କେବେ ହବ ବିବାହ ? କାହା ସହ ହେବ ଆପଣଙ୍କ ବିବାହ? Love ମ୍ୟାରେଜ ହେବ ନା Arrange ? ଜାଣିବା ପାଇଁ ଅବାଛନ୍ତୁ ଗୋଟେ Card

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ କେବେ ଆପଣଙ୍କର ହେବ ବାହାଘର ଓ ଆପଣ ଯାହାକୁ ମଧ୍ୟ ବାହାହେବେ କିପରି ହୋଇଥିବା ତାଙ୍କର ସ୍ଵଭାବ ବିଷୟରେ ଜାଣିପାରିବେ । ଆପଣଙ୍କର ଆରେଞ୍ଜ ମ୍ୟାରେଜ କିମ୍ବା ଲଭ୍ ମ୍ୟାରେଜ ହେବ ଏହା ମଧ୍ୟ ଜାଣିପାରିବେ । ଆପଣଙ୍କୁ ୩ଟି ହାର୍ଟ ମଧ୍ୟରୁ ଗୋଟିଏ ହାର୍ଟକୁ ବାଛିବାକୁ ପଡିବ । ୩ଟି ହାର୍ଟର କଲର ହେଉଛି ହଳଦିଆ, ଗୋଲାପି ଓ ନାଲି । ଆପଣଙ୍କ ପସନ୍ଦ ଅନୁସାରେ ଆଖି ବନ୍ଦ କରିକି ଗୋଟିଏ ହାର୍ଟକୁ ବାଛନ୍ତୁ । ଯାହା ଦ୍ଵାରା ଆପଣ ଆପଣଙ୍କ ବିବାହ ସହିତ ଜଡିତ ତଥ୍ୟ ବିଷୟରେ ଜାଣିପାରିବେ ।

ହଳଦିଆ ହାର୍ଟ ;- ଏହି ରଙ୍ଗର ହାର୍ଟକୁ ବାଛିଥିବା ଲୋକମାନଙ୍କ ପାଇଁ ବିବାହ ସୂଚନା ଏହା କି ଯେ ଆପଣଙ୍କର ଆରେଞ୍ଜ ମ୍ୟାରେଜ ହେବା ପାଇଁ ଯାଉଛି । ଯାହାକୁ ଆପଣଙ୍କ ଘର ଲୋକ ପସନ୍ଦ କରି ଆପଣଙ୍କ ପାଇଁ ବାଛିଛନ୍ତି, ଆପଣ ତାଙ୍କୁ ବିବାହ କରିବେ ।

ଆପଣ ଯାହାକୁ ଜୀବନସାଥି ରୂପରେ ପାଇବା ପାଇଁ ଯାଉଛନ୍ତି, ସେ ସରକାରୀ ଚାକିରି କରିଥିବାର ସମ୍ଭାବନା ଦେଖାଯାଉଛି ଓ ସେ ବ୍ୟକ୍ତିଙ୍କର ସ୍ଵଭାବ ବହୁତ ହିଁ ଭଲଥିବ । ବିବାହ ମାସ ମେ କିମ୍ବା ଜୁନ ମାସ ମଧ୍ୟରେ ହେବାର ସଂଭାବ୍ୟତା ଅଛି । ଯେଉଁ ବ୍ୟକ୍ତି ଜଣଙ୍କ ଆପଣଙ୍କ ଜୀବନରେ ଆସିବା ପାଇଁ ଯାଉଛି, ଆପଣ ଏହାକୁ ପ୍ରଥମେ ପସନ୍ଦ କରି ନ ପାରନ୍ତି କିନ୍ତୁ ଭବିଷ୍ୟତରେ ଧୀରେ ଧୀରେ ତାଙ୍କ ପାଇଁ କି ଆପଣଙ୍କ ମନରେ ଭଲ ପାଇବା ସୃଷ୍ଟି ହେପାରେ ।

ନାଲି ହାର୍ଟ ;- ଆପଣ ଯାହାକୁ ଭଲ ପାଉଛନ୍ତି ଓ ଯାହାକୁ ନିଜ ଜୀବନସାଥି ରୂପରେ ପାଇବା ପାଇଁ ଯାଉଛନ୍ତି । ସେ ମଧ୍ୟ ଆପଣଙ୍କୁ ବହୁତ ହିଁ ପସନ୍ଦ କରୁଛନ୍ତି କିନ୍ତୁ ଏହି ପ୍ରେମ ବିବାହକୁ ନେଇ ପରିବାରରେ ସମସ୍ଯା ଦେଖାଯାଇପାରେ କିନ୍ତୁ ଆପଣ ଓ ଆପଣଙ୍କ ସାଥି ଦୁହେଁ ମିଶିକି ଘର ଲୋକଙ୍କର ବୀନା ଅନୁମତିରେ ବାହାହେଇପାରନ୍ତି ।

ଯଦି ସେମିତି କିଛି ନ ହୁଏ ତେବେ ଆପଣ ଦୁହିଁଙ୍କ ମଝିରେ କେହି ତୃତୀୟ ଲୋକ ଆସିବେ ଯାହାଦ୍ୱାରା ଆପଣ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ମଧ୍ୟ ହେବାର ଆଶଙ୍କା ଅଛି । ଯାହା ଫଳରେ ଆପଣ ଘର ଲୋକଙ୍କ ପସନ୍ଦ ଅନୁସାରେ ଆରେଞ୍ଜ ମ୍ୟାରେଜ କରିବେ । ଆପଣଙ୍କ ବାହାଘର ଶୀତ ଦିନ ଯେମିତି ନଭେମ୍ବର, ଡିସେମ୍ବର କିମ୍ବା ଜାନୁଆରୀ ମାସରେ ହେଇପାରେ ।

ଗୋଲାପି ହାର୍ଟ ;- ଆପଣଙ୍କର ଯଦି କାହା ସହିତ ପ୍ରେମ ସମ୍ପର୍କ ଥାଏ, ତେବେ ସେହି ବ୍ୟକ୍ତି ସାଥିରେ ଆପଣଙ୍କ ଭଲ ସମ୍ପର୍କ ଏବେ ନାହିଁ । ଯେଉଁ କାରଣରୁ ଆପଣ ତାଙ୍କ ସାଥିରେ ରହିବାକୁ ଚାହୁଁ ନଥିଲେ ମଧ୍ୟ ଆପଣ ତାଙ୍କୁ ଛାଡିପାରୁ ନାହାନ୍ତି । ଏହି ପ୍ରେମ ସମ୍ପର୍କ ବହୁତ ଦିନର ସେଥି ପାଇଁ ତାଙ୍କ ସହିତ ସମ୍ପର୍କ ବହୁତ ଗଭୀର ହୋଇଯାଇଛି । ସବୁ ବେଳେ ଦୁହିଁଙ୍କ ମଝିରେ କିଛି ନା କିଛି କଥାକୁ ନେଇ ତର୍କ ଲାଗିରହୁଛି ।

ଯଦି ସେହି ଲୋକ ସାଥିରେ ଆପଣଙ୍କର ବିବାହ ହେଇଯାଏ, ତଥାପି ଆପଣ ଦୁହିଁଙ୍କ ମଝିରେ କେତେ ଦିନ ପର୍ଯ୍ୟନ୍ତ ଏମିତି କିଛି କଥାକୁ ନେଇ ଝଗଡା ଲାଗିରହୁଥିବ । ତେଣୁ ଯଦି ଆପଣ ଏହି ବ୍ୟକ୍ତିକୁ ଛାଡି ଅନ୍ୟ କାହାକୁ ନିଜ ପସନ୍ଦର କିମ୍ବା ଘର ଲୋକଙ୍କ ପସନ୍ଦ ର ବାହାହେବେ ତାହା ଆପଣଙ୍କ ପାଇଁ ଭଲ ରହିବ ।

ଆପଣଙ୍କ ବାହାଘର ଫେବୃୟାରୀ, ମାର୍ଚ କିମ୍ବା ଏପ୍ରିଲ ମାସ ମଧ୍ୟରେ ହେଇପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ପୋଷ୍ଟଟିକୁ ଲାଇକ୍ କରିବା ସହିତ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ନିହାତି ଜଣାଇବେ ।

Leave a Reply

Your email address will not be published. Required fields are marked *