କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ, ନିଶ୍ଚୟ ଜାଣନ୍ତୁ ଭୟଙ୍କର କଥା

ପ୍ରତେକ ମଣିଷ ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହେଁ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯେଉଁ ଦିନ ଜନ୍ମ ହୋଇ ଥାଉ ସେହି ଦିନର ପ୍ରଭାବ ମଧ୍ୟ ଆମ ଉପରେ ପଡି ଥାଏ । ଯେଉଁ ମାନେ ଯେଉଁ ଦିନ ଜନ୍ମ ହୋଇ ଥାନ୍ତି ଶାସ୍ତ୍ର ଅନୁସାରେ ସେମାନେ ତାଙ୍କ ସ୍ଵଭାବ ରେ ମଧ୍ୟ କିଛି ପରିବର୍ତ୍ତନ ଆଣି ଥାନ୍ତି ।

ଆପଣ ଯାଦଦି ନିଜ ଆଖ ପାଖର ଲୋକମାନଙ୍କୁ ଭଲକି ଦେଖିବେ ଜାଣି ପାରିବେ କି ଏହି କଥା ସତ୍ୟ ଅଟେ । ଏହା ମଣିଷ ଉପରେ ନିର୍ଭର କରେ କି ସେ କେଉଁ ସ୍ଵଭାବକୁ ନିଜ ଭିତରେ ଅଧିକ ଜାଗା ଦେବ । ଆପଣ ମାନେ ନିଜ ସ୍ଵଭାବ ର କାରଣ ମଧ୍ୟ ଜଣାଇ ପାରିବେ ଏହି ଉପାୟ ଦ୍ଵାରା । ତେବେ ଆସନ୍ତୁ ଜଣାଇବା କେଉଁ ଦିନ ଜନ୍ମ ହୋଇଥିବା ବ୍ୟକ୍ତି କିଭଳି ଅଟେ ।

ରବିବାର ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, ରାଗୀ କାମାତୁର ପାରଙ୍ଗମ, ମିଷ୍ଟ ଭାଷୀ ଓ ଭ୍ରମଣ ପ୍ରିୟ ହୋଇ ଥାନ୍ତି । ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅଳସୁଆ, ଧୀର କାମ କରୁଥିବା ଓ ଧୀର କଥା କହୁଥିବା ଲୋକ ଥାନ୍ତି ରୀତି କାର୍ଯ୍ୟରେ ଖୁବ ଭଲ ଥାନ୍ତି । ସେମାନେ ସ୍ତ୍ରୀ କୁ ସୁଖ ଦେବା ପାଇଁ ସବୁ ବେଲେ ଆଗଭର ଥାନ୍ତି । ଏମାନେ ସାନ୍ତ, ସରଲ, ନ୍ୟାୟ ପରାୟଣ, ଧାର୍ମିକ ସ୍ଵଭାବର ହୋଇ ଥାନ୍ତି ।

ଯେଉଁ ମାନେ ମଙ୍ଗଲ ବାର ଦିନ ଜନ୍ମ ନେଇ ଥାନ୍ତି ସେମାନଙ୍କ ସ୍ଵଭାବ ଚଳ ଚଞ୍ଚଲ, ସାହାଶୀ, ଶତ୍ରୁ ବିରୋଧୀ, ଚଞ୍ଚଲ ମତି ହୋଇଥାନ୍ତି । ରୀତି କାମରେ ପ୍ରବୀଣ, ଧାର୍ମିକ, ବୁଦ୍ଧି ମାନ କ୍ଷୀଣ ରାଗି ହୋଇ ଥାନ୍ତି । ଯେଉଁ ମାନେ ବୁଧ ବାର ଦିନ ଜନ୍ମ ନେଇ ଥାନ୍ତି ସେମାନେ ଗଭୀର ଚିନ୍ତା ମଗ୍ନ, ନ୍ୟାୟ କାର୍ଯ୍ୟରେ ଅଧୀର, ଧାର୍ମିକ ପ୍ରିୟ, ସର୍ବ ଗୁଣ ସମ୍ପର୍ଣ, ଅତି ଚତୁର ଓ ସବୁ କାମରେ ଆଗ୍ରହୀ, ଭୋଗ ବିଳାଶ ପ୍ରିୟ, କୂଟନୀତି ରେ ପାରଙ୍ଗମ ଓ ସବୁ କାମରେ ଖୁବ ଭଲ ଓ ଚତୁର କାମ କରୁଥିବା ଅବ୍ୟକ୍ତି ଅଟନ୍ତି ।

ଯେଉଁ ମାନେ ଗୁରୁବାର ଦିନ ଜନ୍ମ ହୋଇ ଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ଥାନ୍ତି ବୁଦ୍ଧି ରେ ପାରଙ୍ଗମ ଓ ବିଚକ୍ଷଣ ଥାନ୍ତି ଏମାନେ ହିଂଶା ବାଦି ଅଟନ୍ତି । ଧନ ଶୀଳ, ଉଚ୍ଚ ଆକାଂକ୍ଷା ବାଦି, ଦୟାଳୁ, ସୁନ୍ଦର, ଆଶାବାଦି ଅଟନ୍ତି । ଏବେ ଜଣାଇବା ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ବ୍ଯାକତି ଙ୍କ ବିଷୟରେ । ଯେଉଁ ମାନେ ଏହି ବ୍ବାର ରେ ଜନ୍ମ ହୋଇଥାନତି ସେମାନେ ନୀତି ନିୟମ ପାରାୟଣ, କଠୋର, ଭ୍ରମଣ ପ୍ରିୟ, କାମ ବିଳାଷୀ, ଶାନ୍ତ, ଆଶାବାଦି, ନ୍ୟାୟ ପ୍ରିୟ, ଭ୍ରମଣ ପ୍ରିୟ, ହସମୁଖ, ଶାନ୍ତି ପ୍ରିୟ, ଧାର୍ମିକ ହୋଇଥାନ୍ତି ।

ଏବେ ଆସନ୍ତୁ ଜଣାଇବା ଶେଶ ବାର ଶନି ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ବିଷୟରେ ସେମାନେ ଚତୁର, ଭୋଗ ବିଳାଷୀ, ପରଧନ ରେ ଲୋଭୀ କ୍ଷୀଣ ରାଗି, ଚଞ୍ଚଲ ସ୍ଵଭାବର ଅଟନ୍ତି । ଏମାନେ ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି ।

Leave a Reply

Your email address will not be published. Required fields are marked *