ନିଜ ଜନ୍ମ ତିଥିରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଅରେଞ୍ଜ ମ୍ୟାରେଜ ?

ନମସ୍କାର ବନ୍ଧୁଗଣ, ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ତ ସମସ୍ତେ ରୁହନ୍ତି । କିନ୍ତୁ ସବୁଠାରୁ ବଡ ଚିନ୍ତା କଣ ଆପଣ ଜାଣନ୍ତି । ତାହା ହେଉଛି ବିବାହ । ବିବାହ ବିଳମ୍ବ ହେଲେ ବହୁତ ବଡ ଚିନ୍ତା ମାଡି ବସିଥାଏ ମୁଣ୍ଡରେ । ଆଉ ଯଦି ବିବାହ ପରେ ଉଚିତ ଜୀବନ ସାଥି ଟିଏ ମିଳିନଥାଏ ତାହା ତ ନର୍କ ଭୋଗ ସାଙ୍ଗେ ସମାନ । ତେବେ ଆଜି ଆମେ ଜାଣିବା ଆପଣଙ୍କ ବିବାହ ଆପଣଙ୍କ ପସନ୍ଦରେ ହେବାକୁ ଯାଉଛି ନା ଆପଣଙ୍କ ଘର ଲୋକଙ୍କ ପସନ୍ଦରେ ।

1: ଯେଉଁ ବ୍ୟକ୍ତିଙ୍କ ଜନ୍ମ 1, 10, 19, କିମ୍ବା 28 ତାରିଖରେ ଜନ୍ମ ହୋଇଥାଏ ସେମାନଙ୍କ ମୁଲାଙ୍କ 1 ହୋଇଥାଏ । ଏମାନେ ବହୁତ ହିଁ ଲାଜକୁରା ସ୍ଵଭାବର ହୋଇଥାନ୍ତି । ନିଜ ମନରେ ଥିବା ଭଲ ପାଇବାକୁ ଏମାନେ କହିପାରନ୍ତି ନାହି । ତେଣୁ ଏମାନଙ୍କ ପାଇଁ ଲଭ ମ୍ୟାରେଜ କଷ୍ଟକର ହୋଇଥାଏ ।

2:ଯେଉଁ ବ୍ୟକ୍ତିଙ୍କ ଜନ୍ମ 2, 11, 20, 29 ତାରିଖରେ ହୋଇଥାଏ ତେବେ ସେମାନଙ୍କ ମୁଲାଙ୍କ 2 ହୋଇଥାଏ । ଏମାନଙ୍କର ଲଭ ମ୍ୟାରେଜ ହେବାର ଯୋଗ ରହିଛି । 3: ଯେଉଁ ଲୋକଙ୍କ ଜନ୍ମ 12, 21, 30 ତାରିଖରେ ହୋଇଥାଏ  ସେମାନଙ୍କର ଲଭ ମ୍ୟାରେଜ ହୋଇଥାଏ । 4: ଯେଉଁ ବ୍ୟକ୍ତିଙ୍କ ଜନ୍ମ 4, 13, 22, 31 ତାରିଖରେ ହୋଇଥାଏ ସମାନଙ୍କ ମୁଲାଙ୍କ 4 ଅଟେ । ଏମାନଙ୍କର ଲଭ ମ୍ୟାରେଜ ହେବାର ଅନେକ ସମ୍ଭାବନା ରହିଥାଏ ।

5: ଯେଉଁ ଲୋକଙ୍କ ଜନ୍ମ 5, 14 କିମ୍ବା 23 ତାରିଖରେ ହୋଇଥାଏ ସେମାନଙ୍କ ମୁଲାଙ୍କ 5 ହୋଇଥାଏ । ଏମାନଙ୍କର ବିବାହ ନିଜ ପରିବାର ଲୋକଙ୍କ ପସନ୍ଦରେ ହିଁ ହୋଇଥାଏ । 6: ଯେଉଁ ବ୍ୟକ୍ତିଙ୍କ ଜନ୍ମ 6, 15 କିମ୍ବା 14 ତାରିଖରେ ହୋଇଥାଏ ସେମାନଙ୍କର ମୁଲାଙ୍କ 6 ହୋଇଥାଏ । ଏହି ବ୍ୟକ୍ତି ପ୍ରେମ ବିବାହ କରିବାରେ ସଫଳ ହୋଇଥାନ୍ତି ।

7: ଯଦି ଆପଣଙ୍କ ଜନ୍ମ 7, 16, 25 ତାରିଖରେ ହୋଇଥାଏ ତେବେ ଆପଣଙ୍କ ମୁଲାଙ୍କ 7 ଅଟେ । ଏବଂ ଆପଣଙ୍କର ଲଭ ମ୍ୟାରେଜ ହେବାର ସମ୍ଭାବନା ବହୁତ କମ ହୋଇଥାଏ । 8: ଯଦି ଆପଣଙ୍କ ଜନ୍ମ କୌଣସି ମାସର 8, 17, କିମ୍ବା 26 ତାରିଖରେ ହୋଇଥାଏ ତେବେ ଆପଣଙ୍କ ମୁଲାଙ୍କ 8 ଅଟେ । ଆପଣଙ୍କର ପ୍ରେମ ବିବାହ ହେବାର ଯୋଗ ରହିଥାଏ ।

9: ଯଦି ଆପଣଙ୍କ ଜନ୍ମ କୌଣସି ମାସର 9, 18, 27 ତାରିଖରେ ହୋଇଥାଏ ତେବେ ଆପଣଙ୍କର ମୁଲାଙ୍କ 9 ହୋଇଥାଏ । ଆଉ ଆପଣଙ୍କର ବିବାହ ଆପଣଙ୍କ ଘର ଲୋକଙ୍କ ପସନ୍ଦରେ ହିଁ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *