ପ୍ରତିଦିନ କେବଳ ଏହାର 4 ଟି ଦାନା କ୍ଷୀର ସହିତ ଖାଇ ନିଅନ୍ତୁ ଶରୀର ହେଇଯିବ ଲୁହା ପରି ଶକ୍ତ, ମିଳିବ ଷଣ୍ଢ ଭଳି ଶକ୍ତି- Health Tips

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର କୈାଣସି ପ୍ରକାରର କୁପ୍ରଭାବ ଆପଣଙ୍କ ଶରୀର ଉପରେ ପକାଏ ନାହିଁ । ଯାହା ଆପଣଙ୍କୁ ଅତି ସହଜରେ ମିଳିଯାଏ । ଏହା ଆପଣଙ୍କ ଶରୀରର କମଜୋରୀକୁ ଜଡରୁ ହଟାଇ ଦେବ ଏବଂ ଆପଣଙ୍କ ଶରୀରରେ ଷଣ୍ଢ ଭଳି ଶକ୍ତି ଭରି ଦେବ ।

ଯେଉଁ ଜିନିଷ ବିଷୟରେ ଆପଣଙ୍କୁ କହିବୁ ତାହା କେବଳ ଏହାର ୪ଟି ଦାନାକୁ ଦୁଗ୍ଧରେ ଗରମ କରି ପିଅନ୍ତୁ । ଜଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଶକ୍ତି ଭରିଯିବ । ଏହାଛଡା ଏହି ଜିନିଷ ଅନେକ ରୋଗର ଉପଚାର ମଧ୍ୟ ଅଟେ । ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ଖାଦ୍ୟ ଏବଂ ପାନୀୟ ଅବହେଳା ଯୋଗୁଁ ଶରୀରରେ କମଜୋରୀ ଅନୁଭବ ହୋଇଥାଏ ।

ସୁଖୀ ଏବଂ ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତି ଶାରିରୀକ ରୂପରେ ଶକ୍ତିଶାଳୀ ରହିବା ନିହାତି ଆବଶ୍ୟକ । ଜଦି ଆପଣ ଡାକ୍ତର ପଛରେ ଗୋଡାଇବା ଛାଡ଼ି ଏହି ଗୋଖରୁକୁ ସେବନ କରନ୍ତୁ କିଛି ଦିନ ପରେ ଯାହା ଆପଣଙ୍କ ଶରୀରର କମଜୋରୀକୁ ଦୂର କରି ଲୁହା ଭଳି ଶକ୍ତ ଆପଣଙ୍କୁ ବନାଇ ଦବ‌ ।

ଗୋଖରୁ ଏହା ଛୋଟ ଆକାରର ହୋଇଥିଲେ ମଧ୍ୟ ରାମବାଣ ପରି କାର୍ଯ୍ୟ କରିଥାଏ । ଏହାକୁ ସେବନ କରିବା ଉପାୟ ମଧ୍ୟ ବହୁତ ସହଜ । ଜଦି ଆମେ କଥା ହେବା ଗୋଖରୁର ତେବେ ଆୟୁର୍ବେଦ ଉପଚାର ଅନୁସାରେ ଏହା ସର୍ବପ୍ରଥମେ ଆସେ । ଆୟୁର୍ବେଦର ଏହି ଜିନିଷ ଔଷଧ ଭଳି କାମ କରେ । ଏହା ଚର୍ମ ଏବଂ ବାଳ ସହିତ ଅନେକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଗଛ ଦେଖିବାକୁ ବହୁତ ଛୋଟ ହୋଇଥିଲେ ମଧ୍ୟ ଏହା ପ୍ରଭାବଶାଳୀ ହୋଇଥାଏ ।

ତେବେ ଆପଣଙ୍କୁ ଏଥିପାଇଁ ନେବାକୁ ପଡିବ ବଡ଼ ଗୋଖରୁ ଯାହା ଆପଣଙ୍କ ଅଞ୍ଚଳରେ ଦୋକାନରେ ସହଜରେ ମିଳିଯିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ । ପ୍ରଥମେ ଏକ ପାତ୍ରରେ ଗୋଟିଏ ଗ୍ଲାସ୍ ଦୁଧକୁ ଗରମ କରନ୍ତୁ ଏବେ ଏଥିରେ ୪ଟି ଦାନା ନେଇକି ତାକୁ ଗୁଣ୍ଡ କରି ତାର ପାଉଡର କରନ୍ତୁ । ତାପରେ ଏହାକୁ ଗରମ ଦୁଧରେ ସେହି ପାଉଡରକୁ ମିଶାଇ ଦିଅନ୍ତୁ ଏବଂ ଏହାକୁ ୩ଥର ଦୁଧକୁ ଫୁଟାଇ ନିଅନ୍ତୁ । ଏ‌ହାକୁ ଆପଣ ରାତିରେ ଶୋଇଲା ବେଳେ ସେବନ କରନ୍ତୁ ।

ଏହାକୁ ସେବନ କରିବା ପରେ କୈାଣସି ଔଷଧ କିମ୍ବା ଖାଦ୍ୟ ଖାଆନ୍ତୁ ନାହିଁ । ଜଦି ଆପଣ ଏମିତି କରନ୍ତି ତେବେ ଆପଣଙ୍କ ଶରୀରର ଯେକୌଣସି କମଜୋରୀ ମୂଳରୁ ସମାପ୍ତ ହୋଇଯିବ‌ । ଏହା ବ୍ୟକ୍ତିକୁ ନିୟମିତ ସେବନ କରିବା ଦରକାର । ଏଥିରୁ ଅନେକ ରୋଗର ପ୍ରତିକାର ହୋଇପାରିବ, ଖାଲି ସେତିକି ନୁହେଁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଏ । ଏହାକୁ ଆପଣ ମିଶ୍ରି କିମ୍ବା ମହୁ ସହିତ ସେବନ କରିପାରିବେ ଯଦି ଆପଣଙ୍କର ମଧୁମେହ ରୋଗ ଅଛି ତେବେ ଆପଣ ଏହାକୁ ଖାଲି ପିଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *