କାହାର ନାମ ଭାବି ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି ? ପ୍ରେମ ନା ଘୃଣା- Love Quiz

ନମସ୍କାର ବନ୍ଧୁଗଣ, ଆମେ ଗୋଟିଏ ବ୍ୟକ୍ତିର ନାମରୁ ହିଁ ଜାଣିପାରିବା ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ଭରି ହୋଇ ରହିଛି ନା ଘୃଣା ଭାବ ରହିଛି । ଆପଣ ଆପଣଙ୍କ ଭଲ ପାଇବା କୁ ପାଇବେ କି ନହିଁ ? କଣ ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ କେମିତି ଜାଣିବେ, ତେବେ ଆଜି ଆମେ ଏହା ବିଷୟରେ ହିଁ ଜଣେଇବାକୁ କରିବାକୁ ଯାଉଛେ, ତେବେ ଆସନ୍ତୁ ଜାଣିବା ।

କିଛି ଲୋକଙ୍କୁ ଜଣେ ବ୍ୟକ୍ତିଙ୍କ ପ୍ରଥମ ଦେଖାରେ ହିଁ ଭଲପାଇବା ଆସିଯାଇଥାଏ । କିନ୍ତୁ ଏହା ଭାବି ସବୁବେଳେ ଡରିଯାନ୍ତି ବା ନିଜ ମନକୁ ମାରିଦିଅନ୍ତି କି ତାଙ୍କ ମନରେ କଣ ରହିଛି ଏହା ନଜାଣି ଭଲ ପାଇବା ଠିକ ନୁହେଁ । କିନ୍ତୁ ଏମିତି କିଛି ଉପାୟ ମଧ୍ୟ ରହିଛି ଏହା ପାଇଁ ଯାହାଦ୍ଵାରା ଏହି ଚିନ୍ତା ଆଉ ରହିବ ନହିଁ । ଆପଣମାନେ ୧, ୨, ୩, ୪, ୫, ୬, ଏହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର କୁ ବାଛି ନିଅନ୍ତୁ ।

ଏବଂ ନିଜ ମନରେ ଯାହାଙ୍କୁ ପସନ୍ଦ କରୁଛନ୍ତି ତାଙ୍କ ନାମ କୁ ଭାବନ୍ତୁ, ଯଦି ଆପଣ ନମ୍ବର ୨ ଭାବିଥିଲେ ତେବ ଆପଣଙ୍କୁ ଆପଣଙ୍କ ଭଲ ପାଇବା ମିଳିବ । ଆପଣଙ୍କ ପସନ୍ଦର ବ୍ୟକ୍ତି ଆପଣଙ୍କୁ ନିଶ୍ଚୟ ପସନ୍ଦ କରିବେ । ଆଉ ଆପଣଙ୍କ ଭଲ ପାଇବାକୁ ସ୍ଵୀକାର ମଧ୍ୟ କରିବେ । ତେବେ ଆଉ ଡେରି କରନ୍ତୁନୀ ନିଜ ଭଲ ପାଇବାକୁ ତାଙ୍କ ଆଗରେ ପ୍ରକାଶ କରିବା ପାଇଁ ।

ନିଜ ମନର କଥାକୁ ତାଙ୍କ ଆଗରେ କହି ଦିଅନ୍ତୁ । ଯଦି ଆପଣ ମାନେ ନମ୍ବର ୫ ଭାବିଥିଲେ ତେବେ ଆପଣଙ୍କ ସାଥି ଆପଣଙ୍କୁ ଭଲ ବି ପାଇବେ ଆଉ ରାଗିବେ ମଧ୍ୟ । ଏବଂ ଆପଣଙ୍କ ଯୋଡି କେବେ ଅଲଗା ହେବ ନହିଁ । ଦୁଇ ଜଣଙ୍କ ମଧ୍ୟରେ ଭଲ ବୁଝାବଣା ରହିବ । ଗୋଟିଏ ଖୁସିର ସମ୍ପର୍କ ଗଢିବେ । ଯଦି ଆପଣମାନେ ନମ୍ବର ୬ କୁ ବାଛିଥିଲେ ତେବେ,

ଆପଣଙ୍କ ସାଥି ଏବେ ଆପଣଙ୍କୁ ଘୃଣା କରୁଛନ୍ତି କିନ୍ତୁ କିଛି ସମୟ ପରେ ଆପଣଙ୍କ ଭଲ ପାଇବା ଦେଖି ତାଙ୍କର ସେହି ଘୃଣା ଭଲ ପାଇବାରେ ବଦଳି ଯିବ । ତେଣୁ ଧର୍ଯ୍ୟ ର ସହ ନିଜ ଭଲ ପାଇବାକୁ ଅପେକ୍ଷା କରନ୍ତୁ । ଯଦି ଆପଣ ନମ୍ବର ୧ କୁ ଭାବିଥିଲେ ତେବେ ଜାଣି ନିଅନ୍ତୁ କି ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଅଛି । କିନ୍ତୁ ସେ ଏହି କଥାକୁ ଆପଣଙ୍କୁ କହିପାରୁ ନାହାନ୍ତି ।

ନିଜ ମନ ଭିତରେ ହିଁ ଆପଣଙ୍କୁ ଅଧିକରୁ ଅଧିକ ଭଲ ପାଉଛନ୍ତି । ନିଜ ମନର କଥା ପ୍ରକାଶ କରିବା ପାଇଁ ତାଙ୍କୁ କିଛି ଦିନ ସମୟ ଲାଗିବ । ତେଣୁ ଆପଣ ତାଙ୍କ ମନର କଥାକୁ ବୁଝନ୍ତୁ । ଯଦି ଆପଣ ନମ୍ବର ୪ କୁ ଭାବିଥିଲେ ତେବେ ତାଙ୍କ ପାଇଁ ଭଲ ପାଇବାର କାରଣ ବି ଆପଣ ଏବଂ ଘୃଣାର ବି କାରଣ ମଧ୍ୟ ଆପଣ । ତେଣୁ ସବୁବେଳେ ତାଙ୍କ ମନଜିତିବାକୁ ଚେଷ୍ଟା କରନ୍ତୁ,

ନିଶ୍ଚୟ ଆପଣଙ୍କୁ ଆପଣଙ୍କ ଭଲ ପାଇବା ମିଳିବ । ଯଦି ଆପଣ ନମ୍ବର ୩ ବାଛିଥିଲେ ତେବେ ସିଏ ଆପଣଙ୍କୁ ତାଙ୍କ ଜୀବନର ସବୁକିଛି ଭାବୁଛନ୍ତି । ତେଣୁ ତାଙ୍କ ମନରେ କେବେ କଷ୍ଟ ଦିଅନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *