Jyotish Shastra- ଶନିଦେବ ହେଲେ ଅସ୍ତ, ଆଜି ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 6 ଟି ରାଶିର ଭାଗ୍ୟ

ଶନି ଦେବଙ୍କୁ କ-ର୍ମ ଫ-ଳ-ଦା-ତା କୁହାଯାଏ ଓ ସେ ସବୁ ବ୍ୟକ୍ତିଙ୍କୁ ତାଙ୍କ କ-ର୍ମ ଅନୁସାରେ ଫ-ଳ ଦେଇଥାନ୍ତି । ଶନି ଅନ୍ୟ ଗ୍ରହ ମାନଙ୍କ ଅପେକ୍ଷା ଧୀରେ ଚଳନ ହୋଇଥାନ୍ତି , ସେଥି ପାଇଁ ତାଙ୍କର ପ୍ର-ଭା-ବ ଅଧିକ ସମୟ ପାଇଁ ଜୀବନରେ ରହିଥାଏ । ଏହି ୭ ଜୁଲାଇରୁ ଶନି ଦେବ ଅ-ସ୍ତ ହୋଇଛନ୍ତି ଓ ଏହି ବର୍ଷ ସେ ନିଜ ରାଶି ମକରରେ ବିରାଜମାନ ହେବେ ।

ଶନି ଦେବଙ୍କ ଅ-ସ୍ତ ହେବା ଦ୍ଵାରା ସବୁ ଗ୍ରହଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଶନିଙ୍କ ଅ-ସ୍ତ ହେବା ଦ୍ଵାରା ଓ ବୁଧ ରାଶିର ଉଦୟ ହେବା ଦ୍ଵାରା ଏହି ୨୦୨୧ ବର୍ଷ ଏହି ୬ ରାଶି ଉପରେ ଏହାର ଶୁଭ ଫଳ ପ୍ରଦାନ କରିବେ , ତେବେ ଆସନ୍ତୁ ଜାଣିବା ସେହି ୬ଟି ରାଶିଙ୍କ ବିଷୟରେ ।

ମିଥୁନ ରାଶି- ଏହି ବର୍ଷ ଶନି ଦେବଙ୍କ ଚ-ଳ-ନ ଯୋଗୁ ଏହାର ଶୁଭ ଫଳ ଏହି ରାଶି ଉପରେ ରହିବ । ମିଥୁନ ରାଶିର ଭାଗ୍ୟ ଖୋଲିଯିବ , ସେମାନଙ୍କୁ ଧନର ପ୍ରାପ୍ତି ହେବ । ଏହି ସମୟରେ ନୂଆ କାମ ଆରମ୍ଭ କରିବା ଏମାନଙ୍କ ପାଇଁ ଶୁଭ ରହିବ ଓ ଏହା ଦ୍ଵାରା ଅଧିକ ଧନ ଲାଭ ହେବ ।

ଏହି ସମୟରେ ଯଦି କିଛି ନୂଆ କାମ ଆ-ର-ମ୍ଭ କରିବାକୁ ଚାହୁଁଛନ୍ତି ତେବେ ଅତି ଶୀ-ଘ୍ର ଆ-ର-ମ୍ଭ କରନ୍ତୁ ତାହା ଅତି ଲା-ଭ ପ୍ର-ଦା-ନ କରିବ । ଏହି ସମୟରେ ପାରିବାରିକ ଜୀ-ବ-ନ ମଧ୍ୟ ଅତି ସୁନ୍ଦର ରହିବ, ନିଜ ପ୍ରିୟଜନଙ୍କ ଠାରୁ ସ-ମ୍ବ-ନ୍ଧ ସ-ମୁ-ଧୁ-ର ରହିବା ସହ ନିଜ ଭିତରେ ପ୍ରେ-ମ ବଢିବ । କୌଣସି ବଡ ନିର୍ଣୟ ନେବା ପୂର୍ବରୁ ସମସ୍ତଙ୍କ ସହ ପ-ରା-ମ-ର୍ଶ କରିନିଅନ୍ତୁ ।

କର୍କଟ ରାଶି

କର୍କଟ ରାଶି ପାଇଁ ଶନି ଦେବ ଏହି ବର୍ଷ ଶୁଭ ଫଳ ଦେବେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେପାରରେ ଫା-ଇ-ଦା ହେବା ସହ ଆର୍ଥିକ ସ୍ତରରେ ଉନ୍ନତି ହେବ । ହଠାତ ବଡ ଧନ ପ୍ରାପ୍ତିର ଯୋଗ ରହିଛି । କୌଣସି ବ-ଡ ଫ-ଇ-ସ-ଲା ହଠାତ ନିଅନ୍ତୁ ନାହିଁ , ସଭିଙ୍କ ସହ ଭଲ ବ୍ୟବହାର କରନ୍ତୁ । କାହା ସହ ବି-ବା-ଦ କରନ୍ତୁ ନାହିଁ ।

ତୁଳା ରାଶି

ଶନିଙ୍କର ଏହି ଚଳନ ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ଫଳନେଇ ଆସିବ । କାର୍ଯ୍ୟ ଓ ବେପାରରେ ସଫଳତା ମିଳିବ । ନିଜର ଉପର ଅଧିକାରୀଙ୍କ ସହ ଆପଣଙ୍କର ଭଲ ସ-ମ୍ବ-ନ୍ଧ ରହିବ ଓ ସାମାଜିକ କ୍ଷେ-ତ୍ର-ରେ ଆପଣଙ୍କର ମାନ ସମ୍ମାନ ବଢିବ । ଧନ ପ୍ରାପ୍ତିର ବିଭିନ୍ନ ରାସ୍ତା ଖୋଲିଯିବ ଓ ଆପଣଙ୍କ ଜୀବନ ସାଥି ମିଳିବାର ଯୋଗ ଅଛି ।

ଧନୁ ରାଶି

ଧନୁ ରାଶିଙ୍କ ଉପରେ ଶନି ଦେବଙ୍କ ସାଢେସାତୀ ଆରମ୍ଭ ହେବ , କିନ୍ତୁ ଶନି ଅ-ସ୍ତ ହେବା କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷଟି ଶୁଭ ଫଳଦେବ । ଧନ ପ୍ରାପ୍ତିର ସାଧନ ଗୁଡିକ ବୃଦ୍ଧି ହେବ । ପରିବାର ଠାରୁ ସହଯୋଗ ମିଳିବ । ମନୋବଳ ବଢିବା ସହିତ ଆତ୍ମବିଶ୍ଵାସ ବଢିବ ଓ ଚାକିରି କ୍ଷେତ୍ରରେ ନୂଆ ଅବସର ମିଳିବ ।

ମକର ରାଶି

ମକର ରାଶି ଉପରେ ଶନି ଦେବଙ୍କ ସାଢେ ସାତୀ ଚାଲିବ । କିନ୍ତୁ ଏହି ଗ୍ରହର ଅ-ସ୍ତ ହେବା କାରଣରୁ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷଟି ବହୁତ ଭଲ ରହିବ । ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ଅତି ମଧୁର ରହିବ ଏବଂ ଯେ କୌଣସି କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ । କେବଳ ଆପଣ ସବୁବେଳେ କାହାରି ସହିତ ଝଗଡା କରନ୍ତୁ ନାହିଁ ଓ କିଛି ନିର୍ଣୟ ନେବା ବେଳେ ଭାବି ଚିନ୍ତି କାମ କରନ୍ତୁ । କର୍ମ କ୍ଷେତ୍ରରେ କାହାରି ସହିତ ମତଭେଦ ରହିଲେ ମନ ସ୍ତିର କରି ତାହାର ସମାଧାନ କରନ୍ତୁ ।

ମୀନ ରାଶି

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହୁଛି । ଆପଣ ପ୍ରତ୍ୟକ କାମକୁ ଗମ୍ଭୀରତାର ସହିତ କରନ୍ତୁ ଓ ଭାବିଚିନ୍ତି ନିର୍ନୟ ନିଅନ୍ତୁ । ଏହି ସମୟରେ ଆପଣଙ୍କର କାମ କରିବାର ଗତି ଟିକେ ଧୀରେ ହୋଇପାରେ । କିନ୍ତୁ ସେଥିରେ ସବୁବେଳେ ଲାଗିରହିବେ ଓ ସଫଳତା ମିଳିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସ-ମ୍ବ-ନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *