କେଉଁ ବୟସରେ ଖୋଲିବ ବୃଷ ରାଶିର ଭାଗ୍ୟର ତାଲା? Astrology

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ଏଭଳି ଗୋଟିଏ ରାଶି ବିଷୟରେ ଯାହାର ଭାଗ୍ୟରେଖାକୁ ଶନିଦେବ ନିୟନ୍ତ୍ରିତ କରୁଅଛନ୍ତି । ଏବଂ ଆମେ ଆଜି ଆପଣମାନଙ୍କୁ ଜଣାଇବୁ କଣ ରହିଛି ଏହି ରାଶିର ଭାଗ୍ୟରେ । ଏହି ରାଶିକୁ ପୃଥିବୀତତ୍ଵ ରାଶି ବୋଲି କୁହାଯାଏ । ତେବେ ଆସନ୍ତୁ ଆଜି ଜାଣିବା କେଉଁ ବୟସରେ ଏହି ରାଶିର ବ୍ୟକ୍ତି ଧନ କମେଇ ଥାନ୍ତି । ବୃଷ ରାଶିର ବ୍ୟକ୍ତିମାନଙ୍କୁ ଧନବାନ ବୋଲି ମନାଯାଏ ।

ଏମାନେ ଯେଉଁଭଳି ଅସୁବିଧାରେ ଥିଲେ ମଧ୍ୟ ଏମାନଙ୍କର କେବେ ଅଭାବ ହୁଏ ନହିଁ । ଏହି ରାଶିର ବ୍ୟକ୍ତି ମାନେ ଭାଗ୍ୟଶାଳୀ ଅଟନ୍ତି । କଥା କହିବାରେ ବହୁତ ଆଗୁଆ ଥାନ୍ତି ଏବଂ ସୁନ୍ଦର ବି ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ । ବୃଷ ରାଶିର ବ୍ୟକ୍ତି ନିଜ ଆଡକୁ ବହୁତ ଜଣଙ୍କୁ ଆକର୍ଷିତ କରିବାର କ୍ଷମତା ରଖନ୍ତି ।

ଏମାନେ ବହୁତ ଆକର୍ଷକ ହୋଇଥାନ୍ତି । ବୃଷ ରାଶିର ବ୍ୟକ୍ତି ମାନଙ୍କୁ ଧନ ବହୁତ ଦରକାର । ବେଳେ ବେଳେ ଏମାନେ ନିଜର ଧନକୁ ବଢେଇ ଦେଖେଇ ହବାକୁ ପସନ୍ଦ କରନ୍ତି । ଏବଂ ଚାହାନ୍ତି ନିଜର ବହୁତ ଧନ ହେଉ ବଡ ବଡ ଗାଡି ଚଢିବା ଏହି ସବୁ ମନବୃତି ଏହି ରାଶିର ବ୍ୟକ୍ତି ମାନେ ରଖିଥାନ୍ତି । ଏବଂ ସ୍ବଭାବରେ ଟିକିଏ ଜିଦିଆ ହୋଇଥାନ୍ତି ।

ବୃଷ ରାଶିର ବ୍ୟକ୍ତି ମାନଙ୍କୁ ଧନ ଓ ସୋହରତ ବହୁତ କଷ୍ଟରେ ହାସଲ ହୋଇଥାଏ । ଏମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ ଏସବୁ ପାଇବା ପାଇଁ । ନିଜ ଜୀବନର ଅଧା ସମୟ ଚାଲିଯିବା ପରେ ଏମାନଙ୍କ ପାଖକୁ ଧନ ଆସିଥାଏ । ୩୮, ୪୦ ବର୍ଷ ବୟସରେ ଏମାନଙ୍କ ପାଖକୁ ଧନ ଆସିଥାଏ ଓ ମାନ ସମ୍ମାନ ସବୁ ମିଳିଥାଏ । ଏହା ଜାଣି ରଖନ୍ତୁ କି ବୃଷ ରଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନସାଥିଙ୍କ ଠାରୁ ଧନ ଲାଭର ଯୋଗ ବନିଥାଏ ।

ବୃଷ ରାଶିକୁ ଶନିଦେବ ନିୟନ୍ତ୍ରଣ କରନ୍ତି ତେଣୁ ଯାହା ଆପଣଙ୍କ ଭାଗ୍ୟରେ ଥାଏ ତାକୁ ଆପଣ ଶନିଙ୍କ ବିନା ପାରିବେ ନାହିଁ । ଶନିଙ୍କ ଅନୁକୂଳ ନ ରହିଲେ ଜୀବନର କୌଣସି ପକ୍ଷ ଭଲ ରୁହେ ନାହିଁ । ଧନ, ଖୁସି, ବିବାହିତ ଜୀବନ, ସନ୍ତାନ ଏସବୁ ଆପଣଙ୍କର ଯେମିତି ଅଟକି ଗଲା ଭଳି ଲାଗିବା । ତେଣୁ ଏସବୁକୁ ପାଇବା ପାଇଁ ହେଲେ ଶନିଦେବଙ୍କୁ ଖୁସିକରନ୍ତୁ ।

ଶନିବାର ଦିନ କିଛି ନିର୍ଧନ ବ୍ୟକ୍ତିଙ୍କୁ ମିଠା ଜିନିଷ ଖାଇବାକୁ ଦିଅନ୍ତୁ ଏହାଦ୍ଵାରା ଶନି ଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ୨୯, ୩୬ ଓ ୫୬ ବର୍ଷ ବୟସରେ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଛି । କିନ୍ତୁ ଆପଣ ଏକ ସ୍ପୁଟିକ ମାଳକୁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଅର୍ପଣ କରନ୍ତୁ । ଏବଂ ଏହି ମାଳ କୁ ଆପଣ ମଧ୍ୟ ପିନ୍ଧନ୍ତୁ କିନ୍ତୁ ଏହାକୁ ପିନ୍ଧି କେବେ ସୁଅନ୍ତୁ ନହିଁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *