Jyotish Shastra- ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ, କଣ ସେହି ଭାଗ୍ୟଶାଳି ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାନ୍ତି । ସାଧାରଣତଃ ମଣିଷ ଜୀବନରେ ହେଉଥିବା ଏହି ସବୁ ପରିବର୍ତ୍ତନ ଗ୍ରହ ଓ ନକ୍ଷତ୍ର ଗୁଡିକ ପାଇଁ ହେଉଛି ।

ବନ୍ଧୁଗଣ ଗ୍ରହ ଓ ନକ୍ଷତ୍ର ଗୁଡିକ ମଧ୍ୟରେ ହେଉଥିବା ଚଳନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଫଳରେ ବ୍ୟକ୍ତିର ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି ।

ହେଲେ ଯେଉଁ ବ୍ୟକ୍ତିଙ୍କର ଗ୍ରହ ଓ ନକ୍ଷତ୍ରର ଚଳନ ଠିକ ହୋଇଥାଏ ସେହି ବ୍ୟକ୍ତି ମାନଙ୍କୁ ସମୃଦ୍ଧି ମିଳିଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କିଛି ରାଶି ମାନଙ୍କ ଉପରେ ବର୍ତ୍ତମାନ ଠାରୁ ଶନି ଦେବତାଙ୍କ କୃପା ରହିବାକୁ ଯାଉଛି । ଶନି ଦେବତା ହେଉଛନ୍ତି ଏକ ଏପରି ଦେବତା ଯିଏ ମଣିଷକୁ ତାର କର୍ମ ଅନୁଯାଇ ଫଳ ଦେଇଥାନ୍ତି । ଯେଉଁ ବ୍ୟକ୍ତି ଉପରେ ଶନି ଦେବତାଙ୍କ କ୍ରୋଧ ପଡିଥାଏ ସେହି ବ୍ୟକ୍ତି ଆଜୀବନ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାଏ ହେଲେ ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବତାଙ୍କ କୃପା ରହିଥାଏ ସେହି ବ୍ୟକ୍ତିକୁ ତାର ଜୀବନରେ ସମସ୍ତ ସୁଖ ଓ ସମୃଦ୍ଧି ହାସଲ ହୋଇଥାଏ ।

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କିଛି ରାଶି ମାନଙ୍କ ଉପରେ ଶନି ଦେବତାଙ୍କର ବିଶେଷ କୃପା ରହିବାକୁ ଯାଉଛି । ଏହି ରାଶି ମାନଙ୍କର ଭାଗ୍ୟ ଆଗାମୀ ୩୩ ବର୍ଷ ପର୍ଯ୍ୟନ୍ତ ଚମକିବାକୁ ଯାଉଛି । ଆଜିଆମେ ଆପଣ ମାନଙ୍କୁ ଏହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ । ବନ୍ଧୁଗଣ ଶନି ଦେବତାଙ୍କ କୃପା ହେତୁ ଏହି ରାଶି ମାନଙ୍କର ଜୀବନରେ ଥିବା ସମସ୍ତ ସମସ୍ଯା ବର୍ତ୍ତମାନ ଦୂର ହେବାକୁ ଯାଉଛି ।

ଏହି ରାଶି ମାନଙ୍କୁ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଆପଣ ମାନେ ପ୍ରଚୁର ଧନଲାଭ କରିବେ । ଶନି ଦେବତାଙ୍କ କୃପା ହେତୁ ଆପଣ ମାନେ ବର୍ତ୍ତମାନ ଠାରୁ ଭୂମି, ବାହନ ଓ ଘର କରିବାରେ ସକ୍ଷମ ହେବେ । ଯେଉଁ ମାନଙ୍କର ଚାକିରି ହେଉ ପାରୁନାହିଁ ସେମାନଙ୍କର୍ଫ ଚାକିରି ହୋଇଯିବ । ଯେଉଁ ମାନଙ୍କର ବିବାହ ଯୋଗ ହୋଇପାରୁ ନାହିଁ ସେମାନଙ୍କର ବିବାହ ବର୍ତ୍ତମାନ ଠାରୁ ହେବାର ବହୁତ ସମ୍ଭାବନା ରହିଛି ।

ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳ ହେବେ । ଆପଣଙ୍କ ବୈବାହିକ ଜୀବନରେ ମଢୁଆରତା ରହିବ । ପ୍ରେମୀ ଯୁଗଳ ମାନଙ୍କ ପାଇଁ ବର୍ତ୍ତମାନର ସମୟ ବହୁତ ଭଲ ରହିବ । ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ମିଳିବ । ବନ୍ଧୁଗଣ ଆପଣ ମାନଙ୍କ ଆଗାମୀ ସମୟରେ ସୁଖ ସମୃଦ୍ଧିରେ ଭରିଯିବ । ସେହି ସବୁ ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି ତୁଳା ରାଶି, ମେଷ ରାଶି, କୁମ୍ଭ ରାଶି, କନ୍ୟା ରାଶି ଓ ସିଂହ ରାଶି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *