କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ ସାଥିଙ୍କ ହୃଦୟରେ ଆପଣଙ୍କ ପାଇଁ କଣ Feelings ରହିଛି- Love Quiz

ନମସ୍କାର ବନ୍ଧୁଗଣ, ଆଜିର ଏ ଦୁନିଆରେ ପ୍ରେମର ମୂଲ୍ୟ ବହୁତ ଶସ୍ତା ହୋଇସାରିଲାଣି । ହୃଦୟରୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଧୋକା ମିଳୁଅଛି । ତେଣୁ ସମସ୍ତେ ନିଜ ସାଥିର ହୃଦୟରେ କେଉଁ ଭଳି ଭାବନା ଆପଣଙ୍କ ପ୍ରତି ରହିଛି ତାହା ଜାଣି ରଖିବା ଉଚିତ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଟାରୋଟ କାର୍ଡରୁ ନମ୍ବର ବାଛି କିପରି ଜାଣିବେ ନିଜ ସାଥିଙ୍କ ହୃଦୟରେ କଣ ରହିଛି ଆପଣଙ୍କ ପାଇଁ ।

୧ ୨ ୩ ୪ ୫ ଏହି ୫ଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । ୧: ଯେଉଁ ବ୍ୟକ୍ତିଙ୍କ ଆପଣ ଏହି ନମ୍ବରଟି ବାଛିଛନ୍ତି ଜାଣିରଖନ୍ତୁ କେଉଁଠି ନା କେଉଁଠି ଆପଣ ତାଙ୍କ ହୃଦୟ ଭାଙ୍ଗିଛନ୍ତି । ଆପଣଙ୍କ କୌଣସି କଥା ତାଙ୍କୁ ଖରାପ ଲାଗିଛି । ଆପଣଙ୍କୁ ବହୁତ ଭଲ ପାନ୍ତି । ବହୁତ ଭଲ ଭାବନା ତାଙ୍କର ଆପଣଙ୍କ ପ୍ରତି ରହିଛି । ଏମିତି ଏକ ସମ୍ପର୍କରେ ଅଛନ୍ତି ଯେଉଁଥିରେ ଭଲ ପାଇବା ରହିଛି ।

ଆପଣଙ୍କ କୌଣସି କଥା ତାଙ୍କୁ ଖରାପ ଲାଗିଥିବାରୁ ସେ ଆପଣଙ୍କ ସହ କଥା ହେଉନାହାନ୍ତି । ତେଣୁ ତାଙ୍କୁ ଟିକେ ସମୟ ଦିଅନ୍ତୁ । ୨: ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି ନମ୍ବରଟି ବାଛିଥିଲେ ଜାଣି ନିଅନ୍ତୁ କି ସେହି ବ୍ୟକ୍ତି ଭାବୁଛନ୍ତି ଆପଣ ସବୁ ଜିନିଷର ଯତ୍ନ ନେବା ଜାଣିଛନ୍ତି । ଆପଣ ଏକ ଏମିତି ମଣିଷ ଯିଏ ଭବିଷ୍ୟତ ପାଇଁ ବହୁତ ଯୋଜନା କରି ରଖିଛନ୍ତି । ଆପଣ ଅନ୍ୟ ମାନଙ୍କ ଉପରେ ଆଶା ରଖନ୍ତି ନାହିଁ ଯାହା କରନ୍ତି ନିଜ ବଳରେ କରନ୍ତି ବୋଲି ସିଏ ଭାବୁଛନ୍ତି ।

୩: ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି କାର୍ଡଟି ବାଛିଛନ୍ତି ସେହି ବ୍ୟକ୍ତି ଭାବୁଛନ୍ତି ଆପଣ ତାଙ୍କୁ ଧୋକା ଦେଇଛନ୍ତି । ଆପଣ ସବୁବେଳେ ତାଙ୍କର ବ୍ୟବହାର କରୁଥିଲେ । ଆପଣ ତାଙ୍କ ପଛରେ ବହୁତ କଥା କହୁଛନ୍ତି । ଏବଂ ଆପଣ ତାଙ୍କୁ ବୁଝିପାରିନାହାନ୍ତି ବୋଲି ସେ ଭାବୁଛନ୍ତି । ୪: ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି ନମ୍ବରଟି ବାଛିଛନ୍ତି ସେହି ବ୍ୟକ୍ତି ଭାବୁଛନ୍ତି କି ଆପଣ ସବୁ ପରିସ୍ଥିତିକୁ ବୁଝୁଛନ୍ତି ।

ଜୀବନରେ କେବେ ଦ୍ଵନ୍ଦରେ ପଡନ୍ତି ନାହିଁ । ଆପଣଙ୍କୁ ସବୁ କିଛି ଜଣାଥାଏ ଏବଂ ଆପଣ ସବୁ କଥାକୁ ଲୁଚେଇଥାନ୍ତି । ଜୀବନରେ କଣ କରିବାର ଅଛି ଏହା ଆପଣଙ୍କୁ ବେସ ଭଲରେ ଜଣାଅଛି ବୋଲି ସେ ଭାବୁଛନ୍ତି । ୫: ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି ନମ୍ବରଟି ବାଛିଥିଲେ ସେହି ବ୍ୟକ୍ତି ଭାବୁଛନ୍ତି କି ଆପଣ ତାଙ୍କ ଜୀବନରେ ସବୁଠାରେ ଗୁରୁତ୍ୟପୂର୍ଣ ବ୍ୟକ୍ତି ।

ଆପଣଙ୍କୁ ବହୁତ ଭଲ ପାନ୍ତି । ଆପଣଙ୍କୁ ଛାଡି ବଞ୍ଚିବା ତାଙ୍କ ପାଇଁ କଷ୍ଟ ହୋଇଯିବ । ଆପଣ ଜଣେ ଭଲ ମଣିଷ ଯାହାକୁ ସିଏ ଆଖି ବନ୍ଦ କରି ବିଶ୍ଵାସ କରିପାରିବେ । ଜୀବନରେ ବହୁତ ଆଗକୁ ଯିବେ ବୋଲି ସେ ଭାବୁଛନ୍ତି । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *