କଣ ଆପଣଙ୍କ ବାଳ ଧଳା ହେଇ ଯାଉଛି ? କେବଳ ନାଭିରେ ପକାଇ ଦିଅନ୍ତୁ ଏହି ତେଲ, 42 ବର୍ଷ ବୟସରେ ବି ଲାଗିବେ 22 ପରି ଜବାନ ଆଉ ସୁନ୍ଦର- Health Tips

ବନ୍ଧୁଗଣ ଗୌତମ ବୁଦ୍ଧଙ୍କର ଏକ ଯୋଗ ବିଧି ରହିଛି ଯାହାର ନାମ ହେଉଛି ଧ୍ୟାନର ବିଧି । ଏହି ବିଧିରେ ଆପଣଙ୍କୁ ଏକ ସ୍ଥାନରେ ବସି ନିଜ ନାଭି ଉପରେ ଧ୍ୟାନ ଦେବାକୁ ପଡିଥାଏ । ବନ୍ଧୁଗଣ ନାଭି ଆମ ଶରୀରର ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । ଯେତେବେଳେ ଗୋଟେ ଶିଶୁ ନିଜ ମାର ଗର୍ଭରେ ରହିଥାଏ ସେତେବେଳେ ସେହି ଶିଶୁକୁ ସମସ୍ତ ପୋଷଣ ନାଭି ଦ୍ଵାରା ମିଳିଥାଏ ।

ବୈଜ୍ଞାନିକ ମାନଙ୍କ ମତରେ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ହେଉଛି ନାଭି । ମଣିଷ ଶରୀରରେ ଥିବା ୭୨ ହଜାର ଶିର ନାଭିରେ ଆସି ମିସିଥାଏ । ବର୍ତ୍ତମାନର ଦୁନିଆରେ ଯଦି ଆପଣ ନିଜ ନାଭିର ଧ୍ୟାନ ରଖିବେ ତା ହେଲେ ଆପଣଙ୍କୁ ଆଜୀବନ ପର୍ଯ୍ୟନ୍ତ କୌଣସି ପ୍ରକାରର ସମସ୍ଯା ହେବ ନାହିଁ ।

ବନ୍ଧୁଗଣ ନାଭି ସହ ଜଡିତ ଏପରି କିଛି ଉପା ରହିଛି ଯାହାକୁ କରିବା ଦ୍ଵାରା ମଣିଷ ଶରୀରକୁ ବହୁତ ପ୍ରକାରର ଲାଭ ମିଳିପାରିବ । ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।

୧. ବନ୍ଧୁଗଣ ସୋରିଷ ତେଲ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଯଦି ଆପଣ ଗୋଟିଏ ସପ୍ତାହରେ ମାତ୍ର ତିନି ଦିନ ନିଜ ନାଭି ରେ ଗୋଟେ ରୁ ଦୁଇ ବୁନ୍ଦ ସୋରିଷ ତେଲ ପକାଇବେ ତା ହେଲେ ଆପଣଙ୍କୁ ଓଠ ଜନିତ ସମସ୍ତ ସମସ୍ଯାରୁ ଲାଭ ମିଳିବ । ଯଦି ଆପଣଙ୍କର ଓଠ ଫାଟୁଛି ବା କଳା ପଡିଯାଇଛି ତା ହେଲେ ଆପଣ ଏହି ଉପାୟ ନିଶ୍ଚୟ କରନ୍ତୁ । ଆପଣ ସପ୍ତାହର ତିନି ଦିନରେ ରାତିରେ ଶୋଇବା ପୂର୍ବରୁ ନିଜ ନାଭିରେ ସୋରିଷ ତେଲ ପକାଇ ଶୋଇ ଯାନ୍ତୁ ।

୨. ଯଦି ଆପଣଙ୍କର ଚେହେରା ଜନିତ କୌଣସି ସମସ୍ଯା ତଥା କଳାପଣ, ଦାଗ ଓ ରୁଖାପଣ ଆଦି ସମସ୍ଯା ରହିଛି ତା ହେଲେ ଆପଣ ରାତିରେ ଏକ ବୁନ୍ଦ ସୋରିଷ ତେଲ ନିଜ ନାଭିରେ ପକାଇ ଶୁଅନ୍ତୁ । ଆପଣଙ୍କର ଚେହେରା ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣଙ୍କୁ ଏହି ଉପାୟ ଏକ ସପ୍ତାହରେ ତିନି ଦିନ କରିବାକୁ ହେବ ।

୩. ଯଦି ବନ୍ଧୁଗଣ ଆପଣଙ୍କର କେସ ଧଳା ହେଇଯାଉଛି, କେସରେ ଝାଡୁଛି ବା କେସ ଜନିତ କୌଣସି ସମସ୍ଯା ହେଉଛି ତା ହେଲେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ନାଭିରେ ଏକ ବୁନ୍ଦା ଶୁଦ୍ଧ ଗାଈର ଘିଅ ପକାଇ ଶୁଅନ୍ତୁ । ଏହା ଆପଣଙ୍କର କେସ ଜନିତ ସମସ୍ତ ସମସ୍ଯାକୁ ଦୂର କରିଦେବ । ଆପଣଙ୍କୁ ଏହି ଉପାୟ କେବଳ ଏକ ସପ୍ତାହରେ ତିନି ଦିନ କରିବାକୁ ହେବ ।

ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *