କମ କଥା କହୁଥିବା ଲୋକଙ୍କ ମଧ୍ୟରେ ଥାଏ ଏହି 8ଟି ଭଲ ଗୁଣ, ଦେଖନ୍ତୁ ଆପଣଙ୍କ ଭିତରେ ଅଛି କି ଏହି ଗୁଣ ?

ଏକ ମହାନ ବ୍ୟକ୍ତି କହି ଛନ୍ତି କି ଏକ ଜ୍ଞାନୀ ଲୋକ ସେତେବେଳେ କହି ଥାଏ ଜେତେବଳେ ତାକୁ ଲାଗେ କି ଏହି ଜାଗାରେ କହିବା ଦରକାର ଥାଏ । କିନ୍ତୁ ଏକ ମୂର୍ଖ ଲୋକ କେତେବେଳେ କଣ କହି ଥାଏ ଜାଣି ପାରି ନଥାଏ । କୁହାଯାଏ କି ତାକୁ କେବଳ କହିବାର ଥାଏ ତ ସେ କହି ଚାଲି ଥାଏ । କିଛି ଲୋକମାନେ କହି ଥାନ୍ତି କି କମ କହୁଥିବା ଲୋକମାନେ ନିଶ୍ଚିତ ଭାବେ କମ କଥା କହି ଥାନ୍ତି ।

କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ତ ସେମମାନେ ସବୁ ବେଳେ ଅଧିକ ବୁଦ୍ଧିଆ ଥାନ୍ତି । କୁହାଯାଏ କି କମ କଥା କ୍କହୁଥିବା ଲୋକମାନେ, କମ ଚିନ୍ତା କରି ନଥାନ୍ତି କିମ୍ବା କମ ଭାବୀ ନଥାନ୍ତି । ଏମାନଙ୍କ ର କିଛି ଖାଶ ଗୁଣ ଥାଏ ଆଜି ଆମେ କହିବା ପାଇଁ ଯାଉଛୁ କି ଭଲ ଗୁଣ କଣ କଣ ଅଟେ ଏହି ବ୍ୟକ୍ତି ମାନଙ୍କର ।

ପ୍ରଥମ ଗୁଣ ହେଉଛି କି କମ କଥା କହୁଥିବା ଲୋକମାନେ ବୁଦ୍ଧି ମାନ ଥାନ୍ତି । ଏହା ସହ ସାମନା ରେ ଥିବା ଲୋକମାନେ ନିଜ କଥାକୁ ଆପଣଙ୍କ ଆଗରେ ରଖୀ ଥାନ୍ତି ଓ ସେମାନଙ୍କୁ ଲାଗି ଥାଏ କି ଆପଣ ସେମାନାଙ୍କ କଥାର ମାନ୍ୟତା ରଖି ଛନ୍ତି ।

କମ କଥା କହୁଥିବା ଲୋକମାନେ ସବୁଠାତୁ ଅଧିକ ଇଟେଲିଜେଣ୍ଟ ଥାନ୍ତି କାରଣ ଏମାନେ ସବୁ ବେଳେ ନିଜ କଥାକୁ କମ କଥାରେ କହି ଥାନ୍ତି ଯାହା ଦ୍ଵାରା ସାମନା ଲୋକକୁ ନିଜ ମନ କଥାକୁ କହି ଦେଇ ଥାନ୍ତି । ନିଜ ଭାବନାକୁ ଖୁବ କମ ଶବ୍ଦ ରେ କହୁଥିବା ଲୋକଙ୍କୁ ଇଣ୍ଟେଲିଜେଣ୍ଟ ।

କମ କହୁଥିବା ଲୋକମାନେ ଖୁବ ଭଲ ସାଙ୍ଗ ହୋଇଥାନ୍ତି । କାରଣ ଏମାନେ ଅନ୍ୟର କଥା ଶୁଣି ଥାନ୍ତି ଓ କାହାକୁ ଅଧିକ ବିରକ୍ତ ମଧ୍ୟ କରି ନଥାନ୍ତି । ଯାହା ଦ୍ଵାରା ଏମାନେ ଖୁବ ଭଲ କଥା କହି ଦେଇ ପରି ଥାନ୍ତି ସାମନାକୁ ।

ଏମାନେ ଖୁବ ଅଧିକ ସଫଳ ହୋଇ ଥାନ୍ତି ଏମାନେ କାମ କରିକି ଆଗକୁ ଜୀବା ପାଇଁ ଭଲ ପାଇ ଥାନ୍ତି । ଯଦି କାହା ପାଖରେ ଏତେ ଅଧିକ ଭଲ ଗୁଣ ଥାଏ ତେବେ ସେମାନେ ଅଧିକ ଲାଭ ପାଇ ଥାନ୍ତି । ଏମାନେ ସବୁ ବେଳେ ନିଜ କଥା କାହାକୁ କହି ନଥାନ୍ତି । ଏମାନେ କେବେହେଲେ ଏହି ଭଳି କିଛି କହି ନଥାନ୍ତି ଯାହା ଦ୍ଵାରା କେହି ତାଙ୍କର ଖରାପ କରି ଦେଇ ଥାନ୍ତି ।

ଏମାନଙ୍କ ଆତ୍ମା ସମ୍ମାନ ମଧ୍ୟ ଭଲ ଥାଏ କାରଣ ହେଉଛି କି ଏମାନେ କାହା ସହ ଝଗଡା କରି ନଥାନ୍ତି ତେଣୁ ଏମାନଙ୍କ ସମ୍ମାନ ବଜାୟ ରହି ଥାଏ । ଏମାନେ କେବେହେଲେ ମାନଶୀକ ଚିନ୍ତାରେ ରହି ନ ଥାନ୍ତି । ଏକଲା ରହି ଏମାନେ ନିଜ କାମ କରି ପାରି ଥାନ୍ତି । ଏମାନେ ବହୁତ ସାନ୍ତ ହହୋଇ ଥାନ୍ତି । ଏମାନେ କମ କହିବା ଦ୍ଵାରା ଶତ୍ରୁ ମଧ୍ୟ କମ କରି ଥାନ୍ତି ଓ ଶାନ୍ତି ରେ ରହି ଥାନ୍ତି ।

Leave a Reply

Your email address will not be published. Required fields are marked *