର କଥା ମଧ୍ୟ ନିଜ ସ୍ଵାମୀକି ବି କହିନଥାନ୍ତି । ବନ୍ଧୁଗଣ ଏହି ୫ଟି କଥା ଗୋଟେ ସ୍ତ୍ରୀ ତାର ସ୍ଵାମିକି କହିନଥାୟ ।