ଏହି କାର୍ତ୍ତିକ ମାସ (Karttika Masa)ରେ ବଦଳିବ 5ଟି ରାଶିର ଭାଗ୍ୟ, ଆପଣଙ୍କ ରାଶି ଅଛି କି ?

ନମସ୍କାର ବନ୍ଧୁଗଣ, ଜୋତିଷଙ୍କ ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଆଉ ଏହି ରାଶି ଅନୁଯାୟୀ କୌଣସ ଜାତକଙ୍କ ଭବିଷ୍ୟତ, ବର୍ତ୍ତମାନରେ ହେଉଥିବା ଉତଥାନ ପତନ ର ସମ୍ଭାବନା ଜାଣାଯାଏ । ପ୍ରତେକ ରାଶିର ଭଲ ଗୁଣ ଓ ଦୁର୍ବଳତା ମଧ୍ୟ ରହିଛି । ପ୍ରତେକ ରାଶିର ନିଜର ସ୍ଵୟଂ ଇଚ୍ଛା, ଗୁଣ ଓ ଜୀବନ ତଥା ଲୋକଙ୍କ ପ୍ରତି ଆଚାର ବ୍ୟବହାର ଅଲଗା ଅଲଗା ରହିଥାଏ । ଆପଣଙ୍କୁ କହି ରଖୁଛୁ କି ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନଙ୍କର ଗ୍ରହର ଚଳନ କାରଣରୁ ମହାସଂଯୋଗରେ କାର୍ତ୍ତିକ ମାସରେ ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଏହି ରାଶିର ଲୋକେ ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି । ଗ୍ରହ ମାନଙ୍କର ଚଳନରେ ହେଉଥିବା ମହା ପରିବର୍ତ୍ତନ କାରଣରୁ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ବେପାର ବାଣିଜ୍ୟରେ ଲାଭ ହେବ ସହ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ଉତପନ ହେବ । ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ଆଗାମୀ ସମୟ ଶୁଭ ହେବ ।

ସିଂହ ରାଶି : ଆପଣଙ୍କୁ କହି ଦେଉଛୁ କି ଆପଣଙ୍କର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କୁ ଉପହାର ବା ଖସା ଜିନିଷର ପ୍ରାପ୍ତି ହେବ । ଏହା ସହ ଯେଉଁ ଲୋକ ଆନେ ଚାକିରି କରୁଛନ୍ତି ସେମାନଙ୍କର ପଦୋନ୍ନତି ହେବାର ମଧ୍ୟ ଯୋଗ ରହିଛି । ନୂଆ ବେପାର ବାଣିଜ୍ୟ ପାଇଁ ଏହି ସମୟ ଅନୁକୂଳ ଅଟେ ।

କୁମ୍ଭ ରାଶି : ଏହି ରାଶିର ଜାତକରେ ଗ୍ରହ ପରିବର୍ତ୍ତନ କାରଣରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ସମୟ ଆପଣଙ୍କର ଖୁସି ପୂର୍ଣ୍ଣ ରହିବ । ଯେଉଁ ମାନେ ଏହି ବର୍ଷ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚୟ ଚାକିରି ମିଳିବ । ଏହା ସହ ଏହି ସମୟରେ ଭୂମି, ଧନ ସମ୍ପତି ସହ ଜଡିତ ମାମଲା ସମାପ୍ତ ହୋଇଯିବ । ପ୍ରେମ ଜୀବନ ସଫଳ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରାପ୍ତି ହେବ ।

କନ୍ୟା ରାଶି : ଏହି ରାଶିର ଛାତ୍ର ମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଯଦି ଆପଣ କେଉଁ କାର୍ଯ୍ୟ ରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ତେବେ ସେହି ସେହି କାର୍ଯ୍ୟରେ ଆପଣଙ୍କୁ ବହୁତ ଜଲ୍ଦି ସଫଳତା ମିଳିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଅନେକ ପ୍ରଚେଷ୍ଟା ପରେ ଧନରେ ବୃଦ୍ଧି ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ସବୁଠାରୁ ଖାସ କଥା ଏହା ଯେ ଏମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି । ଶନି ଏମାନଙ୍କର ନ୍ୱ୍ତୃତ୍ଵ ନେଇଥାନ୍ତି । ଏମାନେ ନିଜର ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ପ୍ରତେକ କ୍ଷେତ୍ରରେ ସଫଳତା ପାଇବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର କେହି ବି କିଛି କ୍ଷତି କରିପାରିବେ ନାହି । ଆର୍ଥିକ ମାମଲା ବହୁତ ଜଲ୍ଦି ଶେଷ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *