କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ତୁଳସୀ ପତ୍ର କୁ ନେଇ ଚୁପଚାପ ଏହି ସ୍ଥାନରେ ରଖିଦେଲେ, ଏତେ ଧନ ଆସିବ ଘର ଅଣ୍ଟିବନି ରଖିବାକୁ

ବନ୍ଧୁଗଣ ଏମିତିରେ ଦେଖିବାକୁ ଗଲେ ବର୍ଷ ର ସବୁ ମାସରେ କିଛି ନା କିଛି ମହତ୍ଵ ରହିଛି । କିନ୍ତୁ ହିନ୍ଦୁ ଧ୍ରମ ଅନୁଯାୟୀ କାର୍ତ୍ତିକ ମାସ କୁ ଧର୍ମ ମାସ ଭାବେ ଲୋକେ ମାନି ଥାନ୍ତି । ଏହି ମାସ ବଡ ପବିତ୍ର ଅଟେ । ଏହି ମାସ ଶାରଦ ପୁର୍ଣ୍ଣିମା ରୁ ନେଇ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଚାଲିଥାଏ । ଏହି ମାସରେ ଗଙ୍ଗା ସ୍ନାନ କରିଲେ ଅନେକ ବଡ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହି ମାସରେ ତୁଳସୀ ଗଛକୁ ପୂଜା କରିଲେ ପୂଣ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ତୁଳସୀ ପତ୍ରର କେଉଁ ଉପାୟ କରିଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ଯେତେ ଚେଷ୍ଟାରେ ବି ଯଦି ଆପଣ ସଫଳ ହୋଇପାରୁ ନାହାନ୍ତି ତେବେ କାର୍ତ୍ତିକ ମାସରେ ତୁଳସୀ ଗଛରେ କରନ୍ତୁ ଏହି ଛୋଟ ଉପାୟ ଟି । ଏପରି କିଛି ତୁଳସୀ ପତ୍ର ର ଉପାୟ ରହିଛି ଯାହା ଦ୍ଵାର ଆପଣ ମାନେ ବିଶେଷ ଲାଭବାନ ହେବେ । ସେହି ଉପାୟ ଗୁଡିକ ହେଉଛି- ୧- ଯଦି ଆପଣ ଚାକିରି ଓ ବ୍ୟବସାୟରେ ଲାଭବାନ ହେବାକୁ ଚାହୁଁ ଛନ୍ତି ତେବେ ଗୁରୁବାର ଦିନ ତୁଳସୀ ଗଛରେ ହଳଦିଆ କପଡା ବାନ୍ଧି ଦିଅନ୍ତୁ । ଯଥେଷ୍ଟ ଲାଭବାନ ଆପଣ ହେବେ ।

୨- କାର୍ତ୍ତିକ ମାସରେ ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ । ଏହା ସହ ଶ୍ରୀ ହଋ ନାରାୟଣ ଙ୍କ ପ୍ରତିମା ବି ଘରେ ଲଗାନ୍ତୁ । ଏହି ପ୍ରତିମାରେ ତୁଳସୀ ର ୧୧ଟି ପତ୍ର ଅର୍ପଣ କରନ୍ତୁ । ଦେଖିବେ ଗୃହରେ କେବେ ବି ଆର୍ଥିକ ସମସ୍ଯା ରହିବ ନାହି ।

୩- ଧନ ପ୍ରାପ୍ତି ପାଇଁ ତୁଳସୀ ଗଛର ୧୧ ଟି ପତ୍ର ଆଣନ୍ତୁ । ପ୍ରଥମେ ତୁଳସୀ ଗଛ ପାଖକୁ ଯାଇ ପ୍ରଣାମ କରି ନିବେଦନ କରିବେ ହେ ମା ବୃନ୍ଦାବତୀ ମୋତେ ଆପଣଙ୍କର ୧୧ଟି ପତ୍ର ଦରକାର । ବିନମ୍ର ଭାବେ ପ୍ରାର୍ଥନା କରି ତୁଳସୀ ପତ୍ର ଛିଡାଇ ଆଣନ୍ତୁ । ଏଥିରେ ଅଟା ରଖନ୍ତୁ । ଏହି ଅଟା ର ବ୍ୟବହାର କରିଲେ ଘରେ ଅନେକ ପରିବର୍ତ୍ତନ ଆସିବ ।

ହିନ୍ଦୁ ଧର୍ମ ରେ ତୁଳସୀ ଗଛର ପୂଜା ଓ ତୁଳସୀ ଏହାର ସେବନ କରିବା ବିଶେଷ ମହତ ରହିଥାଏ । ଏହି ମାସରେ ମାଟିରେ ଶୋଇବାର ବିଶେଷ ଲାଭ ରହିଛି । ଏହା ଦ୍ଵାରା ମନରେ ପଜେଟିଭ ବିଚାର ଆସିଥାଏ । ପୁରା କାର୍ତ୍ତିକ ମାସରେ ଗଙ୍ଗା ନଦୀରେ ସ୍ନାନ କରିବା ଶୁଭ ହୋଇଥାଏ । ଏହି ମାସରେ ବିରି, ମଟର, ଚଣା, ରାଈ, ମୁଗ, ମସୁର ଆଦି ସେବନ କରିବା ଉଚିତ ନୁହେଁ ।

ତେବେ ୧୧ଟି ତୁଳସୀ ପତ୍ର ଦ୍ଵାରା ଏହି ସବୁ ଉପାୟ କରିଲେ ନିଶ୍ଚୟ ଧନର ବୃଦ୍ଧି ହେବ ସହ ଜୀବନରେ ସୁଖ ସମୃଦ୍ଧି ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *