ଶରୀରରେ ଏହି 4ଟି ଚିହ୍ନ ଥିଲେ ନିଶ୍ଚୟ ଧନୀ ହେବେ ଆପଣ, ଏବେ ହିଁ ଦେଖନ୍ତୁ ଆପଣଙ୍କ ଶରୀରରେ ଅଛି କି ଏହି ଚିହ୍ନ ?

ନମସ୍କାର ବନ୍ଧୁଗଣ, ଧନର ଲୋଭ ଆଜିର ଏ ଦୁନିଆକୁ ସମ୍ପୂର୍ଣ ରୂପେ ଗ୍ରାସୀ ସାରିଲାଣି । ସମସ୍ତେ ଧନ କମେଇବା ପାଇଁ ନିଜର ଦିନ ରାତି ଏକ କରିଦେଇଛନ୍ତି । ହେଲେ ସବୁ ଲୋକ କଷ୍ଟ କଲେ ମଧ୍ୟ ଧନ କମେଇ କୋଟିପତି ହେଇପାରନ୍ତି ନାହିଁ । କାରଣ ତାଙ୍କ ଭାଗ୍ୟ ତାଙ୍କ ସାଥିରେ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ  4ଟି ଚିହ୍ନ ବିଷୟରେ ଯାହା ଶରୀରରେ ଥିଲେ ଆପଣଙ୍କ ଭାଗ୍ୟ ଆପଣଙ୍କୁ କରିଦେବ ଧନୀ ।

ସମୁଦ୍ର ଶାସ୍ତ୍ରରେ ସମ୍ପୂର୍ଣ ରୂପେ ଏହିସବୁ ବିଷୟରେ ଉଲ୍ଲେଖ ରହିଛି ।ପ୍ରଥମେ ଜାଣନ୍ତୁ, ଯେଉଁ ବ୍ଯକ୍ତିର ହାତ ପାପୁଲିର ମଝି ଭାଗରେ ରଥ, ଚକ୍ର ଓ ଧ୍ଵଜର ଚିହ୍ନ ଥାଏ ସେହି ବ୍ୟକ୍ତିଙ୍କୁ ଶାସନ କରିବାର ବହୁତ ଅବସର ପ୍ରାପ୍ତ ହୁଏ । ଏବଂ ଯେଉଁ ବ୍ୟକ୍ତିଙ୍କ ପାପୁଲି ମଝିରେ କଳା ଯାଇ ଥାଏ ସେମାନେ ଧନବାନ ଓ ସାମାଜିକ କ୍ଷେତ୍ରରେ ଧନବାନ ହୋଇଥାନ୍ତି ।

ଦିତୀୟରେ ଜାଣନ୍ତୁ, ଯେଉଁ ବ୍ୟକ୍ତିର ପାଦରେ ଚକ୍ର ଏବଂ କମଳର ଚିହ୍ନ ଥାଏ ସେମାନଙ୍କ ପାଖରେ ବହୁତ ଧନ ଥାଏ  । ଏବଂ ଏମିତି ଲୋକ ଧନ ସମ୍ପତି ଓ ସୁଖ ସୁବିଧାର ଆନନ୍ଦ ଉଠାଇ ଜୀବନ କଟାନ୍ତି । ତୃତୀୟରେ ଜାଣନ୍ତୁ, ଯେଉଁ ଲୋକଙ୍କ ପାଦ ତଳେ କଳାଜାଇ ଥାଏ ସେହି ଲୋକ ଉତ୍ତମ ଶାସକ ହୋଇଥାନ୍ତି । ଚତୁର୍ଥରେ ଜାଣନ୍ତୁ, ଯେଉଁ ଲୋକଙ୍କ ମଝି ଆଙ୍ଗୁଠିରୁ ମଣି ବନ୍ଧ ପର୍ଯ୍ଯନ୍ତ ରେଖା ସ୍ପଷ୍ଠ ଦେଖାଯାଏ  ତେବେ ସେହି ଲୋକଙ୍କୁ ସବୁ ପ୍ରକାରର ସୁଖ ଓ ଯଶ ପ୍ରାପ୍ତି ହୋଇଥାଏ ।

ଏହି ସବୁ ଚିହ୍ନ ଗୁଡିକ ଥିଲେ ଜାଣି ରଖନ୍ତୁ ଏମାନେ ଜନ୍ମରୁ ହିଁ ଧନୀ ।ଯେତେ ଚେଷ୍ଟା କାଲେ ମଧ୍ୟ ଏମାନଙ୍କୁ କେହି ତଳେ ପକାଇ ପାରିବେଣୀ । ଅଜସ୍ର ଧନର ମାଲିକ ହେବେ । ମାନ ସମ୍ମାନ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ । ଲୋକ ମାନେ ଏମାନଙ୍କ ଉନ୍ନତି ଦେଖି ଯେତେ ରାଗ ହିଂସା ବା ଈର୍ଷା କଲେ ମଧ୍ୟ କିଛି ଲାଭ ହେବନି । କାରଣ ଏମାନେ ବହୁତ  ଭାଗ୍ୟଶାଳୀ ଅଟନ୍ତି ।

ଦୁନିଆରେ ଲୋକ ମାନେ ଏମାନଙ୍କୁ ବହୁତମାନ ସମ୍ମାନ ଦେବେ । କିଛି ଲୋକ ବହୁତ କଷ୍ଟ କରନ୍ତି ନିଜ ଜୀବନରେ । ଅକ୍ଲାନ୍ତ ପରିଶ୍ରମ ପରେ ବି ଧନ କମେଇ ଦୁଇ ପ୍ରାଣୀ ଖାଇ ପଇସା ବଞ୍ଚିବା କଷ୍ଟ ସାଧ୍ୟ ହୋଇପଡେ କାରଣ ତାଙ୍କ ଭାଗ୍ୟ ସାଥିରେ ନଥାଏ ପୂର୍ବ ଜନ୍ମ କର୍ମ ହେତୁ । କିନ୍ତୁ କିଛି ବ୍ୟକ୍ତି କଷ୍ଟ ନ କରି ମଧ୍ୟ ନିଜ ଜୀବନରେ ଅଏସ ଆରାମରେ ଜୀବନ କାଟନ୍ତି ।

କାରଣ ତାଙ୍କ ପୂର୍ବ ଜନ୍ମର ପୂଣ୍ୟ ଫଳ ତାଙ୍କୁ ଏହି ଜନ୍ମରେ ମିଳେ । ତେଣୁ ସବୁବେଳେ ନିଜକୁ ଭଲ କର୍ମରେ ଲଗାନ୍ତୁ । ଆଶା କରଛୁ ପୋଷ୍ଟଟି ନିଶ୍ଚୟ ଭଲ ଲାଗିବ । ତେଣୁ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ  ।  ଧନ୍ୟବାଦ ।

Leave a Reply

Your email address will not be published. Required fields are marked *