ଆଜି ରାତିରୁ 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି 5ଟି ରାଶିର ଚମକାଇବେ ଭାଗ୍ୟ- Astrology Predicts

ଆମ ହିନ୍ଦୁ ଧର୍ମର ଅନୁସାରେ ଶନି ଦେବଙ୍କୁ ସବୁଠୁ ବେଶି କ୍ରୋଧ କରୁଥିବା ଦେବ ବୋଲି ମଣାଯାଏ । ଶନି ଦେବଙ୍କ କ୍ରୋଧ ଦୃଷ୍ଟି ଯେଉଁ ବ୍ୟକ୍ତି ର ଗ୍ରହଙ୍କ ଉପରେ ପଡିଥାଏ, ସେହି ବ୍ୟକ୍ତି ର ଖରାପ ଦିନ ଆରମ୍ଭ ହୋଇଯାଏ । ଘରେ ଦାରିଦ୍ରତା, କ୍ଳେଶ, କଳହ, ଅଶାନ୍ତି ଆଦି ଦେଖା ଦେଇଥାଏ, ଯାହା ବ୍ୟକ୍ତି କୁ ମାନସିକ ଚାପ ଦେଇ ଥାଏ ଏହା ଫଳ ରେ ଶରୀର ମଧ୍ୟ ଅସୁସ୍ଥ ରହେ।

ଏହିପରି ବିଭିନ୍ନ ସମସ୍ୟା ଆରମ୍ଭ ହୋଇ ଯାଏ । ସେହି ପରି ଶନି ଦେବଙ୍କ କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ର ଗ୍ରହ ମାନଙ୍କ ଉପରେ ପଡିଥାଏ ସେହି ବ୍ୟକ୍ତି ମାନଙ୍କୁ ଧନ, ଆରୋଗ୍ୟ ଶରୀର, ଶାନ୍ତି ଆଦି ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କ ପୁତ୍ର ଶନିଦେବ ଅଟନ୍ତି । ଶନି ଦେବଙ୍କୁ ହିନ୍ଦୁ ଶାସ୍ତ୍ର ରେ ନ୍ୟାୟ ର ଦେବତା ମଧ୍ୟ କୁହାଯାଏ । କାରଣ ଶନି ଦେବ ବ୍ୟକ୍ତି ର କର୍ମ ଫଳ କୁ ଦେଖିକି ନିଜର କୃପା ବା କ୍ରୋଧ ଦୃଷ୍ଟି ପକାଇ ଥାନ୍ତି ।

ହିନ୍ଦୁ ଧର୍ମ ରେ ଏହା ମଧ୍ୟ କୁହାଯାଇଛି ଯେ ଶନି ଦେବ ଙ୍କୁ ପ୍ରସନ୍ନ କରିବା କାଠିକର କଥା ଅଟେ । ତେବେ ସର୍ବଦା ଶନି ଦେବ ଆମ ଉପରେ କୋପ କରନ୍ତି ନାହିଁ । ଶନି ଦେବଙ୍କ କୃପା ମଧ୍ୟ ବହୁତଙ୍କ ଉପରେ ପଡିଥାଏ । ତେବେ ସେହିପରି ପାଞ୍ଚ ଟି ରାଶି ଙ୍କ ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିବ । ତେବେ ଜାଣନ୍ତୁ କଣ ସେହି ପାଞ୍ଚଟି ରାଶି । ପ୍ରଥମ ରାଶି ମେଷ ରାଶି । ଏହି ରାଶି ର ବ୍ୟକ୍ତିଙ୍କ ଉପରେ ଆସନ୍ତା ୨୧ ବର୍ଷ ଯାଏ ଶନି ଦେବଙ୍କ କୃପା ଦୃଷ୍ଟି ରହିବ ।

ଏମାନଙ୍କ ଧନ ର ବର୍ଷା ହେବ, ଯେଉଁ ମାନଙ୍କ ର ଆର୍ଥିକ ସ୍ଥିତି ଦୁର୍ବଳ ଥିବ ସେମାନଙ୍କ ସ୍ଥିତି ସୁଧୁରିବ । ଦ୍ଵତୀୟ ରାଶି ଟି ହେଲା କର୍କଟ ରାଶି । ଏମାନଙ୍କ ର ସବୁ ସମସ୍ୟାର ସମାଧାନ ହେବ । ଏମାନଙ୍କ ଘରେ ହେଉଥିବା ଅଶନ୍ତି କଳହ ଆଦି ଦୂର ହେବ । ବ୍ୟବସାୟ ଆଦି ରେ ଲାଭ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ତୃତୀୟ ରାଶି ଟି ହେଲା କନ୍ୟା ରାଶି । ଆପଣଙ୍କ ଉପରେ ଶନି ଦେବ ବହୁତ ଖୁସି ରହିବେ । ଚାକିରୀ ରେ ପଦୋନ୍ନତି ହେବ ।

ଯେଉଁ ଛାତ୍ର ମାନେ ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପରୀକ୍ଷା ଫଳ ଉତ୍ତମ ରହିବ । ଟିକେ ପରିଶ୍ରମ ରେ ଆପଣ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଚତୁର୍ଥ ରାଶି ଟି ହେଲା ମକର ରାଶି । ଏହି ରାଶି ରେ ଥିବା ଅବିବାହିତ ବ୍ୟକ୍ତି ବା ଯେଉଁ ମାନଙ୍କ ବିବାହ ହେବାକୁ ବିଳମ୍ବ ହେଉଛି ସେମାନଙ୍କ ର ଏହି ସମୟ ମଧ୍ୟ ରେ ବିବାହ ହୋଇ ଯିବ । ଅର୍ଥ ସ୍ଥିତି ବଦଳିବ ।

ଘରେ ଶାନ୍ତି ର ବାତାବରଣ ରହିବ । ପଞ୍ଚମ ରାଶି ଟି ହେଲା କୁମ୍ଭ ରାଶି । ଏହି ରାଶି ମାନଙ୍କ ସ୍ୱାମୀ ହେଉଛନ୍ତି ଶନି ଦେବ । ତେଣୁ ଏମାନଙ୍କ ଉପରେ ଶନି ଦେବଙ୍କ ର ବିଶେଷ ଦୃଷ୍ଟି ରହିବ । ଏମାନଙ୍କୁ ଧନ ପ୍ରାପ୍ତି ଯୋଗ ଅଛି । ଶରୀର ଆରୋଗ୍ୟ ରହିବ । ଘରେ ସୁଖ ଓ ଶାନ୍ତି ର ବାତାବରଣ ରହିବ । ଘରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର ରେ ଉନ୍ନତି କରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *