କେତେ ବେଳେ ସ୍ବପ୍ନ ଦେଖିଲେ ସତ ହୁଏ ! ଦେଖନ୍ତୁ ସ୍ଵପ୍ନଫଳ ବିଚାର

ବନ୍ଧୁଗଣ ସ୍ଵପ୍ନ ହେଉଛି ଏକ ଅଦୃଶ୍ୟ ଆତ୍ମା । ସ୍ଵପ୍ନ ଦ୍ଵାରା ଆମେ ସମସ୍ତ ପ୍ରତକ୍ଷ ଓ ପରୋକ୍ଷ ଭାବେ କଟାହ ହୋଇଥାଉ । ସ୍ଵପ୍ନ ରେ ଆମେ ବିଭୋର ହୋଇ କେତେକ ସ୍ତର ରେ ନିଜକୁ ନିଜେ ଭୁଲି ଯାଇଥାଏ । ଅନେକ ସମୟରେ ସ୍ଵପ୍ନ ବାସ୍ତବରେ ପରିଣତ ହୋଇଥାଏ । ଆଉ କେତେକ ସ୍ଵପ ବ୍ୟକ୍ତି ର ଭବିଷ୍ୟତ ବିଷୟରେ ବାର୍ତ୍ତା ଦେଇଥାଏ ଯାହାକୁ ବ୍ୟକ୍ତି ସହଜରେ ବୁଝିପାରେ ନାହି । ଆଉ କେତେକ ସ୍ଵପ୍ନ ଅବିବାହିତ ଝିଅ ଏ ଯୁଗର ଯୁବ ପିଢୀ ଙ୍କୁ ନେଇ ଯେଉଁ ଘଟଣା ଗୁଡିକୁ ମାନସପଟ କୁ ଆଣି ତାହା ବାସ୍ତବରେ ରୂପ ନେଇଥାଏ ।

ଆଜି ଆମେ ଆପଣଙ୍କୁ କେତେବେଳେ ସ୍ଵପ୍ନ ଦେଖିଲେ ସତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ରାତିର ଦ୍ଵିତୀୟ ପ୍ରହାର ରୁ ଚତୁର୍ଥ ପ୍ରହାର ମଧ୍ୟରେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ସ୍ଵପ୍ନ ବହୁତ କ୍ଷେତ୍ର ରେ ସତ ହୋଇଥାଏ । ଦକ୍ଷିଣ କଡ ମାଡି ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଲେ ସେହି ସ୍ଵପ୍ନ ବହୁତ କ୍ଷେତ୍ରରେ ସତ ହୋଇଥାଏ । ଗୁରୁପାକ ସେବନ କରି ଖାଦ୍ୟ ଗ୍ରହଣ କରିଲେ ବିଳମ୍ବଳିତ ରାତିରେ ଶଯ୍ୟା ଗ୍ରହଣ କରିବା ସମୟରେ ଯେଉଁ ସ୍ଵପ୍ନ ମନକୁ ଆସିଥାଏ ସେହି ସ୍ଵପ୍ନ ଅମଙ୍ଗଳାର ସୁହାୟକ ହୋଇଥାଏ ।

ଦେହ ଉଜ୍ବୟିତ ରହିବା ଦ୍ଵାରା ବହୁ ପ୍ରକାରର ଖରାପ ସ୍ଵପ୍ନ  ମନକୁ ଆସିଥାଏ । ପ୍ରାଚୀନ ମୁନି ରୁଷୀୟ ଓ ପଣ୍ଡିତ ମାନେ ବହୁତ ସ୍ଵପ୍ନ କୁ ସତ୍ୟ ଓ ଅସତ୍ୟ ଯୋଗ ବଳରେ ଜାଣି ପାରୁଥିଲେ । ସ୍ଵପ୍ନ ର ମୂଳ ଦେବତା ହେଉଛି ମା ପାର୍ବତୀ । ପ୍ରତେକ ରାତିରେ ଶୂନ୍ୟ ଆକାଶରେ ପରି ରୂପରେ ଉଡି ଉଡି ରାଜ୍ୟ ଭ୍ରମଣ କରିଥାନ୍ତି ମାତା ପାର୍ବତୀ । ତାଙ୍କରି ଅଙ୍ଗ ରୁ ସ୍ଵପ୍ନ କୁମାରୀ ଜାତ ହୋଇଥାନ୍ତି । ଆଉ ବିଶ୍ଵ ସାରା ମାନବ ସମାଜ ପ୍ରତି ଆସକ୍ତି ହୋଇଥାନ୍ତି ।

ଦିନେ ମାତା ପାର୍ବତୀ କୈଳାସ ପର୍ବତ ରେ ସ୍ଵାମୀ ଶିବ ଶଙ୍କର କୁ କହିଲେ ହେ ଭଗବାନ ସ୍ଵପ୍ନ କୁମାରୀ ଯେଉଁ  ସ୍ଵପ୍ନ ସୃଷ୍ଟି କରୁଛନ୍ତି ସେ କଣ ସତ୍ୟ ? ମୁଁ ତ ନାରୀ ଅବଳା ସ୍ଵପ୍ନ ବିଷୟରେ ମୋତେ ଜଣା ନାହି । ମାତା ପାର୍ବତୀ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ସଦାଶିବ କହିଲେ ପାର୍ବତୀ ବ୍ୟକ୍ତି ୨ ପ୍ରାକାରର ସ୍ଵପ୍ନ ଦେଖିଥାଏ ।

କେହି ସ୍ଵପ୍ନ ଦୁସ୍ଵପ୍ନ ଦେଖିଥାଏ ତ ଆଉ କିଏ ସୁସ୍ଵପ୍ନ ଦେଖିଥାଏ । କିନ୍ତୁ ଶାଶ୍ଵତିକ ବ୍ୟକ୍ତି ଆଧାୟତ୍ମିକ ଚେତନା ରେ ଯେଉଁ ସ୍ଵପ୍ନ ଦେଖିଥାନ୍ତି ତାହା ସତ ହୁଏ । ବିଷୟ ମାୟା ରେ ଯେଉଁ ବ୍ୟକ୍ତି ଆବଦ୍ଧ ହୋଇ ବହୁ କଳ୍ପନାର ତାଜମହଲ ଗଢିଥାଏ ସେ ବ୍ୟକ୍ତିଙ୍କ ସ୍ଵପ୍ନ ମିଥ୍ୟା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *