ସ୍ତ୍ରୀ ମାନେ ଏହି 5ଟି କାମ କଲେ ହେବ ସର୍ବନାଶ – ସ୍ୱାମୀ ହେବେ କାଙ୍ଗାଳ | Jyotisha Shastra

ହିନ୍ଦୁ ଧର୍ମରେ ୧୬ ସଂସ୍କାରର ପ୍ର-ଥା ରହିଛି ଯାହା ମଧ୍ୟରେ ବିବାହ ପ୍ର-ଥାକୁ ସବୁଠାରୁ ଖାସ ବୋଲି କୁହାଯାଇଥାଏ । କାହିଁକି ନା ବିବାହ ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭାଗ୍ୟ ଏକ ସାଙ୍ଗରେ ଯୋ-ଡି ହୋଇଯାଇଥାଏ । ଏହା ପରେ ସେମାନେ ଯେଉଁ କ-ର୍ମ କରନ୍ତି ଭଲ ହେଉ ବା ଖ-ରା-ପ ତାର ଫଳ ସ୍ୱରୂପ ଦୁଇଜଣଙ୍କ ଉପରେ ସମାନ ଭାବରେ ପଡିଥାଏ । ଯଦି ଦୁଇଜଣଙ୍କ ମଧ୍ୟରୁ ଭଲ କ-ର୍ମ ବା ଖ-ରା-ପ କର୍ମ କଲେ ତାହାର ଫଳ ଦୁଇଜଣଙ୍କୁ ଭୋ-ଗି-ବା-କୁ ପଡିଥାଏ । ଭବିଷ୍ୟ ପୁରଣର ବ୍ରହ୍ମ ପର୍ବରେ ସ୍ତ୍ରୀ ମାନଙ୍କର ଏମିତି ପଞ୍ଚୋଟି କର୍ମ ସ-ମ୍ବ-ନ୍ଧ-ରେ ଉଲେଖ ରହିଛି ଯାହାକୁ ଜଣେ ସ୍ତ୍ରୀ ନୀତି ଦିନ ଜୀବନରେ କରିଥାଏ ।

ତାର ସ୍ଵାମୀର ଭାଗ୍ୟ କେବେବି ତାକୁ ସାଥ ଦେଇନଥାଏ । ସେ ସର୍ବଦା ଗରିବ ଜୀବନ ବିତାଇଥାଏ । ଆଜିକାଲିର ସ୍ତ୍ରୀ ମାନେ ବହୁତ ଆଧିନିକ ସ୍ଵଭାବର ହୋଇଗଲେଣି । ପ୍ରାୟ ସ୍ତ୍ରୀ ତାଙ୍କ ଜାଣତରେ ହେଉ କି ଅଜାଣତରେ ଏମିତି କିଛି ଛୋଟ ଛୋଟ ଭୁଲ କରି ଦେଇଥାନ୍ତି ଯାହା ଫଳରେ ତାଙ୍କୁ ବହୁତ ଅ-ସୁ-ବି-ଧା-ର ସମ୍ମୁଖିନ୍ନ ହେବାକୁ ପଡିଥାଏ । ଯଦି ଘରର ସ୍ତ୍ରୀ ସବୁବେଳେ କଳି ଝ-ଗ-ଡା କରୁ କିମ୍ବା କ-ଟୁ କଥା କହୁଥାଏ ବା ଏହି ସ୍ଵଭାବର ହୋଇଥାଏ । ତେବେ ଜାଣନ୍ତୁ ସେହି ଘରର ଭାଗ୍ୟ କେବେବି ଭଲ ହୋଇନଥାଏ । କାରଣ କ-ଳି ଝ-ଗ-ଡା ଓ କ-ଟୁ କଥା ଇତ୍ଯାଦି ଏମିତି ସ୍ଵାଭାବଫଳରେ ଅନ୍ୟ ମାନଙ୍କୁ ସର୍ବଦା ଦୁଃଖ ବା କ-ଷ୍ଟ ଦେଇଥାନ୍ତି ।

ଘରେ ସର୍ବଦା ଅଭାବ ଲାଗି ରହିଥାଏ । ଯଦି ଘରର ସ୍ତ୍ରୀ ସକାଳର ବହୁତ ଲେ-ଟ ପର୍ଯ୍ୟନ୍ତ ସୋଇଥାନ୍ତି । ସେଇ ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନହିଁ । ଯାହା ଫଳରେ ଘରେ ଆର୍ଥିକ ସ-ମ-ସ୍ଯା ଆସିଥାଏ । ଯାହା ପରିବାରର ବି-ଶୃ-ଙ୍ଖ-ଳା-ର କାରଣ ମଧ୍ୟ ହୋଇଥାଏ । ଯେଉଁ ଘରର ସ୍ତ୍ରୀ ସବୁବେଳେ କିଛି ନା କିଛି ଖାଉଥାଏ । ମାନେ ନିଜ ଭୋକ ଠାରୁ ଅଧିକ ଭୋଜନ କରୁଥାଏ ସେ ଘରେ ସର୍ବଦା ଅଭାବ ଲାଗି ରହିଥାଏ । ଆଉ ସେମାନଙ୍କ ସ୍ଵାମୀଙ୍କୁ କେବେବି ଭା-ଗ୍ଯର ସହଯୋଗ ମିଳିନଥାଏ ।


ଯେଉଁ ଘରର ସ୍ତ୍ରୀ ପ୍ରତେକ ଦିନ ସ୍ନାନ କରିନଥାନ୍ତି କିମ୍ବା ଗା-ଧୋ-ଇ-ବା ପରେ ଠାକୁର ପୂଜା ଆଦି କାମ କରିବାକୁ ପସନ୍ଦ କରିନଥାନ୍ତି । ସେ ଘର ଭାଗ୍ୟ କେବେବି ଖୋଲି ନଥାଏ । ଏମାନନକୁ ସର୍ବଦା ଦୁ-ର୍ଭା-ଗ୍ଯ-ର ସାମ୍ନା କରିବାକୁ ପଡିଥାଏ । ଯେଉଁ ଘରର ସ୍ତ୍ରୀ ଘରକୁ ଠିକ ଭାବରେ ସ-ଫା ସୁ-ତୁ-ରା ରଖିନଥାଏ । ରାତ୍ରି ଭୋଜନ ପରେ ଅ-ଇଁ-ଠା ବା-ସ-ନ- ପକାଇ ରଖନ୍ତି । ସେମାନନକ ଗୃହରେ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରିନଥାନ୍ତି ।

Leave a Reply

Your email address will not be published. Required fields are marked *