କାଲିଠୁ ଶେଷ ହେବ ଶନିଙ୍କର ଢେୟା, ଏହି 5ଟି ରାଶିଙ୍କୁ ମିଳିବ ଅପାର ଖୁସି… ହେବ ଧନର ବର୍ଷା

ଜ୍ଯୋତିଷ ଶାସ୍ତ୍ରରେ ସନୀଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି । ଶନି ଦେବା ମନୁଷ୍ୟଙ୍କୁ ନିଜ କର୍ମ ହିସାବରେ ଫଳ ଦେଇଥାନ୍ତି । ଯଦି କୌଣସି ବ୍ୟକ୍ତି କୁଣ୍ଡଳିରେ ଶନି ଶୁଭ ସ୍ଥିତିରେ ରହିଛି ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ସବୁ ସୁଖ ସୁବିଧା ମିଳିଥାଏ । ସେହି ବ୍ଯକ୍ତିର ଜୀବନ ହସ ଖୁସିରେ ବ୍ଯତୀତ ହୋଇଥାଏ । ଶନି ଦେବଙ୍କୁ ଅଧିକ କ୍ରୋଧୀ ଦେବତା ବୋଲି ମଧ୍ୟ କୁହାଯାଇ ଥାଏ । ଶାସ୍ତ୍ରରେ କୁହାଯାଇଚିକି ଶନି ଦେବଙ୍କ ଉପରେ ଯାହାର ପ୍ରଭାବ ପଡିଯାଇଥାଏ ସେହି ମଣିଷ ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଇଥାଏ । ଶନି ଦେବଙ୍କ ଶୁଭ ଦ୍ରୁଷ୍ଟି ପଡିଲେ ମଣିଷ ରଙ୍କରୁ ରାଜା ମଧ୍ୟ ହୋଇଥାନ୍ତି ।

କିଛି ରାଶିର ଜାତକଙ୍କ ଉପରେ ଶନି ଦେବଙ୍କ ଶୁଭ ଦ୍ରୁଷ୍ଟି ପଡିବାକୁ ଯାଉଛି । ଏମାନଙ୍କର ଢେୟା ଏବେ ଶେଷ ହେବାକୁ ଯାଉଛି । ଖରାପ ସମୟକୁ ଦୂର କରିବା ପାଇଁ ଆପଣଙ୍କୁ ଅଧିକରୁ ଅଧିକ ଶନି ଦେବଙ୍କର ମନ୍ତ୍ର ଜପ କରିବାକୁ ପଡିବ । ଏହା କରିବା ଦ୍ଵାରା ଶନି ଦେବଙ୍କର ଅଶୁଭ ପ୍ରଭାବ ଆପଣଙ୍କ ଉପରେ ନପଡୁ । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଶନିଦେବଙ୍କୁ ଖୁସି କରିବା ବହୁତ କଠିନ କାମ ହୋଇଥାଏ । ଯେଉଁ ମନୁଷ୍ୟ ଉପରେ ଶନି ଦେବଥରେ କୃପା କରିଥାନ୍ତି ତାର ଭାଗ୍ୟ ବଦଳି ଯାଇଥାଏ । ତାଙ୍କ ଜୀବନରେ ଅପାର ଖୁସି ମିଳିଥାଏ ।

ତାଙ୍କ ଭାଗ୍ୟରେ ପଇସା ଆସିବାର ଆରମ୍ଭ ହୋଇଯାଇଥାଏ । ଶନିବାର ଦିନ କୌଣସି କଳା ଜିନିଷ କିଣନ୍ତୁ ନହିଁ । ତେଲ ଲୁଣ ଲୁହା ଇତ୍ୟାଦି କିଣିବା କଥା ନୁହେଁ । ଯଦି ଏହି ଜିନିଷ ଦାନ କରିବେ ତେବେ ସାନୋଇ ଦେବ ଆପଣଙ୍କ ଉପରେ ବହୁତ ଦୟା କରିବେ । ଆପଣ ଶନିଦେବଙ୍କ ଚାଳିଶା ମଧ୍ୟ ପାଠ କରି ପାରିବେ । ମହା ମୃତୁଞ୍ଜୟ ମନ୍ତ୍ରର ମଧ୍ୟ ଜପ କରି ପାରିବେ । କାରଣ ମହାଦେବ ଶନି ଦେବଙ୍କ ଗୁରୁ ଅଟନ୍ତି । ହନୁମାନ ଚାଳିଶା ଓ ସୁନ୍ଦର କାଣ୍ଡର ମଧ୍ୟ ପାଠ କରନ୍ତୁ । ଶନି ଅଷ୍ଟକର ପାଠ କରନ୍ତୁ, ସୁର୍ଜ୍ୟଦେବଙ୍କ ଉପାସନା ମଧ୍ୟ କରନ୍ତୁ ।


