Vastu Tips- ଘରେ ମୟୂର ପର ରଖୁଥିଲେ କେବେ ବି କରନ୍ତୁ ନାହିଁ ଏହି ଭୁଲ, ପୁରା ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ମୟୂର ପଙ୍ଖକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସମସ୍ତ ଘରେ ମୟୂର ପଙ୍ଖ ରଖା ଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ନିଜ ମୁକୁଟରେ ମୟୂର ପଙ୍ଖ ଧାରଣ କରୁଥିଲେ । ମୟୂର ପଙ୍ଖ ହେଉଛି ଆମ ଘର ପାଇଁ ବହୁତ ଶୁଭ ହୋଇଥାଏ । ହେଲେ ବନ୍ଧୁଗଣ ମୟୂର ପଙ୍ଖ ସହିତ ଜଡିତ କିଛି ଗୁରୁତ୍ଵ ପୂର୍ଣ୍ଣ ରହସ୍ୟ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଏହି ମୟୂର ପଙ୍ଖ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥିଲେ ମଧ୍ୟ ଯାହା ପାଖରେ ମୟୂର ପଙ୍ଖ ଥାଏ ତାକୁ ବହୁତ ସାବଧାନତାର ସହ ମୟୂର ପଙ୍ଖର ବ୍ୟବହାର କରିବା ଉଚିତ । କେତେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ମୟୂର ପଙ୍ଖ ରଖିଲେ ମଧ୍ୟ କେତେକ ବଡ ଭୁଲ କରି ବସନ୍ତି । ଯାହାଫଳରେ ଏହାର ଖରାପ ପରିଣାମ ସେହ ବ୍ୟକ୍ତି ମିଳିଥାଏ । ଏହାଦ୍ବାରା ସେହି ଲୋକ ମାନଙ୍କ ଘରେ ଭୁତ ପ୍ରେତ ଆକର୍ଷିତ ହୋଇଥାନ୍ତି ।

ଏହି ସବୁ ଭୁଲ କରିବା ଦ୍ଵାରା ବ୍ୟକ୍ତି ଘରେ ଥିବା ସମସ୍ତ ସକାରାତ୍ମକ ଶକ୍ତି ଗୁଡିକ ନଷ୍ଟ ହୋଇଥାଏ ଓ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଇଥାଏ । ହେଲେ ଯେଉଁ ବ୍ୟକ୍ତି ମୟୂର ପଙ୍ଖକୁ ଠିକ ଭାବରେ ରଖିପାରେ ସେହି ବ୍ୟକ୍ତି ଅପାର ଧନର ଅଧିକାରୀ ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମୟୂର ପଙ୍ଖ ସହ ଜଡିତ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କଥା ବିଷୟରେ ।

ବନ୍ଧୁଗଣ ମୟୂର ପଙ୍ଖରେ ସମସ୍ତ ଦେବୀ ଦେବତା ମାନେ ବାସ କରିଥାନ୍ତି । ଭଗବାନ କୃଷ୍ଣ ମୟୂର ପଙ୍ଖକୁ ନିଜ ମସ୍ତକରେ ଧାରଣ କରିଥାନ୍ତି ଓ ମାତା ଲକ୍ଷ୍ମୀ ମଧ୍ୟ ମୟୂର ପଙ୍ଖକୁ ବହୁତ ପସନ୍ଦ କରନ୍ତି । ଏହା ବ୍ଯତୀତ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକଙ୍କର ବାହନ ମଧ୍ୟ ମୟୂର ଅଟେ । ତେଣୁ ବନ୍ଧୁଗଣ ମୟୂର ପଙ୍ଖ କୌଣସି ବ୍ୟକ୍ତି ପାଇଁ ବରଦାନ ଠାରୁ କମ ନୁହେଁ । ହେଲେ ବନ୍ଧୁଗଣ ଆମ ମାନଙ୍କୁ ମୟୂର ପଙ୍ଖକୁ ସଠିକ ଭାବରେ ରଖିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଯେଉଁ ମାନଙ୍କ ପାଖରେ ମୟୂର ପଙ୍ଖ ଅଛି ସେମାନେ ନିଜର ଖରାପ ହାତରେ କେବେହେଲେ ମୟୂର ପଙ୍ଖକୁ ଛୁଇଁବା ଉଚିତ ନୁହେଁ । ଏହା ବ୍ଯତୀତ କେବେହେଲେ ମୟୂର ପଙ୍ଖକୁ ଭୂମିରେ ପଡିବାକୁ ଦେବେ ନାହିଁ । ଯେତେବେଳେ ମୟୂର ପଙ୍ଖ ଭୂମିରେ ପଡିଯାଇଥିଲା ସେତେବେଳେ ଭଗବାନ କୃଷ୍ଣ ମୟୂର ପଙ୍ଖକୁ ଉଠାଇ ନିଜର ମସ୍ତକରେ ଧାରଣ କରିଦେଇଥିଲେ ।

ଏହି କାରଣ ହେତୁ ଯେଉଁ ମାନେ ମୟୂର ପଙ୍ଖକୁ କୌଣସି ସ୍ଥାନରେ ପଡିଥିବାର ଦେଖିଥାନ୍ତି ସେମାନେ ସେହି ମୟୂର ପଙ୍ଖକୁ ଘରକୁ ନେଇ ଆସନ୍ତି । ଯଦି ବନ୍ଧୁଗଣ ଆପଣ ମାଂସ ଓ ମଦ୍ୟ ଆଦିର ସେବନ କରୁଛନ୍ତି ତା ହେଲେ ଆପଣ ଭୁଲ ସେ ମଧ୍ୟ ମୟୂର ପଙ୍ଖକୁ ଛୁଇଁବେ ନାହିଁ ନଚେତ ମୟୂର ପଙ୍ଖ ଅପବିତ୍ର ହୋଇଯିବ ।

ଏହା ସହିତ କେବେହେଲେ ଭଙ୍ଗା ମୟୂର ପଙ୍ଖକୁ କିଣିବେ ନାହିଁ । ଯଦି ଆପଣଙ୍କ ମୟୂର ପଙ୍ଖ ଭାଙ୍ଗି ଯାଇଛି ତା ହେଲେ ଆପଣ ସେହି ମୟୂର ପଙ୍ଖକୁ ଏକ ନଦୀରେ ନେଇ ବିସରଜିତ କରି ଦିଅନ୍ତୁ । ହେଲେ ବନ୍ଧୁଗଣ ଭୁଲ ସେ ମଧ୍ୟ ଆପଣ କୌଣସି ସ୍ଥାନରେ ମୟୂର ପଙ୍ଖକୁ ଫିଙ୍ଗନ୍ତୁ ନାହିଁ । ନଚେତ ଆପଣଙ୍କୁ ବହୁତ ବଡ ପାପର ଭାଗୀଦାର ହେବାକୁ ପଡିବ ।

ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *