ସ୍ଵାମୀ ର ଆୟୁଷ କମାଇ ଦିଏ ସ୍ତ୍ରୀ ର ଏହି ୫ ଟି କାମ, କଣ ଆପଣ କରୁ ନାହାଁନ୍ତି ତ ଏମିତି ଭୁଲ ?

ବନ୍ଧୁଗଣ ଭାରତୀୟ ସଭ୍ୟତାରେ ପ୍ରତ୍ୟକ ଦିନକୁ ଏକ ବିଶେଷ ଗୁରୁତ୍ଵ ଦିଆଯାଇଛି । ବନ୍ଧୁଗଣ ସପ୍ତାହରେ ସାତଟି ବାର ରହିଥାଏ । ଏହି ସମସ୍ତ ବାରର ଏକ ବିଶେଷ ମହତ୍ଵ ରହିଥାଏ ।

ଏହି ବାର ମାନଙ୍କର ନାମ ଗ୍ରହ ମାନଙ୍କ ନାମକୁ ଆଧାର କରି ରଖାଯାଇଛି । ବନ୍ଧୁଗଣ ଗୁରୁବାରକୁ ବିଶେଷ ରୂପେ ଧର୍ମର ବାର ବୋଲି ମାନା ଯାଇଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗୁରୁବାର ଅନ୍ୟ ସମସ୍ତ ଗ୍ରହ ତୁଳନାରେ ବିଶେଷ ଭାରି ଗ୍ରହ ହୋଇଥାଏ ।

ତେଣୁ ବନ୍ଧୁଗଣ ଏହି ଦିନରେ ଏପରି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା କାରଣରୁ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଗୁରୁର ପ୍ରଭାବରେ ଆସୁଥିବା କାରକ ତତ୍ଵ ପ୍ରଭାବକୁ ହାଲୁକା କରିଥାଏ ।

ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଗୁରୁବାର ଦିନ କରିବା ଉଚିତ ନୁହେଁ । ଏହି ସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କୁ ନିଜ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ବିଷୟରେ ।

୧. ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ କୁଣ୍ଡଳୀରେ ବୃହସ୍ପତି ପତି ଓ ସନ୍ତାନର କାରକ ହୋଇଥାନ୍ତି । ଏହାର ଅର୍ଥ ହେଉଛି ଯେ, ଗୁରୁବାର ଦିନ ଗୁରୁ ଗ୍ରହ ପତି ଓ ସନ୍ତାନ ଉଭୟଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଯଦି ମହିଳା ମାନେ ଗୁରୁବାର ଦିନ ନିଜ କେସକୁ ଧୋଇବେ କିମ୍ବା କା-ଟି-ବେ ତା ହେଲେ ବୃହସ୍ପତି ଦୁର୍ବଳ ହୋଇଥାଏ । ଯାହାଦ୍ୱାରା ପତି ଓ ସନ୍ତାନଙ୍କ ଉନ୍ନତି ଅଟକି ଯାଇଥାଏ । ଏହା ସହିତ ପତିଙ୍କ ଆୟୁଷ ମଧ୍ୟ କମି ଯାଇଥାଏ । ତେଣୁ ବନ୍ଧୁଗଣ ଗୁରୁବାର ଦିନ ମହିଳା ମାନଙ୍କୁ ନିଜ କେସ ଧୋଇବା କିମ୍ବା କାଟିବା ଉଚିତ ନୁହେଁ ।

୨. ବନ୍ଧୁଗଣ ଗୁରୁ ଗ୍ରହଙ୍କୁ ଜୀବ ବୋଲି କୁହାଯାଏ ଜୀବର ଅର୍ଥ ଜୀବନ ବା ଆୟୁ । ଯଦି କୌଣସି ମଣିଷ ଗୁରୁବାର ଦିନ ନିଜ ନଖ କା-ଟି-ଥା-ଏ ବା ସେ-ଭି-ଙ୍ଗ ହୋଇଥାଏ ତା ହେଲେ ଗୁରୁ ଗ୍ରହ ଦୁର୍ବଳ ହୋଇଥାଏ । ଏହା କରିବା ଦ୍ଵାରା ଜୀବନ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କ ଆୟୁଷ କମିଯାଇଥାଏ । ତେଣୁ ବନ୍ଧୁଗଣ ଗୁରୁବାର ଦିନ ଭୁଲ ସେ ମଧ୍ୟ ନିଜ ନଖ କାଟନ୍ତୁ ନାହିଁ ଓ ସେ-ଭି-ଙ୍ଗ ହୁଅନ୍ତୁ ନାହିଁ ।

୩. ବନ୍ଧୁଗଣ ଗୁରୁବାର ଦିନ ମହିଳା ମାନଙ୍କୁ ଘରେ ପୋଛା ଲଗାଇବା ଉଚିତ ନୁହେଁ । ଏହି ଦିନରେ ଘରେ ପୋଛା ଲାଗିବା ଦ୍ଵାରା ଘରେ ଥିବା ସଦସ୍ୟ ମାନଙ୍କ ଉନ୍ନତି ଓ ଧର୍ମ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ସାଧାରଣତଃ ସମସ୍ତ ମହିଳା ମାନଙ୍କୁ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ ।

୪. ବନ୍ଧୁଗଣ ଗୁରୁବାର ଦିନ ବସ୍ତ୍ର ସଫା କରିବା ଉଚିତ ନୁହେଁ । ଗୁରୁବାର ଦିନ କପଡା ଧୋଇବା ଦ୍ଵାରା ଘରେ ସୁଖ ଶାନ୍ତି ଦୂର ହୋଇଯାଇଥାଏ । ଏହା ବ୍ୟତୀତ ଏହି ଦିନରେ ଘରର କୌଣସି ବସ୍ତୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଓ ଘରକୁ ସଫା କରନ୍ତୁ ନାହିଁ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ଖରାପ ପ୍ରଭାବ ପଡିଥାଏ ଯାହାଦ୍ୱାରା ଆପଣ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରିବେ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *