କାହିଁକି ବଞ୍ଚନ୍ତି ନାହିଁ କୈଳାସ ପର୍ବତକୁ ଚଢୁଥିବା ଆରୋହି ? Mystery of kailash parvat

ଆପଣ ମାନେ ଜାଣିଥିବେ କୈଳାସ ପର୍ବତରେ ଯିଏ ଆରୋହଣ କରିବାକୁ ଯାଇଥାଏ ସେ କେବେ ଆଉ ଫେରେ ନାହି । କିନ୍ତୁ ଆଜିର ଆମର ଏହି ଲେଖାରେ ଏହି କଥାର କିଛି ନୂଆ ଖୁଲାସା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ରୁଷରେ ରହୁଥିବା ଜଣେ ପର୍ବତାରୋହୀ କୈଳାସ ପର୍ବତ ଉପରେ ଛାଡିବା ଆରମ୍ବ କରିଥିଲେ । ଅଧା ରାସ୍ତା ହେବା ପରେ ହଟାତ ତାଙ୍କ ନିଶ୍ଵାସ ନେବାରେ ଅସୁବିଧା ହେଲା । କିନ୍ତୁ ସେଠାରେ ଅମ୍ଳଜାନ ସଫିସେନ୍ଟ ଥିଲେ ମଧ୍ୟ ତାଙ୍କୁ ଅଣ ନିଶ୍ଵାସୀ ଅନୁଭବ ହେଲା ।

କିନ୍ତୁ ସେ ହାର ନ ମାନି ଆଗକୁ ବଧିବାକଉ ଲାହିଲେ । କିଛି ଦୂର ଯିବା ପରେ ସେହି ବ୍ୟକ୍ତିର ହାର୍ଟବିଟ ତେଜ ହେବାକୁ ଲାଗିଲା । ଯେଉଁ ବ୍ୟକ୍ତି ମାଉଣ୍ଟ ଏଭରେଷ୍ଟ ପର୍ବତ ଚଢିବାରେ ସଫଳ ହୋଇଥିଲେ ସେ କୈଳାସ ପର୍ବତ ଚଢିବା ପାଇଁ ଭୟ କରିବାକୁ ଲାଗିଲେ । କାରଣ ସେହି ବ୍ୟକ୍ତିଙ୍କୁ ଅନୁଭବ ହେଲା ଯେ କେହି ତାଙ୍କ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏହା ପରେ ପର୍ବତାରୋହୀ ଜଣକ ଛାଡିବା ବନ୍ଦ କରିବା ପାଇଁ ନିଷ୍ପତି ନେବା ପରେ ପଛକୁ ଫେରିଥିଲେ ।

ସେହି ବ୍ୟକ୍ତି ଜଣକ ପାଖକୁ ଫେରିବା କ୍ରମେ ତାଙ୍କୁ ନିଶ୍ଵାସ ନେବାରେ ସହଜ ହେବାକୁ ଲାଗିଲା । ଏହା ପରେ ପର୍ବତାରୋହୀଙ୍କୁ ଅନୁଭବ ହେଲା ଯେ କୈଳାସ ପର୍ବତରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯିଏ ଏହାର ପ୍ରତିବନ୍ଧକ ସାଜି ରହିଛି । ତେବେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା । ହିନ୍ଦୁ ଧର୍ମରେ ଅନେକ ପୌରଣିକ କଥା ରହିଛି ଯାହାର ମାନ୍ୟତା ଆଜି ବି ରହିଛି । ହିନ୍ଦୁ ଧର୍ମ ଅନୁସାରେ କୈଳାସ ପର୍ବତରେ ଆଜି ବି ମହାଦେବଙ୍କର ବାସ ରହିଛି ।

କୁହାଯାଏ ଯେ ଦୁନିଆର ସବୁ ଅଲୌକିକ ଶକ୍ତିର ଜନ୍ମ ଏହି କୈଳାସ ପର୍ବତ ଠାରୁ ଆରମ୍ଭ ହୋଇଥିଲା । ହିମାଳୟ ଠାରୁ ଉଚ୍ଛା ନ ଥିଲେ ମଧ୍ୟ କୈଳାସ ପର୍ବତର ଆକାର ଦେଖିବାକୁ ଭିନ୍ନ ହୋଇଥାଏ । ଏକ ରିସର୍ଚରୁ ଜଣା ପଡିଛି ଯେ ପୃଥିବୀରେ ଯେଉଁ ଜାଗାରେ କୈଳାସ ପର୍ବତ ରହିଛି ତାହା ମୁଖ୍ୟ ଭାଗ ପୃଥିବୀର ଅଟେ । ଏହି କାରଣ ଯୋଗୁ ଯେଉଁ ବ୍ୟକ୍ତି କୈଳାସ ପର୍ବତ ଉପରକୁ ଆରୋହଣ କରିବାକୁ ଯାଏ ତାର ଦିଶା ସୂଚକ ଯନ୍ତ୍ର ବନ୍ଦ ହୋଇଯାଏ ।

ସୂତ୍ର ଅନୁସାରେ କୈଳାସ ପର୍ବତରୁ ୪ଟି ଦିଗର ମିଳନ ହୋଇଥାଏ । ଏହି ପର୍ବତ ଜୀବଜନ୍ତୁଙ୍କୁ ଉତ୍ତମ ବାତାବରଣ ଦେଉ ଥିବାରୁ ଏହାକୁ ପ୍ରାକୃତିକ ଭଣ୍ଡାର ମାନାଯାଏ । ଯେଉଁ ବ୍ୟକ୍ତି କୈଳାସ ପର୍ବତ ଅଧା ରାସ୍ତା ଯାଏଁ ଯାଇ ନ ଥିବ ସେ ଅନୁଭବ କରିଥାଏ ଯେ ସେଠାରେ କୌଣସି ଶକ୍ତି ରହିଛି ଯାହା ସନ୍ଦେଶ ଦେଉଛି କି ସେଟାକୁ ନ ଯିବା ପାଇଁ ।

ବୈଜ୍ଞାନିକ ମାନେ ରିସର୍ଚ କରି କୈଳାସ ପର୍ବତ ବିଷୟରେ କହିଛନ୍ତି ଯେ ଏହି ପର୍ବତ ପ୍ରାକୃତିକ ଭଳି ମାନେ ହେଉ ନାହି ବରମ ମଣିଷ ଦ୍ଵାରା ତିଆରି ହୋଇଥିବା ଭଳି ଲାଗୁଛି । ଏଠାରେ ଅଲଗା ପ୍ରକାରର ରେଡିସିୟନ ହେବାରୁ ସେଠାକୁ ନ ଯିବା ପାଇଁ ବ୍ୟାନ କରା ଯାଇଛି । ୨୦୦୧ରେ ଶେଷ ଥର ପାଇଁ ସ୍ପେନର ପ୍ରବତାରୋହୀ ମାନେ କୈଳାଶ ପର୍ବତ ଚଢିବା ଆରମ୍ଭ କରିଥିଲେ ମଧ୍ୟ ଅଧା ରାସ୍ତାରୁ ଫେରି ଆସିଥିଲେ ।

କାରଣ ସେଠାରେ କିଛି ଅଲୌକିକ ଶକ୍ତିର ଆଭାସ ସେମାନେ ଜାଣି ପାରିଥିଲେ । ତେବେ ସେହି ଶକ୍ତି ମହାଦେବ ସ୍ଵୟଂ ହୋଇ ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *