କେଉଁ ମାସରେ ଘର କଲେ ହୁଏ ଧନର ବର୍ଷା, ନହେଲେ ସର୍ବନାଶ! ଘର ଆରମ୍ଭ କରିବା ଆଗରୁ ଦେଖନ୍ତୁ

ବନ୍ଧୁଗଣ ଘର ଗୋଟେ ଏମିତି ଜିନିଷ ଯାହା ଆପଣ ନୂଆ ଘର କମ କରୁଛନ୍ତି ଆଉ ଠିକ ସମୟରେ ବା ଠିକ ମାସରେ ନ କରିଲେ ତା ହେଲେ ଘରେ ସବୁବେଳେ ଅନର୍ଥ ହୋଇଥାଏ । ଅନେକ ଲୋକଙ୍କର ଏମିତି ବି ହୋଇଥାଏ କି ଘରେ ତିଆରି କରିବା ବେଳେ ସଂପୂର୍ଣ୍ଣ ପୂରଣ କରିପାରି ନ ଥାନ୍ତି । ଯେଉଁ ଘରେ ଲୋକେ ଆଶା ନେଇ କରନ୍ତି ସେ ଘର ଯଦି ସଂପୂର୍ଣ୍ଣ ନ ହୁଏ ବା ଘରେ ସୁଖ ଶାନ୍ତି ନ ରହିଲା ତେବେ ସେହି ଘର କରିକି କିଛି ଲାଭ ନାହି । ଆଜି ଆମେ ଆପଣଙ୍କୁ କେଉଁ ମାସରେ ଘର କରିଲେ ଧନର ବର୍ଷା ହୁଏ ସେହି ବିଷୟରେ କହିବାକୁ ଯାଉଛୁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଖାସ ମାସ ଅଛି ଯେଉଁ ସମୟରେ ଘର ତିଆରି କରିଲେ ଶୁଭ ହୋଇଥାଏ । ଘରର ମୁଖ୍ୟ ହେଉଛି ମୁଖ୍ୟଦ୍ଵାର । ଘରର ମୁଖ୍ୟ ଦ୍ଵାରା ଠିକ ଦିଗରେ ରହିଲେ ଘରେ ଉନ୍ନତି ସବୁବେଳେ ଉନତି ଲଗାଇବ । ମାନେ ରଖିବେ ଘରର ମୁଖ୍ୟ ଦ୍ଵାରା ସବୁବେଳେ ପୂର୍ବ ବା ଉତ୍ତର ପୂର୍ବ ବେଷ୍ଟ ହୋଇଥାଏ । ଯଦି ଏହି ଦୁଇ ଦିଗ ମଧ୍ୟରୁ କୌଣସି ବି ବିକାପଲ ନାହି ତେବେ ଅନ୍ୟ ପଟେ କରିପାରିବେ । ଏବେ ଆସନ୍ତୁ ଜାଣିବା କେଉଁ ମାସରେ ଘର କରିଲେ କେଉଁ ଲାଭ ମିଳେ ।

୧- ବୈଶାଖ ମାସରେ ଘର କରିଲେ ଉନ୍ନତି, ଧନ ଲାଭ ହୋଇଥାଏ । ନିଶ୍ଚିନ୍ତ ଭାବେ ଏହି ମାସରେ ଘର କରିଲେ ସଫଳତା ପାଇବେ ।

୨- ଜ୍ୟଷ୍ଠ ମାସରେ ଗୃହ ନିର୍ମାଣ କାମ ଆରମ୍ଭ କରିଲେ ଗୃହ କର୍ତ୍ତାଙ୍କ ମୃତ୍ୟୁ କାର୍ଜରେ ବାଧା ସୃଷ୍ଟି ହେବ । ବହୁତ ଲୋକଙ୍କର ଘର ପୂରଣ ମଧ୍ୟ ହୁଏ ନାହି ।

୩- ଆଷାଢ ମାସରେ ଘର ତିଆରି କରିଲେ ଧନ ପ୍ରାପ୍ତି ଓ ଗୃହାପାଳିତ ପଶୁଙ୍କର ବୃଦ୍ଧି ହେବ ।

୪- ଶ୍ରାବଣ ମାସରେ ଘର କାମ ଆରମ୍ଭ କରିଲେ ସବୁ କାମରେ ସିଧି ହେବ ।

୫- ଭାଦ୍ରବ ମାସରେ ଘର ତିଆରି କରିଲେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

୬- ଆଶ୍ଵିନ ମାସରେ ଘର ତିଆରି କରିଲେ ରୋଗ ବୃଦ୍ଧି ଓ କାୟା ନଷ୍ଟ ହୁଏ ।

୭- କାର୍ତ୍ତିକ ମାସରେ ଘର ତିଆରି କରିଲେ ଚୋର ଭୟ ଥାଏ । ଘରେ କୌଣସି ଚୋରୀ ହୋଇପାରେ ।

୮- ମାର୍ଗଶିର ମାସରେ ଘର ତିଆରି କରିଲେ ଧନ ଧାନ୍ୟ ବୃଦ୍ଧି ହୋଇଥାଏ । ତେଣୁ ଏହି ମାସରେ ଘର କରିଲେ ଶୁଭ ହୁଏ ।

୯- ପୌଷ ମାସରେ ଘର ତିଆରି କରିଲେ ଚୋର ଭୟ ଥାଏ । ତେଣୁ ଏହି ମାସରେ ଘର କରନ୍ତୁ ନାହି ।

୧୦- ମାଘ ମାସରେ ଘର କରିଲେ ସୁବର୍ଣ୍ଣ ବା ଅଳଙ୍କାର କୌଣସି କ୍ଷେତ୍ରରୁ ମିଳିପାରେ ।

୧୧- ଫାଲ୍ଗୁନ ମାସରେ ଘର କରିଲେ ସୁବର୍ଣ୍ଣ ଧନ ଲାଭ ହୁଏ ।

୧୨- ଚୈତ୍ର ମାସରେ ଘର କରିଲେ ଦୁଖ କଷ୍ଟ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବ ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *