କଣ ସତରେ ଅଛନ୍ତି ହିନ୍ଦୁ ଧର୍ମରେ 33 କୋଟି ଦେବୀ ଦେବତା ?

ଆପଣ ମାନେ ଜାଣି ଥିବେ କି କୁହାଯାଏ କି ହିନ୍ଦୁ ଧର୍ମ ଅନୁସାରେ କୁହାଯାଇଛି କି 33 କୋଟି ଦେବା ଦେବୀ ଅଛନ୍ତି । ଆମ ଧର୍ମ ମଧ୍ୟ ସନାତନ ଧର୍ମ ରୁ ଆସିଛି । ଆମେ କହିବା କି ଭଗବାନ ଙ୍କ ମତ ଅନୂଶାରେ ଦେଖିବା କୁ ଯିବାତ ଏହାର କିଛି ଅର୍ଥ ନାଇ । କେଉଁ ଭି ବେଦ ରେ କେଉଁ ଠାରେ କୁହାଯାଇନି କି ଏହା 33 କାରୋଡ ବୋଲି କୁହାଯାଏ କି 33 କୋଟି । ଏହାର ମାନେ ଆଉ କିଛି ହୋଇଇ ଥାଏ ଯେଉଁ ଭଳି କି କିଛି ଶବ୍ଦ ର ଆଠ ଅନେକ ଜାଗାରେ ଅଲଗା ଅଲଗା ହୋଇ ଥାଏ ଯେଉଁ ଭଳି କି ତିରଷକ ଏହାର ମାନେ ବାଣ, କୁଳ, ସମୀପ ମଧ୍ୟ ।

ଏହି ଭଳି କିଛି ହୋଇଛି ଆମ ବେଦ ପୁରାଣରେ । ଆମ ବେଡରେ ଲେଖା ହୋଇଥିବା ଜିନିହସକୁ ସରଲ କରିବା ପାଇଁ ଯେଉଁ ଉପାୟ ମାନ କରା ଯାଇଛି ତାହା ମଧ୍ୟରେ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କୋଟି ଶବ୍ଦ ର ଦୁଇଟି ମାନେ ଅଛି । ଏହାର ମାନ ହେଉଛି ପ୍ରକାର, ଆଉ କୋରୋଡ ।

ଏହାର ମାନେ ହେଉଛି କି 33 ପ୍ରକାର ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହା ମଧ୍ୟ କୁହାଯାଏ କି ଆପଣଙ୍କୁ କୋଟି କୋଟି ପ୍ରଣାମ ଏହାର ମାନେ ହେଉଛି କି ଯେତେ ପ୍ରକାର ପ୍ରମାଣ ଅଛି ଆପଣଙ୍କୁ ଏହା ସବୁ କିଛି ସମର୍ପିତ । ତେବେ ଆଜି ଆମେ ଜାଣିବା କେଉଁ କେଉଁ ମାନେ ଅଟନ୍ତି 33 କୋଟି ଦେବତା ।

ଏମାନଙ୍କ ମଧ୍ୟରୁ 8 ଜଣ ବସ ଅଟନ୍ତି ଏହାର ମାନେ ହେଉଛି ଯେଉଁ ମାନେ ଆତ୍ମା କୁ ତିଆରି କରିଛନ୍ତି । ଏମାନେ ହେଉଛନ୍ତି ଅଗ୍ନି, ଜଳ, ବାୟୁ, ଆକାଶ, ଧାରିତ୍ରି, ଚନ୍ଦ୍ରମା, ସୂର୍ଯ୍ୟ, ନକ୍ଷତ୍ର । ଏମାନେ ଧାରଣ କରିବା କ୍ଷମତା । ଏହା ପରେ ଆସେ 11 ରୁଦ୍ର ଯାହା ଆମ ଶରୀର ରୂ ବାହାରି ଗଲା ପରେ ମନୀଷ ଶରୀର ପିଣ୍ଡ ସମାନ ।

ଏହି ରୁଦ୍ର ମାନେ ହେଲେ ପ୍ରାଣ, ଅପାନ, ବ୍ୟାନ, ସମ୍ମାନ, ଉଦାନ, କୂର୍ମ, କିରକଲ, ଦେବଦତ, ଧନଞ୍ଜୟ । ଏମାନଙ୍କୁ ରୋଦ୍ର କୁହାଯାଏ ଏହାର ମାନେ ହେଉଛି କନ୍ଦେଇବା ବାଲା କାରଣ ଏହା ଆମ ଶରୀର ରୁ ବାହାରି ଗଲେ ଆମ ଶରୀର ମୃ-ତ ପିଣ୍ଡ ହୋଇଥାଏ ।

ଏହା ମିସିକି ହୋଇଗଲା 19 । 12 ଆଦିତ୍ୟ କୁହାଯାଏ । ସମୟର 12 ମାସ କୁ ଆଦିତ୍ୟ କୁହାଯାଏ । ଏହା ଆମ ଆୟୁ କ୍କୁ ହରଣ କରି ଥାନ୍ତି । ଏହା ମିସିକି ହୋଇଯାଏ 31 । ଏବେ ଆଉ 3 ଟି ଦେବତା ଙ୍କ ମଧ୍ୟରୁ ଇନ୍ଦ୍ର ଏକ ଆଉ ଏକ ପ୍ରଜାପତି କିମ୍ବା ଯଜ୍ଜ ଅଟନ୍ତି ।

ଯାହାଙ୍କ ଶରୀର ରୁ ବାୟୁ, ଜଲ, ଦୃଷ୍ଟି, ସ୍ଳିପ କଳା ସୃଷ୍ଟି ହୋଇ ଥାଏ । ଏହା ହେଉଛନ୍ତି 33 ପ୍ରକାର ଦେବତା । ଏମାନଙ୍କୁ ସମ୍ଭାଳି କି ରଖିବା । ଏହା ମଧ୍ୟରୁ ଯଦି କେହି ଜଣେ ଭି ଯଦି କମ ହୋଇ ଥାଏ ତେବେ ଏହା ଆମକୁ ଖରାପ ପରିଣାମ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *