ସ୍ଵାମୀ ଘରୁ ବାହାରକୁ ଗଲାପରେ ମହିଳା ମାନେ କରନ୍ତୁ ନାହିଁ ଏହି ସବୁ ଭିଉଳ କାମ-Ajira Anuchinta

ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଆମେ କିଛି କାମ ଦେଖିବା ତ ଏହାର ମହତ୍ଵ କିଛି ଅଧିକା ହୋଇ ଯାଇଥାଏ । କାରଣ ଏହା କିଛି ଏଭଳି କାରଣ ଦର୍ଶାଇ ଥାଏ ଯାହା ଅନେକ ସମୟରେ ସତ ହୋଇଛି । କୁହାଯାଏ କି ଜାଗାକୁ ନେଇକି ସେହି ଜାଗାର କାମ ଓ ସେହି ଜାଗାର ରହିଣୀ ଓ ନିୟମ ମାନ ତିଆରି ହୋଇଛି ।

କିଛି କରିବା ପାଈଁ ଆମକୁ ଆମ ଗୁରୁଜନ ମାନେ ମଧ୍ୟ ମନା କରିଥାନ୍ତି ତାଙ୍କ ଅନୁସାରେ ଦେଖିବା ପାଇଁ ଗଲେ ଆମେ କାମ କରୁଥିବା କାମ କିଛି ମାତ୍ରାରେ ଭୁଲ ହୋଇଥାଏ । ଯାହା ଦ୍ଵାରା ଏହାର ପରିଣାମ ମଧ୍ୟ ଖୁବ ଭୟଙ୍କର ଆସିଥାଏ । ଘରୁ କେହି ବାହାରିକି ଯିବା ସମୟରେ ପଛରୁ ଡାକିବା ଅଶୁଭ ହୋଇ ଥାଏ କିମ୍ବା କେଉଁ କାମରେ ଯିବାକୁ ବାହାରିଛେ କହିଲେ ମଧ୍ୟ ଏହାକୁ ଅଶୁଭ ବୋଲି ମାନି ଥାଉ ।

ଆଜି କିନ୍ତୁ ଆମେ କହିବା ପାଇଁ ଯାଉଛୁ କି ସ୍ଵାମୀ ଘରୁ ବାହାରକୁ ଯିବା ସମୟରେ କେଉଁ କାମ କରିବା କଥା ନୁହେଁ ସ୍ତ୍ରୀ । ଯେତେବେଳେ ସ୍ଵାମୀ ବାହାରିକି ଜୀବ ସେତେବେଳେ ସ୍ତ୍ରୀ ଲୋକମାନେ ଘର ସଫା କରିବା ଅନୁଚିତ । ଯେତେବେଳେ ଆପଣଙ୍କ ଶ୍ଵାମୀ ବାହାରକୁ ଯିବା ସମୟରେ ମହିଳା ମାନେ ଗାଧୋଇ ବା ଉଚ୍ଚିତ ନୁହେଁ ।

କୁହାଯାଏ କି ଯାହାର କେହି ମୃ-ତ୍ୟୁ ଲୋକ କୁ ଯାଇ ଥାନ୍ତି ସେମାନେ ହିନ ସାଙ୍ଗେ ସାଙ୍ଗେ ଗାଧୋଇ ଥାନ୍ତି । ତେଣୁ କରି ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ କାମ ବିଗିଡିବା ସହ କିଛି ଖରାପ ପରିସ୍ଥିତି ମଧ୍ୟ ଉପୁଜି ଥାଏ । ତେଣୁ ଏହି କାମକୁ ଧ୍ୟାନ ରଖିବା ଉଚ୍ଚିତ ଏଭଳି କରିବା ଦ୍ଵାରା ଆପଣଙ୍କ ଧନ ମଧ୍ୟ ବୃଦ୍ଧି ହୋଇ ଥାଏ । ସେହି ଭଳି ସ୍ଵାମୀ ବାହାରକୁ ଜିବା ବେଳେ କେବେଭି ଆପଣ ନଖ କାଟିବେ ନି ।

ଏହା କରିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ରାହୁର ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଖୁବ ଅଶାନ୍ତି ଦେଖିବା ପାଇଁ ମିଳିଥାଏ । ଆପଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି କଥା ନ ଥାଇ ଝଗଡା ଆରମ୍ଭ ହୋଇ ଯାଇଥାଏ । କିଛି ସାମାନ୍ଯ କଥା ଆପଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥାଏ । ତେଣୁ କରି ଆପଣ ଏହାକୁ ଧ୍ୟାନ ରଖିଲେ ଭଲ । ସ୍ଵାମୀ ଘରୁ ବାହାରିକି ଯିବା ପରେ ଆପଣ ସାଙ୍ଗେ ସାଙ୍ଗେ ନିଜ ଶ୍ରୀଙ୍ଗାର କୁ ସଫା କରନ୍ତୁ ନି ଏହା ମଧ୍ୟ ଖୁବ ଖରାପ ପରିଣାମ ଦେଇ ଥାଏ ।

କୁହାଯାଏ କି ଜଣେ ନାରୀ ତାର ଶ୍ରୀଙ୍ଗାର ସେତେବେଳେ ଫୋଛି ଥାଏ ଯେତେବେଳେ ତା ସ୍ଵାମୀ ତାକୁ ଛାଡି ପରଲୋକକୁ ଚାଲି ଯାଇଥାଏ । ତେଣୁ ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ଆୟୁଷ ମଧ୍ୟ କମ ହୋଇ ଯାଇଥାଏ । ମହିଳା ମାନେ ସ୍ଵାମୀ ବାହାରକୁ ଯିବା ପରେ ପରେ କେଶ ଖୋଲିବା କିମ୍ବା କେଶ କାଟିବା ଉଚ୍ଚିତ ନୁହେଁ । ଏହି ଭଳି କରିବା ଦ୍ଵାରା ଘରେ ସବୁ ବେଳେ ଦୁଃଖ ଓ କ୍ଲେଶ ଲାଗି ରହିଥାଏ ।

Leave a Reply

Your email address will not be published. Required fields are marked *