ସିଂହ ରାଶି :- ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଏବେ ଖତମ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଏବେ ଶନି ଦେବ ବହୁତ ଆଶୀର୍ବାଦ କରିବାକୁ ଯାଉଛନ୍ତି । ଆପଣଙ୍କୁ ସଫଳତା ମଧ୍ୟ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ । ଆପଣ ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ ।


କନ୍ୟା ରାଶି :- ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନି ଦେବ ମେହେରବାନ ହେବାକୁ ଯାଉଛନ୍ତି । ଶନି ଦେବଙ୍କ କୃପା ଦ୍ରୁଷ୍ଟି ଲଗାତର ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଯାହାବି ସମସ୍ଯା ଚଳୁଥିଲା । ସେହି ସବୁ ସମସ୍ୟାର ଏବେ ଅନ୍ତ ହେବାକୁ ଯାଉଛି । ଆପଣଙ୍କୁ ଆସୁଥିବା ସମୟରେ ବହୁତ ବଡ ଧନ ଲାଭର ସମ୍ଭାବନା ହେବାକୁ ଯାଉଛି ।


ମକର ରାଶି :- ଆପଣଙ୍କ ସମୟ ବହୁଅତ ଭଲ ଚାଲିଛି ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ଚାକିରି ମିଳିବା ସହିତ ଆପଣଙ୍କ ଅଟକିଥିବା କାମ ମଧ୍ୟ ପୁରା ହେବାକୁ ଲାଗିବ । ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାର କଷ୍ଟ ଦୂର ହେବ । ଆପଣଙ୍କୁ ଆପଣଙ୍କ ଜୀବନରେ ତେଜୀ ଭାବରେ ସଫଳତା ମିଳିବାରୁ କେହି ରୋକୀ ପାରିବେ ନହିଁ ।


ବିଛା ରାଶି :- ଆପଣଙ୍କ ଜୀବନରେ ସବୁ ସମସ୍ଯା ଏବେ ଶନି ଦେବ ଶେଷ କରିବାକୁ ଯାଉଛନ୍ତି । ବୈବାହିକ ଜୀବନ ବହୁତ ବଢିଆ ରହିବ । ଆପଣଙ୍କ ସାଢେ ସାତି ଖତମ ହେବାକୁ ଯାଉଛି । ଏହା ସହିତ ଆପଣଙ୍କ ଉପରେ ଶନି ଦେବଙ୍କ ଢେୟା ମଧ୍ୟ ନହିଁ । ରୋକୀ ହୋଇଥିବା କାମ ମଧ୍ୟ ଏବେ ପୁରା ହେବ । ବଡ ପ୍ରୋଜେକ୍ଟ ମଧ୍ୟ ଆପଣଙ୍କ ହାତରେ ଲାଗିପାରେ ।


କୁମ୍ଭ ରାଶି :- ଆପଣଙ୍କ ଉପରେ ଶନି ଦେବଙ୍କ ଢେୟା ଚାଲିଛି । କିନତି ଏତେଟା ଆପଣଙ୍କୁ ଶନିଙ୍କ ପ୍ରଭାବ ପଡିବ ନହିଁ । ଆପଣଙ୍କୁ ଶନି ଦେବଙ୍କ ମନ୍ତ୍ର ଅଧିକରୁ ଅଧିକ କରିବାକୁ ହେବ । ଆଉ ଆପଣଙ୍କୁ ଆହୁରି ଅଧିକ ସଫଳତା ମିଳିବ । ଆପଣଙ୍କ ରାଶିରେ ବୁଦ୍ଧଦିତ୍ୟ ରାଜୋଯୋଗ ବନୁଛି ।

Leave a Reply

Your email address will not be published. Required fields are marked *