କଣ ଏହି ଜନ୍ମରେ ଅମାକୁ ପୂର୍ବ ଜନ୍ମର ଦଣ୍ଡ ମିଳିଥାଏ ? Garuda Purana

ଅନେକ ସମୟରେ ଆମ ମନରେ ଏହି ପ୍ରସ୍ନ ଆସେ କି ଆମେ ଯେଉଁ ଦଶା ଭୋଗ କରୁଛେ ତାହା କଣ ଆମ ପୂର୍ବ ଜନ୍ମ ର ଫଳ କିମ୍ବା ଆମ ଏହି ଜନ୍ମ ର ଫଳ କାରଣ ଏହି ଜନ୍ମ ରେ ଆମେ କାହାର କିଛି ଖରାପ ନ କରି ଆମେ ଖୁବ ଖରାପ ଜିନିଷ କୁ ଭୋଗ କରିଥାଉ । ତେଣୁ କରି ଏହା ଜାଣିବା ପାଇଁ ଆମେ ସବୁ ବେଳେ ଚେଷ୍ଟା କରିଥାଉ କି ଆମେ ସବୁ ବେଳେ ଭଲ କାମ କରିବା ।

କିନ୍ତୁ ଆମେ ଖୁବ ଭଲ କରିବା ପରେ ଭି ଆମେ ଏହା ବୁଝି ପାରୁନୁ କଣ ପାଇଁ ଆମର ଦାରିଦ୍ରତା କିମ୍ବା ଆମ ପରିସ୍ଥିତି ଖରାପ ହେବାରେ ଲାଗିଛି । କିନ୍ତୁ ଆମେ ଶୁଣିଛେ କି ଯେଇମିତି କରିବା ସେମିତି ପାଇବା । ଯେଉଁ ମାନେ ଖରାପ କାମ କରୁଛନ୍ତି ସେମାନେ କଣ ନିଜ କର୍ମ ଅନୁସାରେ ଫଳ ପାଇବାର କଣ ଏହା ଉଚିତ ସମୟ ନୁହେଁ ।

ଏହା ସବୁ ଜାଣିବା ପାଇଁ ଆମେ ଆପଣଙ୍କୁ ଏହି ସବୁ ବିଷୟରେ କହିବା ପାଇଁ ଯାଉଛେ । ଯଦି ଦେଖିବା ପାଇଁ ଯିବା ତ ହିନ୍ଦୁ ଶାସ୍ତ୍ର ରେ ଲିଖିତ ପୂର୍ବ ଜନ୍ମ ଉପରେ କିଛି ବିସବାଶ ଅଛି । ଏହି ବିଷୟରେ ଗୀତା ରେ ମଧ୍ୟ ସବୁ କୁହା ଯାଇଛି । ଏଥିରେ କର୍ମ ର ବିଷୟରେ କୁହା ଯାଇଛି । ଭଗବାନ କୃଷ୍ଣ କହିଛନ୍ତି କି ଆମେ ଆମ ଜୀବନରେ କରୁଥିବା କାମ ସବୁ ବେଳେ ସଠିକ ହେବ ତାର କିଛି ମାନେ ନାଇ ।

ଆମେ ଦେଖିବା ପାଇଁ ଗଲେ ଭଗବାନ କୃଷ୍ଣ ଅର୍ଜୁନ କୁ କହିଛନ୍ତି କି ସେ ଆଉ ଅର୍ଜୁନ ଅନେକ ଜନ୍ମ ନେଇ ସାରିଛନ୍ତି କିନ୍ତୁ ଏହା କେବଲ ଭଗବାନ ଙ୍କୁ ମାନେ ଅଛି କିନ୍ତୁ ଏହା ଅର୍ଜୁନ ଙ୍କୁ ମାନେ ନାଇ । ଏହାର କାରଣ ହେଉଛି କି ସେମାନଙ୍କ ପାଇଁ ଏହି ଜୀବନ ନୂଆ ଅଟେ । ଏହାକୁ ବୁଝିବା ଅପାଇନ ଆଉ ଏକ ଭଲ ଉଦାହରଣ ହେଉଛି ଭଗବାନ କୃଷ୍ଣ ଓ ପିତାମହ ଙ୍କ କଥା । ମହାଭାରତ ର ଦଶମ ଦିନରେ ଯେତେବେଳେ ପିତାମହ ଭିସ୍ମ ସାରା ସଜ୍ୟାରେ ସୋଇ ଥିଲେ ଭଗବାନ କୃଷ୍ଣ ତାଙ୍କୁ ଦେଖା କରିବା ପାଇ ଯାଇଥିଲେ ।

ଏକ ଦିନ କୃଷ୍ଣ ପାଣ୍ଡବ ଙ୍କ ସହ ତାଙ୍କର ଆଶୀର୍ବାଦ ନେବା ପାଇଁ ଯାଇଥିଲେ । ସେତେବେଳେ ପିତା ମହ ତାଙ୍କୁ ପଚାରିଲେ ହେ ଭଗବାନ ମୁ କଣ ପାଇଁ ୧୮ ଦିନ ହେବ ଏହି ସାରା ସଜ୍ୟାରେ ପଡିଛି ଓ ମୋର ଦେହାନ୍ତ ହେଉନି । ଏହା ଶୁଣି ଭଗବାନ ହସିକି କହିଲେ କଣ ଆପଣଙ୍କୁ ଆପଣଙ୍କ ପୂର୍ବ ଜନ୍ମର କର୍ମ ସବୁ ମାନେ ଅଛି । ପିତାମହ କହିଲେ ହଁ ମୋତେ ମୋ ୧୦୦ ଜନ୍ମର କଥା ଏମାନେ ଅଛି । ସେ କହିଲେ ମୁ କେବେ ଭି କାହାର ଖରାପ କରିଇନି ।

କୃଷ୍ଣ କହିଲେ ଆଜ୍ଞା ହଁ ଆପଣ ୧୦୦ ଜନ୍ମ ଯାଏ କେବେ ଭି କାହାର ଖରାପ କରି ନାହାଁନ୍ତି ଶେଠୀ ପାଇଁ ଆପଣ ସବୁ ବେଳେ ରାଜ ବଂଶରେ ଜନ୍ମ ନେଇ ଆସିଛନ୍ତି । କିନ୍ତୁ ଆପଣ ୧୦୧ ଜନ୍ମ ରେ ଏହି ଭଳି ଏକ ତପି ବଂସରେ ଜନ୍ମ ଗ୍ରହଣ କରିଥିଲେ । ଯେତେବେଳେ ଆପଣଙ୍କ ଯୁବକ ଅବସ୍ଥାରେ ଥିଲେ ସେତେବେଳେ ଜଙ୍ଗଲ ରାସ୍ତାରେ ନିଜ ଅଶ୍ଵ ନେଇ ଯାଉଥିବା ବେଳେ ଏକ କେଙ୍କଟ ଆଶିକି ଆପଣଙ୍କ ଉପରେ ପଡିଥିଲା ଆପଣ ତାକୁ ନିଜ ଖଣ୍ଡାରେ ଟେକିକି ପକେଇ ଦେଇ ଥିଲେ ଓ ସେ ଯାଇକି ଏକ କଣ୍ଟା ଗଛରେ ପଡିଥିଲା ଓ ତାର ମୃ-ତ୍ୟୁ ହୋଇ ଥିଲା ।

ଆପଣଙ୍କ କର୍ମ ସବୁ ବେଳେ ଭଲ ଥିଲା ଶେଠୀ ପାଇଁ ଆପଣ କେବେଭି ସେହି ଅ-ଭି-ଶା-ପ ର ଶିକାର ହୋଇ ନ ଥିଲେ । କିନ୍ତୁ ଦ୍ରୋପତି ଙ୍କ ବସ୍ତ୍ର ହରଣ ବେଳେ ଆପାଙ୍କ ଚୁପତି ଆପଣଙ୍କୁ ପା-ପର ଭାଗୀଦାର କରାଇଲା ଓ ଆପଣ ଏହି ଦଶାରେ ପଡିଲେ । ଏଥିରୁ ଆମେ ଏହା ଶିକ୍ଷା କଲେ କି ଆମେ ଜୀବନରେ ଯାହା ଭି ପା-ପ କରୂ କିମ୍ବା ପୁଣ୍ୟ କରୁ ଏହାର ଫଳ ମିଳିବ ହିଁ ମିଳିବ ।

Leave a Reply

Your email address will not be published. Required fields are marked *