ମୃତ ଲୋକଙ୍କର ଏହି 3ଟି ଜିନିଷ କେବେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ, ନଚେତ…

ନମସ୍କାର ବନ୍ଧୁଗଣ, ଆମ ପ୍ରିୟଜନ ଯେତେବେଳେ ଆମକୁ ସବୁଦିନ ପାଇଁ ଛାଡିଚାଲିଯାନ୍ତି ସେତେବେଳେ ଆମେ ତାଙ୍କ ସ୍ମୃତିକୁ ନେଇ ବଞ୍ଚିଯିବା କଥା ଭାବିଥାଉ । କିନ୍ତୁ ଏହା ଆମକୁ ଜଣା ନଥାଏ କି ମୃତ ବ୍ୟକ୍ତିଙ୍କ କେଉଁ ସବୁ ଜିନିଷକୁ ଘରେ ରଖିବା ଉଚିତ ଓ କେଉଁ ଠାରେ ରଖିବା ଉଚିତ । କାରଣ ମୃତୁ ପରେ ମଧ୍ୟ ଆତ୍ମା ସେହି ବସ୍ତୁ ସହ ଜଡିତ ହୋଇରହିଥାଏ । ନିଜର ମୋହ ମାୟା ତ୍ୟାଗ କରିପାରିନଥାଏ । ତେବେ ଆସନ୍ତୁ ଜାଣିବା ମୃତ ବ୍ୟକ୍ତିଙ୍କ କେଉଁ ଜିନିଷକୁ ବ୍ୟବହାର କରିବା ଉଚିତ ହୋଇନଥାଏ ।

ନିଜ ଘରେ ଆପଣ ପୂର୍ବ ପୁରୁଷଙ୍କ ଫଟୋ ଲଗାଇବା ଉଚିତ । କାରଣ ଏହା ବହୁତ ହିଁ ଶୁଭ ହୋଇଥାଏ । ମୃତ ବ୍ୟକ୍ତିଙ୍କ ଫଟୋ ତିଆରି କରିବା ବେଳେ ଧ୍ୟାନ ରଖିବେ କି ତାଙ୍କ ଫଟୋ ଦୁଃଖୀ କିମ୍ବା କ୍ରୋଧିତ ଅବସ୍ଥାରେ ନଥିବା ଦରକାର । ପୂର୍ବ ପୁରୁଷ ଫଟୋରେ ପ୍ରସନ୍ନ ଦେଖା ଜୀବ ଭଳି ଫଟୋ ତିଆରି କରିବା ଉଚିତ । ଏହାଦ୍ବାରା ଆପଣ ତାଙ୍କ ଫଟୋକୁ ଦର୍ଶନ କରିବା ଫଳରେ ଆପଣଙ୍କ ମନରେ ଶ୍ରଦ୍ଧା ଓ ଭଲପାଇବାର ଭାବନା ଆସିବା ଦରକାର ।

କ୍ରୋଧିତ ଅବସ୍ତାରେ ପୂର୍ବ ପୁରୁଷଙ୍କ ଫଟୋ ରହିବା ଦ୍ଵାରା ଏହା ମନରେ ଭୟକୁ ସୃଷ୍ଟି କରିଥାଏ । ଛୋଟ ପିଲାମାନେ ତାଙ୍କୁ ଭଲ ପାଇବା ବଦଳରେ ଦରିବାକୁ ଲାଗିବେ । ତାଙ୍କ ସାମ୍ନାରେ କେବେ ମଧ୍ୟ ନିଜ ମନର ଦୁଃଖ ଓ ରାଗକୁ ପ୍ରକଟ କରିବା ଉଚିତ ହୋଇନଥାଏ । ଏହାଫଳରେ ଆପଣଙ୍କ ପିତୃଗଣ ଦୁଖୀ ହୋଇଯାନ୍ତି । ପିତୃ ପକ୍ଷ ଛଡା ଅନ୍ୟ ଦିନରେ ତାଙ୍କ ଆବାହନ ବା ତାଙ୍କ ପୂଜା କରିବା ଉଚିତ ହୋଇନଥାଏ ।

ପିତୃପକ୍ଷ ଦିନ ଛଡା ଆପଣଙ୍କ ଘରେ ଯେଉଁ ଆତ୍ମା ସବୁ ପ୍ରବେଶ କରିଥାନ୍ତି ସେମାନେ ପ୍ରେତ ଆତ୍ମା ହୋଇଥାନ୍ତି । ଏହାଦ୍ବାରା ଘରେ ଭୟଙ୍କର ଦୁଖର ବାତାବରଣ ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂର୍ବ ପୁରୁଷଙ୍କ ଫଟୋକୁ କେବେ ମଧ୍ୟ ପୂଜା ଘରେ ରଖିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଭଗବାନଙ୍କର ଅପମାନ ହୋଇଥାଏ । ଅକାଳ ମୃତୁ ହୋଇଥିବା ବ୍ୟକ୍ତି ପ୍ରେତ ହୋଇ ପୃଥିବୀରେ ହିଁ ଘୁରି ବୁଲନ୍ତି ।

ତେଣୁ ଅକାଳ ମୃତୁ ବରଣ କରିଥିବା ଲୋକଙ୍କ ଫଟୋକୁ ଘରେ ଲଗାଇବା ଦ୍ଵାରା ଅଶୁଭ ଶକ୍ତିର ଆଗମନ ହୋଇଥାଏ । ପିତୃଙ୍କ ଫଟୋ ସବୁବେଳେ ଉତ୍ତର ଦିଗରେ କଗାଇବା ଦରକାର । ଏହାଫଳରେ ତାଙ୍କ ମୁଖ ଦକ୍ଷିଣ ଦିଗକୁ ରହିଥାଏ । ଏଘ ଶୁଭ ହୋଇଥାଏ । ଏହାଛଡା ଅନ୍ୟ କୌଣସି ଦିଗରେ ଫଟୋ ଲଗାଇବା ଉଚିତ ଅଟେ ନାହିଁ ।

ପ୍ରଥମ: ମୃତ ବ୍ୟକ୍ତିଙ୍କ କପଡା କେବେ ମଧ୍ୟ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ମୃତ ବ୍ୟକ୍ତିଙ୍କ ଆତ୍ମା ଆପଣଙ୍କ ସହ ଯୋଡି ହୋଇଯାଏ । ଦିତୀୟ: ମୃତ ବ୍ୟକ୍ତିଙ୍କ ଅଳଙ୍କାର ପିନ୍ଧିବା ମଧ୍ୟ ଉଚିତ ହୋଇନଥାଏ । ତୃତୀୟ: ମୃତ ବ୍ୟକ୍ତିଙ୍କ ଘଣ୍ଟା ବିନ୍ଧିବା ମଧ୍ୟ ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *