ବାଛନ୍ତୁ ନିଜ ଜନ୍ମ ମାସ ବାଲା ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ ଏକ ରହସ୍ୟମୟ କଥା- Personality Test

ବନ୍ଧୁଗଣ ସମସ୍ତ ଲୋକଙ୍କୁ ପ୍ରଜାପତି ବହୁତ ଭଲ ଲାଗିଥାଏ । କାରଣ ପ୍ରଜାପତି ବହୁତ ସୁନ୍ଦର ହେବା ସହିତ ତାର ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ବନ୍ଧୁଗଣ କିଛି ପ୍ରଜାପତି ଏମିତି ଅଛନ୍ତି ଯେଉଁମାନେ ଆମ ଜୀବନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥାକୁ ସୁଚାଇ ଥାନ୍ତି ।

ବନ୍ଧୁଗଣ ଆଜିଆମେ ଜନ୍ମ ମାସକୁ ଆଧାର କରି କିଛି ପ୍ରଜାପତି ନେଇ ଆସିଛୁ । ଏହି ପ୍ରଜାପତି ମଧ୍ୟରୁ ଆପଣ ନିଜ ଜନ୍ମ ମାସ ଅନୁସାରେ ଗୋଟିଏ ପ୍ରଜାପତି ବାଛନ୍ତୁ ଓ ନିଜ ବିଷୟରେ ଏକ ଖାସ କଥା ବିଷୟରେ ଜାଣନ୍ତୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାନୁୟାରୀ- ଯଦି ବନ୍ଧୁଗଣ ଆପଣ ଜାନୁୟାରୀ ମାସରେ ଜନ୍ମ ଗ୍ରହଣ କରିଛନ୍ତି ତା ହେଲେ ଆପଣ ଏକ ସ୍ବାଭିମାନୀ ମଣିଷ ଅଟନ୍ତି । ଆପଣ ସବୁବେଳେ ଅନ୍ୟ ମାନଙ୍କ ଖୁସିକୁ ଦେଖିଥାନ୍ତି । ଆପଣଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବକୁ ଦେଖି ଅନ୍ୟ ଲୋକମାନେ ଆକର୍ଷିତ ହୁଅନ୍ତି ।

ଫେବୃୟାରୀ- ବନ୍ଧୁଗଣ ଆପଣ ଏକ ଆତ୍ମନିର୍ଭରଶୀଳ ମଣିଷ ଅଟନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟକୁ ନିଜେ ପୂରଣ କରନ୍ତି । ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ଭଲ ପାଇଥାନ୍ତି ଓ ଆପଣଙ୍କର ଏହି ସବୁ ଗୁଣ ପାଇଁ ଆପଣଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ।

ମାର୍ଚ୍ଚ- ବନ୍ଧୁଗଣ ଆପଣଙ୍କ ଜୀବନରେ ଯେତେ ସମସ୍ୟା ଥିଲେ ମଧ୍ୟ ଆପଣ କେବେ ହାର ମାନିନଥାନ୍ତି । ଆପଣ ସବୁବେଳେ ନିଜ ଲକ୍ଷ୍ୟପଥକୁ ହାସଲ କରିବା ପାଇଁ ଭାବିଥାନ୍ତି ।

ଏପ୍ରିଲ- ଆପଣ ମାନେ ସବୁବେଳେ ଅନ୍ୟ ମାନଙ୍କ ସହାୟତା କରିବା ପାଇଁ ଚିନ୍ତା କରିଥାନ୍ତି ଓ ଆପଣ କେବେହେଲେ କାହାର ଅନିଷ୍ଟ ଚିନ୍ତା କରିନଥାନ୍ତି । ଆପଣଙ୍କର ଏହି ଗୁଣ ପାଇଁ ଆପଣଙ୍କୁ ସମସ୍ତେ ଭଲ ପାନ୍ତି ।

ମେ- ଆପଣଙ୍କୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି କାରଣ ଆପଣ ବହୁତ ଦୟାଳୁ ଅଟନ୍ତି । ଆପଣ ନିଜ କର୍ମକୁ ସବୁଠାରୁ ଅଧିକ ଗୁରୁତ୍ଵ ଦିଅନ୍ତି ଓ ଆପଣ ବହୁତ ଧାର୍ମିକ ଅଟନ୍ତି ।

ଜୁନ- ବନ୍ଧୁଗଣ ଆପଣ ମାନଙ୍କୁ ଜୀବନରେ ନିଶ୍ଚୟ ସଫଳତା ହାସଲ ହୋଇଥାଏ ହେଲେ ଏଥିପାଇଁ ଆପଣ ମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ । ଯଦି ଆପଣ ନିଜ ଲକ୍ଷ୍ୟପଥକୁ ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବେ ତା ହେଲେ ଆପଣ ନିଶ୍ଚୟ ସଫଳ ହେବେ ।

ଜୁଲାଇ- ଆପଣ ସମସ୍ତ ଲୋକଙ୍କୁ ସମ୍ମାନ ଦେଇଥାନ୍ତି ଓ ଆପଣ ବହୁତ ଦୟାଳୁ ମଧ୍ୟ ଅଟନ୍ତି । ଆପଣ ବହୁତ ସ୍ମାର୍ଟ ବ୍ୟକ୍ତି ଅଟନ୍ତି ଓ ଆପଣ ନିଜର ସମସ୍ତ କାର୍ଯ୍ୟକୁ ସଫଳତାର ସହ ପୂରଣ କରନ୍ତି ।

ଅଗଷ୍ଟ- ବନ୍ଧୁଗଣ ଯଦି ଆପଣ ମାନେ ଅଗଷ୍ଟ ମାସରେ ଜନ୍ମ ହୋଇଛନ୍ତି ତା ହେଲେ ଆପଣ ବହୁତ ସଚଟ ମଣିଷ ଅଟନ୍ତି । ଆପଣ କେବେହେଲେ କାହାକୁ ଧୋକା ଦିଅନ୍ତି ନାହିଁ ଆପଣଙ୍କର ଏହି ଗୁଣ ପାଇଁ ଆପଣଙ୍କୁ ସମସ୍ତେ ଭଲ ପାନ୍ତି ।

ସେପ୍ଟେମ୍ବର- ବନ୍ଧୁଗଣ ଆପଣ ମାନେ ବହୁତ ଜ୍ଞାନୀ ଅଟନ୍ତି ଆପଣ ଅଯଥା ଖର୍ଚ ଓ ଅଯଥା କଳହ ଆଦିକୁ ଘୃଣା କରନ୍ତି । ଆପଣ ସବୁବେଳେ ନିଜ ପରିବାରର ଖୁସିକୁ ଦେଖିଥାନ୍ତି ।

ଅକ୍ଟୋବର- ବନ୍ଧୁଗଣ ଆପଣ ମାନେ ସମସ୍ତ କଠିନ ପରିସ୍ଥିତିର ସାମ୍ନା ବହୁତ ସାହାସର ସହ କରିଥାନ୍ତି । ଆପଣ ନିଜ କଷ୍ଟରେ ସବୁ କିଛି ହାସଲ କରନ୍ତି ଓ ଆପଣ ଦରିଦ୍ର ଲୋକମାନଙ୍କୁ ସହାୟତା କରନ୍ତି ।

ନଭେମ୍ବର- ବନ୍ଧୁଗଣ ଆପଣ ମାନେ କାହାକୁ ଅତି ସହଜରେ ନିଜ ଜୀବନକୁ ଆଣିନଥାନ୍ତି । ଆପଣ ନିଜର ସମସ୍ତ ନିଷ୍ପତ୍ତି ନିଜେ ନିଅନ୍ତି ଓ ଆପଣ ନିଜ ପରିବାର ଲୋକଙ୍କର ଧ୍ୟାନ ରଖନ୍ତି ।

ଡିସେମ୍ବର- ବନ୍ଧୁଗଣ ଆପଣ ମାନେ ସବୁବେଳେ ସଫଳତା ପାଇବା ପଛରେ ଦଉଡି ଥାନ୍ତି । ଆପଣ ମାନେ କେବେହେଲେ ଅନ୍ୟାୟକୁ ପ୍ରଶୟ ଦିଅନ୍ତି ନାହିଁ । ଆପଣଙ୍କ ମଧୁରବାଣୀ ଦ୍ଵାରା ଅନ୍ୟ ଲୋକମାନେ ଆପଣ ମାନଙ୍କ ଉପରେ ଆକର୍ଷିତ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *